1 Chronicles 28:7
ଶଲୋମନ ବର୍ତ୍ତମାନ ଆମ୍ଭର ସମସ୍ତ ବ୍ଯବସ୍ଥା ଓ ଆଜ୍ଞାର ବାଧ୍ଯ ହେଉଅଛି। ଯଦି ସେ ଆମ୍ଭର ବ୍ଯବସ୍ଥାଗୁଡ଼ିକର ବାଧ୍ଯ ହବୋ ଜାରି ରଖିବ, ତବେେ ଆମ୍ଭେ ଚିରକାଳ ନିମନ୍ତେ ଶଲୋମନର ରାଜ୍ଯକୁ ଦୃଢ଼ କରିବା।'
1 Chronicles 28:7 in Other Translations
King James Version (KJV)
Moreover I will establish his kingdom for ever, if he be constant to do my commandments and my judgments, as at this day.
American Standard Version (ASV)
And I will establish his kingdom for ever, if he be constant to do my commandments and mine ordinances, as at this day.
Bible in Basic English (BBE)
I will keep his kingdom in its place for ever, if he is strong at all times to do my orders and keep my rules, as at this day.
Darby English Bible (DBY)
And I will establish his kingdom for ever, if he be firm to do my commandments and mine ordinances, as at this day.
Webster's Bible (WBT)
Moreover I will establish his kingdom for ever, if he shall be constant to do my commandments and my judgments, as at this day.
World English Bible (WEB)
I will establish his kingdom forever, if he be constant to do my commandments and my ordinances, as at this day.
Young's Literal Translation (YLT)
and I have established his kingdom to the age, if he is strong to do My commands, and My judgments, as at this day.
| Moreover I will establish | וַהֲכִֽינוֹתִ֥י | wahăkînôtî | va-huh-hee-noh-TEE |
| אֶת | ʾet | et | |
| kingdom his | מַלְכוּת֖וֹ | malkûtô | mahl-hoo-TOH |
| for ever, | עַד | ʿad | ad |
| לְעוֹלָ֑ם | lĕʿôlām | leh-oh-LAHM | |
| if | אִם | ʾim | eem |
| constant be he | יֶֽחֱזַ֗ק | yeḥĕzaq | yeh-hay-ZAHK |
| to do | לַֽעֲשׂ֛וֹת | laʿăśôt | la-uh-SOTE |
| my commandments | מִצְוֹתַ֥י | miṣwōtay | mee-ts-oh-TAI |
| judgments, my and | וּמִשְׁפָּטַ֖י | ûmišpāṭay | oo-meesh-pa-TAI |
| as at this | כַּיּ֥וֹם | kayyôm | KA-yome |
| day. | הַזֶּֽה׃ | hazze | ha-ZEH |
Cross Reference
ପ୍ରଥମ ବଂଶାବଳୀ 22:13
ସଦାପ୍ରଭୁ ଇଶ୍ରାୟେଲ ନିମନ୍ତେ ମାଶାଙ୍କେୁ ଯେଉଁସବୁ ବ୍ଯବସ୍ଥା ପ୍ରଦାନ କରିଛନ୍ତି, ଯଦି ତୁମ୍ଭେ ତାହାର ବାଧ୍ଯ ହବୋ ନିମନ୍ତେ ଯତ୍ନ କରିବ, ତବେେ ତୁମ୍ଭେ ସଫଳତା ଲାଭ କରିବ। ବଳବାନ ଓ ସାହସୀ ହୁଅ, ଭୟ କର ନାହିଁ।
ଦାନିଏଲ 2:44
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।
ଗୀତସଂହିତା 132:12
ଦାଉଦ, ୟଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିଯମକୁ ଓ ଆମ୍ଭେ ଯେଉଁ ବ୍ଯବସ୍ଥା ଶିକ୍ଷା ସମାନଙ୍କେୁ ଦିଏ ସଗେୁଡ଼ିକୁ ମାନନ୍ତି, ତବେେ ତୁମ୍ଭ ପରିବାରରୁ କହେିଜଣେ ସବୁଦିନ ରାଜା ହାଇେ ରହିବି।
ଗୀତସଂହିତା 89:28
ଆମ୍ଭେ ସର୍ବଦା ତାଙ୍କୁ ପ୍ରମେ କରିବା ଓ ତା' ପ୍ରତି ବିଶ୍ବସ୍ତ ରହିବା। ଆମ୍ଭର ଚୁକ୍ତି ସର୍ବଦା ତା'ଠାରେ ରଖିବା, ତାହା କବେେ ଶଷେ ହବେ ନାହିଁ।
ପ୍ରଥମ ବଂଶାବଳୀ 28:10
ଶଲୋମନ, ସଦାପ୍ରଭୁ ଯେ ତୁମ୍ଭକୁ ତାଙ୍କରି ପବିତ୍ରସ୍ଥାନର ମନ୍ଦିର ନିର୍ମାଣ କରିବା ନିମନ୍ତେ ମନୋନୀତ କରିଅଛନ୍ତି, ଏହା ତୁମ୍ଭର ବୁଝିବା ଉଚିତ୍। ଶକ୍ତିଶାଳୀ ହୁଅ ଏବଂ ଏହା କର।
ପ୍ରଥମ ରାଜାବଳୀ 11:9
ଶ ଲୋମନଙ୍କ ଅନ୍ତଃକରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କଠାରୁ ବିମୁଖ ହାଇେଥିଲା। ତେଣୁ ସଦାପ୍ରଭୁ ତାଙ୍କ ପ୍ରତି କୋର୍ଧ ହେଲେ। ଅତୀତ ରେ ସେ ଶଲୋମନ ରାଜାଙ୍କୁ ଦୁଇଥର ଦର୍ଶନ କଲେ।
ପ୍ରଥମ ରାଜାବଳୀ 11:4
ଶଲୋମନ ଯେତବେେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦବେତାଗଣଙ୍କୁ ଅନୁସରଣ କରିବା ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣ ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।
ପ୍ରଥମ ରାଜାବଳୀ 9:4
ତୁମ୍ଭେ ତୁମ୍ଭ ପିତା ଦାଉଦଙ୍କ ପରି ମନପ୍ରାଣ ଦଇେ ଭକ୍ତି ଓ ସାଧୁତାର ସହିତ ଆମ୍ଭର ସବୋ କରିବ। ଯଦି ତୁମ୍ଭେ ସହେି ପରି କର ଏବଂ ଆମ୍ଭର ନିଯମ ଓ ଆମ୍ଭେ ଦେଉଥିବା ସମସ୍ତ ନିର୍ଦ୍ଦେଶ ମାନ।
ପ୍ରଥମ ରାଜାବଳୀ 8:61
ତୁମ୍ଭମାନେେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଓ ସତ୍ ହୁଅ। ତାଙ୍କୁ ସର୍ବଦା ଅନୁସରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ ବ୍ଯବସ୍ଥା ଓ ଆଜ୍ଞା ପାଳନ କର। ବର୍ତ୍ତମାନ ପରି ଭବିଷ୍ଯତ ରେ ପାଳନ କରିବାକୁ ସର୍ବାନ୍ତଃକରଣ ରେ ସ୍ଥିର କର।
ପ୍ରଥମ ରାଜାବଳୀ 6:12
ତୁମ୍ଭେ ତ ଆମ୍ଭ ପାଇଁ ଗୃହ ନିର୍ମାଣ କଲ। ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ପରିଗ୍ଭଳିତ ହବେ, ଆମ୍ଭର ସମସ୍ତ ବ୍ଯବସ୍ଥା ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସା ରେ ଗ୍ଭଲିବ ତବେେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ସହେି ବାକ୍ଯ ଆମ୍ଭେ ତୁମ୍ଭ ପ୍ରତି ସଫଳ କରିବୁ।
ପ୍ରଥମ ରାଜାବଳୀ 2:2
ମୁଁ ପାର୍ଥିବ ମଣିଷ ପରି ମୃତ୍ଯୁବରଣ କରିବାକୁ ଯାଉଛି। ଏଣୁ ତୁମ୍ଭେ ବଳବାନ୍ ହୁଅ ଓ ପୁରୁଷତ୍ବ ପ୍ରକାଶ କର।
ଯିହୋଶୂୟ 1:6
ଯିହାଶୂେୟ, ତୁମ୍ଭେ ବଳବାନ୍ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗଇେ ନିଅ, ଯେପରି କି ସମାନେେ ସମାନଙ୍କେର ଦେଶ ଅଧିକାର କରି ପାରିବେ। ମୁ ତାଙ୍କ ପୂର୍ବପୁରୁଷମାନଙ୍କ ଠା ରେ ପ୍ରତିଜ୍ଞା କରିଥିଲି ଯେ, ମୁ ସମାନଙ୍କେୁ ସହେି ଦେଶ ଦବେି।