କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:30 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:30

1 Corinthians 10:30
କାରଣ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସାରି ଭୋଜନ କରିଥିବା ୟୋଗୁଁ ମୁଁ ସମାଲୋଚିତ ହବୋ ଅନୁଚିତ୍।

1 Corinthians 10:291 Corinthians 101 Corinthians 10:31

1 Corinthians 10:30 in Other Translations

King James Version (KJV)
For if I by grace be a partaker, why am I evil spoken of for that for which I give thanks?

American Standard Version (ASV)
If I partake with thankfulness, why am I evil spoken of for that for which I give thanks?

Bible in Basic English (BBE)
But if I give praise to God for the food which I take, let no man say evil of me for that reason.

Darby English Bible (DBY)
If *I* partake with thanksgiving, why am I spoken evil of for what *I* give thanks for?

World English Bible (WEB)
If I partake with thankfulness, why am I denounced for that for which I give thanks?

Young's Literal Translation (YLT)
and if I thankfully do partake, why am I evil spoken of, for that for which I give thanks?

For
εἰeiee
if
δὲdethay
I
ἐγὼegōay-GOH
by
grace
χάριτιcharitiHA-ree-tee
partaker,
a
be
μετέχωmetechōmay-TAY-hoh
why
τίtitee
of
spoken
evil
I
am
βλασφημοῦμαιblasphēmoumaivla-sfay-MOO-may
for
ὑπὲρhyperyoo-PARE
that
for
which
οὗhouoo
I
ἐγὼegōay-GOH
give
thanks?
εὐχαριστῶeucharistōafe-ha-ree-STOH

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:6
ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡିକ ତୁଳନା ରେ ବିଶଷେ ମହତ୍ତ୍ବ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯ ବାଦ ଜଣାଏ। ଯେଉଁ ଲୋକ କେତକେ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ, ଓ ତାହାଙ୍କୁ ଧନ୍ଯବାଦ ଜଣାଏ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:3
ସମାନେେ ଲୋକମାନଙ୍କୁ ବିବାହ କରିବା ଅନୁଚିତ ବୋଲି କହନ୍ତି। ସମାନେେ ଲୋକମାନଙ୍କୁ ଏ କଥା ମଧ୍ଯ କୁହନ୍ତି ଯେ କେତକେ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ବର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ବାସୀ ଏବଂ ସତ୍ଯକୁ ଜାଣନ୍ତି, ସମାନେେ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସହେି ଖାଦ୍ୟ ଖାଇ ପାରିବେ।