1 Chronicles 6:48
ହମେନ୍ ଓ ଆସଫ୍ଙ୍କ ଭ୍ରାତାମାନେ ଲବେୀଙ୍କ ଗୋଷ୍ଠୀର ଥିଲେ। ଲବେୀଙ୍କ ଗୋଷ୍ଠୀମାନଙ୍କୁ ଲବେୀୟ ମଧ୍ଯ କୁହାଯାଉଥିଲା। ପବିତ୍ର ତମ୍ବୁ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଲବେୀୟମାନେ ମନୋନୀତ ହାଇେଥିଲେ। ପରମେଶ୍ବରଙ୍କ ଗୃହ ରେ ପବିତ୍ର ତମ୍ବୁ ରହିଥିଲା,
1 Chronicles 6:48 in Other Translations
King James Version (KJV)
Their brethren also the Levites were appointed unto all manner of service of the tabernacle of the house of God.
American Standard Version (ASV)
And their brethren the Levites were appointed for all the service of the tabernacle of the house of God.
Bible in Basic English (BBE)
And their brothers the Levites were responsible for all the work of the Tent of the house of God.
Darby English Bible (DBY)
And their brethren the Levites were given for all the service of the tabernacle of the house of God.
Webster's Bible (WBT)
Their brethren also the Levites were appointed to all manner of service of the tabernacle of the house of God.
World English Bible (WEB)
Their brothers the Levites were appointed for all the service of the tent of the house of God.
Young's Literal Translation (YLT)
And their brethren the Levites are put to all the service of the tabernacle of the house of God.
| Their brethren | וַֽאֲחֵיהֶ֖ם | waʾăḥêhem | va-uh-hay-HEM |
| also the Levites | הַלְוִיִּ֑ם | halwiyyim | hahl-vee-YEEM |
| appointed were | נְתוּנִ֕ים | nĕtûnîm | neh-too-NEEM |
| unto all manner | לְכָ֨ל | lĕkāl | leh-HAHL |
| service of | עֲבוֹדַ֔ת | ʿăbôdat | uh-voh-DAHT |
| of the tabernacle | מִשְׁכַּ֖ן | miškan | meesh-KAHN |
| of the house | בֵּ֥ית | bêt | bate |
| of God. | הָֽאֱלֹהִֽים׃ | hāʾĕlōhîm | HA-ay-loh-HEEM |
Cross Reference
ଗଣନା ପୁସ୍ତକ 3:1
ସହେିଦିନ ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେ ସଙ୍ଗେ କଥା ହେଲେ, ହାରୋଣ ଓ ମାଶାଙ୍କେର ବଂଶାବଳୀ ଏହି।
ଗଣନା ପୁସ୍ତକ 8:5
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
ଗଣନା ପୁସ୍ତକ 16:9
ଇଶ୍ରାୟେଲର ପରମେଶ୍ବର ତୁମ୍ଭମାନଙ୍କୁ ଇଶ୍ରାୟେଲ ମଣ୍ତଳୀରୁ ପୃଥକ କରି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିମନ୍ତେ ନିଯୋଜିତ କରିଛନ୍ତି ଓ ତୁମ୍ଭମାନଙ୍କ ମଣ୍ତଳୀ ସମ୍ମୁଖ ରେ ଠିଆ ହାଇେ ସବୋ କରିବାପାଇଁ ଆପଣା ନିକଟବର୍ତ୍ତୀ କରିଛନ୍ତି। ଏହା ତୁମ୍ଭମାନଙ୍କ ପାଇଁ ୟଥେଷ୍ଟ ନୁହଁ କି?
ଗଣନା ପୁସ୍ତକ 18:1
ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ରସ୍ଥାନ ପାଇଁ ଦାଯୀ ରହିବ। ପୁଣି ଯାଜକତ୍ବର କର୍ତ୍ତବ୍ଯ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାଯୀ ରହିବେ।
ପ୍ରଥମ ବଂଶାବଳୀ 23:2
ଦାଉଦ ଇଶ୍ରାୟେଲର ସମସ୍ତ ନେତାମାନଙ୍କୁ ଏକତ୍ରୀତ କଲେ। ସେ ଯାଜକ ଓ ଲବେୀୟମାନଙ୍କୁ ମଧ୍ଯ ଏକତ୍ର କଲେ।
ପ୍ରଥମ ବଂଶାବଳୀ 25:1
ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :