English
ପ୍ରଥମ ବଂଶାବଳୀ 22:14 ଚିତ୍ର
ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ବର୍ଣ୍ଣ ଦଇେଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦଇେଅଛି। ମୁଁ ଏତେ ପରିମାଣ ରେ ପିତ୍ତଳ ଓ ଲୁହା ଦଇେଅଛି ଯେ, ତାହା ତୌଲ କରାୟାଇ ନ ପା ରେ। ମୁଁ କାଠ ଓ ପ୍ରସ୍ତର ମଧ୍ଯ ଦଇେଅଛି। ଶଲୋମନ, ତୁମ୍ଭେ ସେଥି ରେ ଆହୁରି ୟୋଗ କରିପାର।