ପ୍ରଥମ ଶାମୁୟେଲ 1:1 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ଶାମୁୟେଲ ପ୍ରଥମ ଶାମୁୟେଲ 1 ପ୍ରଥମ ଶାମୁୟେଲ 1:1

1 Samuel 1:1
ଇଫ୍ରଯିମର ପର୍ବତମଯ ଦେଶର ରାମାଠା ରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ୟିରୋହମର ପକ୍ସ୍ଟତ୍ର, ଥିଲା ୟିଏ ଇଲୀହର ପକ୍ସ୍ଟତ୍ର ଥିଲା, ୟିଏ ତୋହର ପକ୍ସ୍ଟତ୍ର ଥିଲା, ୟିଏ ସୂଫର ପକ୍ସ୍ଟତ୍ର ଥିଲା ଓ ଏମାନେ ଇଫ୍ରଯିମ ପରିବାରବର୍ଗର ଥିଲେ।

1 Samuel 11 Samuel 1:2

1 Samuel 1:1 in Other Translations

King James Version (KJV)
Now there was a certain man of Ramathaimzophim, of mount Ephraim, and his name was Elkanah, the son of Jeroham, the son of Elihu, the son of Tohu, the son of Zuph, an Ephrathite:

American Standard Version (ASV)
Now there was a certain man of Ramathaim-zophim, of the hill-country of Ephraim, and his name was Elkanah, the son of Jeroham, the son of Elihu, the son of Tohu, the son of Zuph, an Ephraimite:

Bible in Basic English (BBE)
Now there was a certain man of Ramathaim, a Zuphite of the hill-country of Ephraim, named Elkanah; he was the son of Jeroham, the son of Elihu, the son of Tohu, the son of Zuph, an Ephraimite:

Darby English Bible (DBY)
And there was a certain man of Ramathaim-zophim, of mount Ephraim, and his name was Elkanah, the son of Jeroham, the son of Elihu, the son of Tohu, the son of Zuph, an Ephrathite.

Webster's Bible (WBT)
Now there was a certain man of Ramathaim-zophim, of mount Ephraim, and his name was Elkanah, the son of Jeroham, the son of Elihu, the son of Tohu, the son of Zuph, an Ephrathite:

World English Bible (WEB)
Now there was a certain man of Ramathaim Zophim, of the hill-country of Ephraim, and his name was Elkanah, the son of Jeroham, the son of Elihu, the son of Tohu, the son of Zuph, an Ephraimite:

Young's Literal Translation (YLT)
And there is a certain man of Ramathaim-Zophim, of the hill-country of Ephraim, and his name `is' Elkanah, son of Jeroham, son of Elihu, son of Tohu, son of Zuph, and Ephrathite,

Now
there
was
וַיְהִי֩wayhiyvai-HEE
a
certain
אִ֨ישׁʾîšeesh
man
אֶחָ֜דʾeḥādeh-HAHD
of
מִןminmeen
Ramathaim-zophim,
הָרָֽמָתַ֛יִםhārāmātayimha-ra-ma-TA-yeem
mount
of
צוֹפִ֖יםṣôpîmtsoh-FEEM
Ephraim,
מֵהַ֣רmēharmay-HAHR
and
his
name
אֶפְרָ֑יִםʾeprāyimef-RA-yeem
was
Elkanah,
וּשְׁמ֡וֹûšĕmôoo-sheh-MOH
son
the
אֶ֠לְקָנָהʾelqānâEL-ka-na
of
Jeroham,
בֶּןbenben
the
son
יְרֹחָ֧םyĕrōḥāmyeh-roh-HAHM
of
Elihu,
בֶּןbenben
son
the
אֱלִיה֛וּאʾĕlîhûʾay-lee-HOO
of
Tohu,
בֶּןbenben
the
son
תֹּ֥חוּtōḥûTOH-hoo
of
Zuph,
בֶןbenven
an
Ephrathite:
צ֖וּףṣûptsoof
אֶפְרָתִֽי׃ʾeprātîef-ra-TEE

Cross Reference

ପ୍ରଥମ ଶାମୁୟେଲ 1:19
ତା'ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକକ୍ସ୍ଟ ସ୍ମରଣ କଲେ।

ପ୍ରଥମ ବଂଶାବଳୀ 6:34
ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ। ଇଲ୍କାନା ୟିରୋହମ୍ଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯେଲ୍ଙ୍କ ପୁତ୍ର ଥିଲେ। ଇଲୀଯେଲ୍ ତୋହଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 6:25
ଇଲକାନାଙ୍କ ପୁତ୍ରମାନେ ଥିଲେ ଅମାସଯ ଓ ଅହୀମାେତ୍।

ମାଥିଉଲିଖିତ ସୁସମାଚାର 27:57
ସନ୍ଧ୍ଯା ହବୋ ବଳକେୁ ଯୋଷଫେ ନାମକ ହାରାମଥିଯାର ଜଣେ ଧନୀ ଲୋକ ୟିରୁଶାଲମ ରେ ଆସି ପହନ୍ଚିଲେ। ସେ ମଧ୍ଯ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ।

ପ୍ରଥମ ରାଜାବଳୀ 11:26
ତା'ପରେ ଶଲୋମନଙ୍କର ଦାସ ୟାରବିଯାମ ମଧ୍ଯ ରାଜାଙ୍କର ବିପକ୍ଷ ରେ ବିଦ୍ରୋହ କଲେ। ସେ ସ ରଦୋ ନଗର ନିବାସୀ ଇଫ୍ରଯିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁଯା, ସେ ଜଣେ ବିଧବା ଥିଲେ।

ପ୍ରଥମ ଶାମୁୟେଲ 17:12
ଦାଉଦ ୟିଶୀଙ୍କର ପକ୍ସ୍ଟତ୍ର ଥିଲେ, ୟିଶୀ ଥିଲେ ଇଫ୍ରାଥୀଯ ପରିବାରର ୟିଏ ବୈଥଲହମେ ଓ ୟିହକ୍ସ୍ଟଦା ରେ ବାସ କରୁଥିଲେ ଏବଂ ୟିଶୀଙ୍କର ଆଠପକ୍ସ୍ଟତ୍ର ଥିଲେ। ପକ୍ସ୍ଟଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ।

ପ୍ରଥମ ଶାମୁୟେଲ 9:5
ଶଷେ ରେ ସମାନେେ ସୂଫ ସହରକକ୍ସ୍ଟ ଆସିଲେ। ତା'ପରେ ଶାଉଲ ତାଙ୍କର ଗ୍ଭକରକକ୍ସ୍ଟ କହିଲେ, ଗ୍ଭଲ! ଆମ୍ଭେ ଫରେିୟିବା, ଆମ୍ଭମାନଙ୍କର ବାପା ଗଧମାନଙ୍କ ପରିବର୍ତେ ଆମ୍ଭମାନଙ୍କ ପାଇଁ ବ୍ଯସ୍ତ ହେଉଥିବେ।

ରୂତର ବିବରଣ 1:2
ସହେି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିଯୋନ୍। ସମାନେେ ଥିଲେ, ୟିହକ୍ସ୍ଟଦାର ବୈଥ୍ଲହମରେକ୍ସ୍ଟ ଏଫ୍ରାଥୀଯ ଲୋକ। ସମାନେେ ମାୟୋବର ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ସଠାେରେ ବସବାସ କଲେ।

ବିଚାରକର୍ତାମାନଙ୍କ ବିବରଣ 19:1
ସହେି ସମୟରେ ଇଶ୍ରାୟେଲୀୟମାନଙ୍କର କହେି ରାଜା ନଥିଲେ।

ବିଚାରକର୍ତାମାନଙ୍କ ବିବରଣ 17:1
ମୀଖା ନାମକ ଜଣେ ବ୍ଯକ୍ତି ଇଫ୍ରଯିମ ପର୍ବତମଯ ଦେଶ ରେ ବାସ କରୁଥିଲା।

ବିଚାରକର୍ତାମାନଙ୍କ ବିବରଣ 12:5
ଗିଲିଯଦର ଲୋକମାନେ ୟର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକକ୍ସ୍ଟ ନିଜ କବଳକକ୍ସ୍ଟ ନଇଗେଲେ। ଯେଉଁଠା ରେ ଲୋକମାନେ ୟର୍ଦ୍ଦନ ପାର ହକ୍ସ୍ଟଅନ୍

ଯିହୋଶୂୟ 24:33
ହାରୋଣର ପକ୍ସ୍ଟତ୍ର, ଇଲିଯାସର ମଲେ, ଓ ଇଫ୍ରଯିମର ପାର୍ବତ୍ଯମଯ ଦେଶର ଗିବିହଠା ରେ ତାଙ୍କୁ କବର ଦିଆଗଲା। ତାଙ୍କର ପକ୍ସ୍ଟତ୍ର ପୀନହସବୁ ଗିବିଯୋନ ଦିଆଗଲା।

ଯିହୋଶୂୟ 17:17
ଏହାପରେ ଯିହାଶୂେୟ ଯୋଷଫେର ଲୋକମାନଙ୍କୁ, ଇଫ୍ରଯିମ ଏବଂ ମନଃଶିର ଲୋକମାନଙ୍କୁ କହିଲେ, ତୁମ୍ଭେ ବହକ୍ସ୍ଟପ୍ରଜା, ତୁମ୍ଭର ମହାପରାକ୍ରମ ଅଛି। ତୁମ୍ଭେ କବଳେ ଏକ ବାଣ୍ଟ ପାଇବ ନାହିଁ। ତୁମ୍ଭେ ତୁମ୍ଭର ବାଣ୍ଟଠାରକ୍ସ୍ଟ ଅଧିକ ପାଇବା ଉଚିତ୍।