Numbers 33:53 in Oriya

Oriya Oriya Bible Numbers Numbers 33 Numbers 33:53

Numbers 33:53
ପୁଣି ତୁମ୍ଭମାନେେ ସହେି ଦେଶ ଅଧିକାର କରି ତହିଁ ମଧିଅରେ ବାସ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ତୁମ୍ଭମାନଙ୍କୁ ସହେି ଦେଶ ଦଇେଅଛୁ।

Numbers 33:52Numbers 33Numbers 33:54

Numbers 33:53 in Other Translations

King James Version (KJV)
And ye shall dispossess the inhabitants of the land, and dwell therein: for I have given you the land to possess it.

American Standard Version (ASV)
and ye shall take possession of the land, and dwell therein; for unto you have I given the land to possess it.

Bible in Basic English (BBE)
And take the land for yourselves, for your resting-place: for to you I have given the land as your heritage.

Darby English Bible (DBY)
and ye shall take possession of the land, and dwell therein, for to you have I given the land to possess it.

Webster's Bible (WBT)
And ye shall dispossess the inhabitants of the land, and dwell in it; for I have given you the land to possess it.

World English Bible (WEB)
and you shall take possession of the land, and dwell therein; for to you have I given the land to possess it.

Young's Literal Translation (YLT)
and ye have possessed the land, and dwelt in it, for to you I have given the land -- to possess it.

And
ye
shall
dispossess
וְהֽוֹרַשְׁתֶּ֥םwĕhôraštemveh-hoh-rahsh-TEM

of
inhabitants
the
אֶתʾetet
the
land,
הָאָ֖רֶץhāʾāreṣha-AH-rets
and
dwell
וִֽישַׁבְתֶּםwîšabtemVEE-shahv-tem
for
therein:
בָּ֑הּbāhba
I
have
given
כִּ֥יkee

you
לָכֶ֛םlākemla-HEM
the
land
נָתַ֥תִּיnātattîna-TA-tee
to
possess
אֶתʾetet
it.
הָאָ֖רֶץhāʾāreṣha-AH-rets
לָרֶ֥שֶׁתlārešetla-REH-shet
אֹתָֽהּ׃ʾōtāhoh-TA

Cross Reference

Deuteronomy 11:31
କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉ ଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇଯେିବ। ପକ୍ସ୍ଟଣି ତୁମ୍ଭମାନେେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ।

Daniel 4:32
ଏବଂ ତୁମ୍ଭେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହବେ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧିଅରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିୟିବ। ଶଷେ ରେ ଯେ ସର୍ବୋପରିସ୍ଥ ପରମେଶ୍ବର ସମଗ୍ର ମନୁଷ୍ଯ ଉପ ରେ ପ୍ରଭୁତ୍ବ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।

Daniel 4:25
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।

Daniel 4:17
ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।

Jeremiah 27:5
ଆମ୍ଭେ ଆମ୍ଭର ମହାପରାକ୍ରମ ଓ ବିଶାଳ ଶକ୍ତିଶାଳୀ ବାହୁ ଦ୍ବାରା ଏହି ପୃଥିବୀ ଓ ପୃଥିବୀ ନିବାସୀ ସକଳ ମନୁଷ୍ଯ ଓ ପଶୁ ସୃଷ୍ଟି କରିଅଛୁ। ଆଉ ଆମ୍ଭେ ଆପଣା ସ୍ବଇଚ୍ଛା ରେ ଯାହାକୁ ଉଚିତ ମନେ କରିବୁ, ଏହା ଦଇପୋରିବୁ।

Psalm 115:16
ସ୍ବର୍ଗ ସଦାପ୍ରଭୁଙ୍କର କିନ୍ତୁ ସେ ମନୁଷ୍ଯ ସନ୍ତାନଗଣଙ୍କୁ ପୃଥିବୀ ଦଇେଛନ୍ତି।

Psalm 24:1
ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।

Joshua 21:43
ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇଶ୍ରାୟେଲୀୟବାସୀଙ୍କ ସମ୍ମକ୍ସ୍ଟଖ ରେ ତାକକ୍ସ୍ଟ ପକ୍ସ୍ଟରଣ କଲେ। ସେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସମାନଙ୍କେୁ ଦେଲେ। ଲୋକମାନେ ସେ ଜମିକକ୍ସ୍ଟ ନିଜ ଅଧିକାରକକ୍ସ୍ଟ ନେଲେ ଓ ସଠାେରେ ବାସ କଲେ।

Deuteronomy 32:8
ସର୍ବୋପରିସ୍ଥ ପରମେଶ୍ବର ଯେତବେେଳେ ଗୋଷ୍ଠୀଯ ଲୋକମାନଙ୍କୁ ସମାନଙ୍କେ ଅଧିକାର ଦେଲେ, ଯେତବେେଳେ ସେ ମନକ୍ସ୍ଟଷ୍ଯ ସନ୍ତାନମାନଙ୍କୁ ପୃଥକ କଲେ। ସେତବେେଳେ ସେ ଇଶ୍ରାୟେଲର ସଂଖ୍ଯା ଅନକ୍ସ୍ଟସା ରେ ସେ ସୀମା ସ୍ଥାପନ କଲେ।

Matthew 20:15
ମାେ ଧନକୁ ମାରେ ଯଭେଳି ଇଚ୍ଛା ହବେ, ସଭେଳି ଖର୍ଚ୍ଚ କରିବାର ଅଧିକାର କ'ଣ ମାରେନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ'ଣ ତୁମ୍ଭେ ଈର୍ଷା କରିଛ କି?'