1 Samuel 16:19
ତେଣୁ ଶାଉଲ ୟିଶୀ ନିକଟକକ୍ସ୍ଟ ଦୂତମାନଙ୍କୁ ପଠାଇ ତାହାଙ୍କକ୍ସ୍ଟ କହିଲେ, ତୁମ୍ଭର ପକ୍ସ୍ଟତ୍ର ଦାଉଦ ଯେ ମଷେପଲ ସାଙ୍ଗ ରେ ଥାଏ, ତାକକ୍ସ୍ଟ ମାେ ନିକଟକକ୍ସ୍ଟ ପଠାଇ ଦିଅ।
1 Samuel 16:19 in Other Translations
King James Version (KJV)
Wherefore Saul sent messengers unto Jesse, and said, Send me David thy son, which is with the sheep.
American Standard Version (ASV)
Wherefore Saul sent messengers unto Jesse, and said, Send me David thy son, who is with the sheep.
Bible in Basic English (BBE)
So Saul sent his servants to Jesse and said, Send me your son David who is with the sheep.
Darby English Bible (DBY)
Then Saul sent messengers to Jesse and said, Send me David thy son, who is with the sheep.
Webster's Bible (WBT)
Wherefore Saul sent messengers to Jesse, and said, Send to me David thy son, who is with the sheep.
World English Bible (WEB)
Therefore Saul sent messengers to Jesse, and said, Send me David your son, who is with the sheep.
Young's Literal Translation (YLT)
And Saul sendeth messengers unto Jesse, and saith, `Send unto me David thy son, who `is' with the flock.'
| Wherefore Saul | וַיִּשְׁלַ֥ח | wayyišlaḥ | va-yeesh-LAHK |
| sent | שָׁא֛וּל | šāʾûl | sha-OOL |
| messengers | מַלְאָכִ֖ים | malʾākîm | mahl-ah-HEEM |
| unto | אֶל | ʾel | el |
| Jesse, | יִשָׁ֑י | yišāy | yee-SHAI |
| and said, | וַיֹּ֕אמֶר | wayyōʾmer | va-YOH-mer |
| Send | שִׁלְחָ֥ה | šilḥâ | sheel-HA |
me | אֵלַ֛י | ʾēlay | ay-LAI |
| David | אֶת | ʾet | et |
| thy son, | דָּוִ֥ד | dāwid | da-VEED |
| which | בִּנְךָ֖ | binkā | been-HA |
| is with the sheep. | אֲשֶׁ֥ר | ʾăšer | uh-SHER |
| בַּצֹּֽאן׃ | baṣṣōn | ba-TSONE |
Cross Reference
ପ୍ରଥମ ଶାମୁୟେଲ 17:15
କିନ୍ତୁ ଦାଉଦ ଆପଣା ପିତାର ମଷେପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରକ୍ସ୍ଟ ବୈଥଲହମେକକ୍ସ୍ଟ ସମୟ ସମୟରେ ୟାଅ ଆସ କରୁଥାନ୍ତି।
ପ୍ରଥମ ଶାମୁୟେଲ 16:11
ଶାମକ୍ସ୍ଟଯଲେ ୟିଶୀଙ୍କକ୍ସ୍ଟ କହିଲେ, ତୁମ୍ଭର ସବୁ ସନ୍ତାନ କ'ଣ ଏଠା ରେ ଅଛନ୍ତି?
ମାଥିଉଲିଖିତ ସୁସମାଚାର 4:18
ଯୀଶୁ ଗାଲୀଲୀ ହ୍ରଦ ପାଖ ଦଇେ ଯାଉଥିଲେ। ସେ (ପିତର ନାମ ରେ ଖ୍ଯାତ) ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦାଖିଲେ। ସମାନେେ ହ୍ରଦ ରେ ଜାଲ ପକାଉଥିଲେ। ସମାନେେ, ବ୍ଯବସାୟ ରେ କେଉଟ ଥିଲେ।
ଆମୋଷ 7:14
ତା'ପ ରେ ଆମାଷେ ଅମତ୍ସିଯଙ୍କୁ ଉତ୍ତର ଦେଲେ, ମୁଁ ଜଣେ ପଷୋଦାର ଭବିଷ୍ଯତବକ୍ତା ନୁହେଁ। ଆଉ ମଧ୍ଯ ମୁଁ ଭବିଷ୍ଯତବକ୍ତାର ପରିବାରରୁ ଆସିନାହିଁ। ମୁଁ କବଳେ ମଷେପାଳନ କରେ ଓ ଡିମିରି ବୃକ୍ଷର ଯତ୍ନ ନିଏ।
ଆମୋଷ 1:1
ଆମାଷଙ୍କେ ବାର୍ତ୍ତା: ତକୋଯ ନଗରର ମଷେପାଳକମାନଙ୍କ ମଧ୍ଯରୁ ଆମାଷେ ଥିଲେ ଅନ୍ୟତମ।
ଗୀତସଂହିତା 113:8
ଏବଂ ପରମେଶ୍ବର ସହେି ଲୋକମାନଙ୍କୁ ଗୁରୁତ୍ବ ଦିଅନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
ଗୀତସଂହିତା 78:70
ପରମେଶ୍ବର ଦାଉଦଙ୍କୁ ତାଙ୍କର ବିଶଷେ ଦାସରୂପେ ମନୋନୀତ କଲେ ଓ ମଷେ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।
ପ୍ରଥମ ରାଜାବଳୀ 19:19
ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ।
ପ୍ରଥମ ଶାମୁୟେଲ 17:33
ଶାଉଲ ଉତ୍ତର ଦେଲେ, ତୁମ୍ଭେ ସହେି ପଲେଷ୍ଟୀୟ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିପାରିବ ନାହିଁ। କାରଣ ତୁମ୍ଭେ ତ ଜଣେ ସୈନିକ ନକ୍ସ୍ଟହଁ ଏବଂ ଗଲିଯାତ ବାଳକ ଅବସ୍ଥାରକ୍ସ୍ଟ ୟକ୍ସ୍ଟଦ୍ଧ କରି ଆସକ୍ସ୍ଟଅଛି।
ଯାତ୍ରା ପୁସ୍ତକ 3:1
ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।