1 Thessalonians 5:19
କଦାପି ପବିତ୍ର ଆତ୍ମାର କାର୍ୟ୍ଯ ବନ୍ଦ କର ନାହିଁ।
1 Thessalonians 5:19 in Other Translations
King James Version (KJV)
Quench not the Spirit.
American Standard Version (ASV)
Quench not the Spirit;
Bible in Basic English (BBE)
Do not put out the light of the Spirit;
Darby English Bible (DBY)
quench not the Spirit;
World English Bible (WEB)
Don't quench the Spirit.
Young's Literal Translation (YLT)
The Spirit quench not;
| Quench | τὸ | to | toh |
| not | πνεῦμα | pneuma | PNAVE-ma |
| the | μὴ | mē | may |
| Spirit. | σβέννυτε | sbennyte | s-VANE-nyoo-tay |
Cross Reference
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:30
ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ବରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ ସମୟ ଉପସ୍ଥିତ ହେଲ ପରମେଶ୍ବର ତୁମ୍ଭକୁ ସ୍ବାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦଇେଅଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:51
ସ୍ତିଫାନ କହିଲେ, ହେ ଯିହୂଦୀ ଲୋକମାନେ, ତୁମ୍ଭମାନେେ କଡ଼େେ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ବରଙ୍କର ନୁହେଁ। ତୁମ୍ଭମାନେେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭମାନେେ ସର୍ବଦା ପବିତ୍ର ଆତ୍ମାଙ୍କର ବି ରୋଧ କରିଛ। ତୁମ୍ଭମାନେେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:6
ମୁଁ ଜାଣେ ଯେ ତୁମ୍ଭଠା ରେ ସହେି ସମାନ ବିଶ୍ବାସ ଅଛି। ସେଥିପାଇଁ ମୁଁ କୁ ହେ ଯେ ପରମେଶ୍ବର ତୁମ୍ଭକୁ ଦଇେଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତବେେଳେ ମୁଁ ମାରେ ହାତଦ୍ବୟ ତୁମ୍ଭ ଉପରେ ରଖିଲି, ସେତବେେଳେ ପରମେଶ୍ବର ସହେି ଅନୁଗ୍ରହଦାନ ତୁମ୍ଭକୁ ଦଇେଥିଲେ। ମୁଁ ଚା ହେଁ ଯେ ତୁମ୍ଭେ ସହେି ଅନୁଗ୍ରହ ଦାନକୁ ବ୍ଯବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନି ଶିଖା ଏକ ଜ୍ବାଳା ରେ ପରିବର୍ତ୍ତିତ ହୁଏ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:14
ତୁମ୍ଭ ଭିତ ରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ଯବହାର କରିବା ରେ ଅବ ହଳୋ କର ନାହିଁ। ଭବିଷ୍ଯଦ୍ ବାଣୀ ମାଧ୍ଯମ ରେ ଯେତବେେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତବେେଳେ ସହେି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା।
ଯିଶାଇୟ 63:10
ମାତ୍ର ସମାନେେ ସଦାପ୍ରଭୁଙ୍କ ବିପକ୍ଷ ରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ର ଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସମାନଙ୍କେର ଶତ୍ରୁ ହାଇଗେଲେ ଓ ସମାନଙ୍କେର ବିପକ୍ଷ ରେ ୟୁଦ୍ଧ କଲେ।
ଗୀତସଂହିତା 51:11
ତୁମ୍ଭଠାରୁ ମାେତେ ଦୂର କର ନାହିଁ ! ଏବଂ ତୁମ୍ଭର ପବିତ୍ର ଆତ୍ମା ମାଠାରୁେ ନିଅ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:30
ଯଦି ସଠାେରେ ବସିଥିବା ଜଣେ ଲୋକ ପରମେଶ୍ବରଙ୍କଠାରୁ ଏକ ନୂତନ ସତ୍ଯ ପାଏ, ତା' ହେଲେ ପ୍ରଥମ ବକ୍ତା ଚୁପ୍ ହାଇଯେିବା ଉଚିତ୍।
ପରମଗୀତ 8:7
ଅପାର ଜଳରାଶି ପ୍ ରମେକୁ ନିର୍ବାଣ କରି ନ ପା ରେ। କିଅବା ବନ୍ଯା ତାହା ବୁଡ଼ାଇ ନ ପା ରେ। ଯବେେ କହେି ଆପଣାର ସର୍ବସ୍ବ ବଦଳ ରେ ପ୍ ରମେ କିଣିବା ପାଇଁ ଚେଷ୍ଟା କରେ, ତବେେ ସେ ଲୋକ ସମସ୍ତଙ୍କ ଦ୍ବାରା ତୁଚ୍ଛୀକୃତ ହବେ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:16
ଏହା ସହିତ ବିଶ୍ବାସର ଢ଼ାଲ ମଧ୍ଯ ବ୍ଯବହାର କର। ତାହାଦ୍ବାରା ତୁମ୍ଭେ ଶୟତାନର ସମସ୍ତ ଜ୍ବଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ।
ନିହିମିୟା 9:30
ତଥାପି ବହୁବର୍ଷ ପର୍ୟ୍ଯନ୍ତ ତୁମ୍ଭେ ସମାନଙ୍କେୁ ସହ୍ଯ କଲ ଓ ଆପଣା ଆତ୍ମାଦ୍ବାରା ଆପଣା ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭେ ସତର୍କ କଲ। ମାତ୍ର ସମାନେେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ଏଣୁ ତୁମ୍ଭେ ସମାନଙ୍କେୁ ଅନ୍ୟ ଦେଶୀଯ ଗୋଷ୍ଠୀ ହସ୍ତ ରେ ସମର୍ପଣ କଲ।
ପ୍ରଥମ ଶାମୁୟେଲ 16:4
ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କର ବାକ୍ଯ ଅନକ୍ସ୍ଟସା ରେ କାର୍ୟ୍ଯ କଲେ। ଶାମକ୍ସ୍ଟଯଲେ ବୈଥ୍ଲହମେ ରେ ପହନ୍ଚିଲେ। ତହିଁରେ ନଗରର ପକ୍ସ୍ଟରକ୍ସ୍ଟଖାମାନେ କଐମାନ ହାଇେ ତାକକ୍ସ୍ଟ ଭଟେିବାକକ୍ସ୍ଟ ଆସି ପଚାରିଲେ, ଆପଣଙ୍କ ଆଗମନ କକ୍ସ୍ଟଶଳ ତ?
ଆଦି ପୁସ୍ତକ 6:3
ସହେି କନ୍ଯାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ବରଙ୍କର ପୁତ୍ରଗଣ