ପ୍ରଥମ ବଂଶାବଳୀ 27:28 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 27 ପ୍ରଥମ ବଂଶାବଳୀ 27:28

1 Chronicles 27:28
ଗାଦରେୀଯର ବାଲ୍ହନନ୍ ପଶ୍ଚିମସ୍ଥ ପାର୍ବତ୍ଯମଯ ଦେଶ ରେ ଥିବା ଅଲିଭ୍ ବୃକ୍ଷ ଓ ଡ଼ିମ୍ବିରି ଜାତୀଯ ବୃକ୍ଷ ସବୁର ଦାଯିତ୍ବ ରେ ଥିଲେ।

1 Chronicles 27:271 Chronicles 271 Chronicles 27:29

1 Chronicles 27:28 in Other Translations

King James Version (KJV)
And over the olive trees and the sycamore trees that were in the low plains was Baalhanan the Gederite: and over the cellars of oil was Joash:

American Standard Version (ASV)
and over the olive-trees and the sycomore-trees that were in the lowland was Baal-hanan the Gederite: and over the cellars of oil was Joash:

Bible in Basic English (BBE)
Baal-hanan the Gederite was responsible for the olive-trees and the sycamore-trees in the lowlands; and Joash for the stores of oil;

Darby English Bible (DBY)
and over the olive-trees and the sycamore-trees that were in the lowland was Baal-hanan the Gederite; and over the cellars of oil was Joash.

Webster's Bible (WBT)
And over the olive trees and the sycamore trees that were in the low plains was Baal-hanan the Gederite: and over the cellars of oil was Joash:

World English Bible (WEB)
and over the olive trees and the sycamore trees that were in the lowland was Baal Hanan the Gederite: and over the cellars of oil was Joash:

Young's Literal Translation (YLT)
and over the olives, and the sycamores, that `are' in the low country, `is' Baal-Hanan the Gederite; and over the treasures of oil `is' Joash;

And
over
וְעַלwĕʿalveh-AL
the
olive
trees
הַזֵּיתִ֤יםhazzêtîmha-zay-TEEM
trees
sycomore
the
and
וְהַשִּׁקְמִים֙wĕhaššiqmîmveh-ha-sheek-MEEM
that
אֲשֶׁ֣רʾăšeruh-SHER
plains
low
the
in
were
בַּשְּׁפֵלָ֔הbaššĕpēlâba-sheh-fay-LA
was
Baal-hanan
בַּ֥עַלbaʿalBA-al
the
Gederite:
חָנָ֖ןḥānānha-NAHN
over
and
הַגְּדֵרִ֑יhaggĕdērîha-ɡeh-day-REE
the
cellars
וְעַלwĕʿalveh-AL
of
oil
אֹֽצְר֥וֹתʾōṣĕrôtoh-tseh-ROTE
was
Joash:
הַשֶּׁ֖מֶןhaššemenha-SHEH-men
יוֹעָֽשׁ׃yôʿāšyoh-ASH

Cross Reference

ପ୍ରଥମ ରାଜାବଳୀ 10:27
ରାଜା ଇଶ୍ରାୟେଲକୁ ଅତ୍ଯନ୍ତ ଧନଶାଳୀ କରି ଗଢିଲେ। ୟିରୁଶାଲମ ନଗର ରେ ରୂପା ସାଧାରଣତ ପଥର, ଇଟା ସଦୃଶ ହେଲା। ପ୍ରାଚୁର୍ୟ୍ଯ ହତେୁ ଏରସ କାଠକୁ ନିମ୍ନ ଭୂମିସ୍ଥ ତିମ୍ବିରି ବୃକ୍ଷ ତୁଲ୍ଯ କଲେ।

ଦିତୀୟ ବଂଶାବଳୀ 1:15
ଯେତେ ପରିମାଣ ରେ ପଥର, ଏରସ କାଠ, ସିକ ମାରେ କାଠ ୟିରୁଶାଲମ ରେ ଥିଲା, ରାଜା େସତେ ପରିମାଣର ସୁନା ଓ ରୂପା ଆଣିଲେ।

ପ୍ରଥମ ରାଜାବଳୀ 4:7
ଶ ଲୋମନ ସମଗ୍ର ଇଶ୍ରାୟେଲକୁ ବାର ଭାଗ ରେ ବିଭକ୍ତ କରି ବାରଜଣ ଦଶାେଧ୍ଯକ୍ଷଙ୍କୁ ନିୟୁକ୍ତ କଲେ। ସମାନେେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗଇଲେ। ପ୍ରେତ୍ୟକକ ବର୍ଷ ମଧିଅରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ଯ ଯୋଗଇଲେ।

ପ୍ରଥମ ରାଜାବଳୀ 20:27
ଇଶ୍ରାୟେଲୀୟ ସୈନ୍ଯ ୟୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଅରାମୀଯ ସୈନ୍ଯଗଣ ଆଡକୁ ମାଡି ଗ୍ଭଲି ରେ। ସମାନେେ ଅରାମୀଯମାନଙ୍କ ବିପରୀତ ପାଶର୍‌ବ ରେ ଶିବିର ସ୍ଥାପନ କଲେ। ମାତ୍ର ଇଶ୍ରାୟେଲର ସୈନ୍ଯଗଣ ଦୁଇଟି କ୍ଷୁଦ୍ର ଛାଗପଲ ସଦୃଶ ଦଖାେ ଯାଉଥିଲା ବେଳେ ଅରାମୀଯମାନେ ସମଗ୍ର ଦେଶ ରେ ବ୍ଯାପି ୟାଇଥିଲେ।