ଓଡ଼ିଆ ଓଡ଼ିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 20 ପ୍ରଥମ ବଂଶାବଳୀ 20:5 ପ୍ରଥମ ବଂଶାବଳୀ 20:5 ଚିତ୍ର English

ପ୍ରଥମ ବଂଶାବଳୀ 20:5 ଚିତ୍ର

ଆଉ ଏକ ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ୟୁଦ୍ଧ କଲେ। ୟାଯୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିଯାତର ଭ୍ରାତା ଥିଲେ। ଗଲିଯାତ ଗାଥ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା।
Click consecutive words to select a phrase. Click again to deselect.
ପ୍ରଥମ ବଂଶାବଳୀ 20:5

ଆଉ ଏକ ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ୟୁଦ୍ଧ କଲେ। ୟାଯୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିଯାତର ଭ୍ରାତା ଥିଲେ। ଗଲିଯାତ ଗାଥ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଓ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା।

ପ୍ରଥମ ବଂଶାବଳୀ 20:5 Picture in Oriya