Nahum 3:9
ଇଥିଓପିଆ ଓ ମିଶର ନୋ-ଆମାନେକୁ ବହୁ ଶକ୍ତି ଦେଉଥିଲେ। ପୂଟୀଯ ଓ ଲୂବୀଯ ତାକୁ ସମର୍ଥନ କରୁଥିଲେ।
Nahum 3:9 in Other Translations
King James Version (KJV)
Ethiopia and Egypt were her strength, and it was infinite; Put and Lubim were thy helpers.
American Standard Version (ASV)
Ethiopia and Egypt were her strength, and it was infinite; Put and Lubim were thy helpers.
Bible in Basic English (BBE)
Ethiopia was her strength and Egyptians without number; Put and Lubim were her helpers.
Darby English Bible (DBY)
Ethiopia was her strength, and Egypt, and it was infinite; Phut and the Libyans were her helpers.
World English Bible (WEB)
Cush and Egypt were her boundless strength. Put and Libya were her helpers.
Young's Literal Translation (YLT)
Cush her might, and Egypt, and there is no end. Put and Lubim have been for thy help.
| Ethiopia | כּ֥וּשׁ | kûš | koosh |
| and Egypt | עָצְמָ֛ה | ʿoṣmâ | ohts-MA |
| were her strength, | וּמִצְרַ֖יִם | ûmiṣrayim | oo-meets-RA-yeem |
| infinite; was it and | וְאֵ֣ין | wĕʾên | veh-ANE |
| קֵ֑צֶה | qēṣe | KAY-tseh | |
| Put | פּ֣וּט | pûṭ | poot |
| and Lubim | וְלוּבִ֔ים | wĕlûbîm | veh-loo-VEEM |
| were | הָי֖וּ | hāyû | ha-YOO |
| thy helpers. | בְּעֶזְרָתֵֽךְ׃ | bĕʿezrātēk | beh-ez-ra-TAKE |
Cross Reference
Ezekiel 27:10
ପାରସ୍ଯ, ଲୁଦ ଓ ପୁଟ ଦେଶୀଯ ଲୋକମାନେ ତୁମ୍ଭ ସୈନ୍ଯବାହିନୀର ଯୋଦ୍ଧା ଥିଲେ। ସମାନେେ ତୁମ୍ଭ ମଧିଅରେ ସମାନଙ୍କେର ଢ଼ାଲ ଓ ଟୋପର ଟଙ୍ଗାଇ ରଖିଲେ। ପୁଣି ସମାନେେ ତୁମ୍ଭ ନଗରୀର ସମ୍ମାନ ଓ ଗୌରବ ଆଣିଲେ।
Ezekiel 30:5
ଏବଂ ଇଶ୍ରାୟେଲ ଲୋକମାନଙ୍କ ସହିତ କୂଶ, ପୁଟ୍ ଓ ଲୂଦ୍, ସମସ୍ତ ଆରବୀଯ, ଲିବିଯା ଏବଂ ଇଶ୍ରାୟେଲର ଲୋକମାନେ ଖଡ୍ଗ ରେ ବିନାଶ ହବେେ।
Genesis 10:6
ହାମର ସନ୍ତାନଗଣ ଥିଲେ। କୂଶ୍, ମିଶର, ପୂଟ୍ ଓ କିଣାନ।
2 Chronicles 12:3
ଶୀଶକ୍ର 12,000 ରଥ, 60 ,000 ଅଶ୍ବାରୋହୀ ଓ ଏତେ ସଂଖ୍ଯକ ସୈନ୍ଯଦଳ ଥିଲେ ଯେ, ଯାହାକୁ କୌଣସି ବ୍ଯକ୍ତି ଗଣନା କରିପାରିବ ନାହିଁ। ଶୀଶକ୍ର ବିଶାଳ ସୈନ୍ଯବାହିନୀ ରେ ଲୂବୀଯର ସୈନ୍ଯ ସୁକ୍କୀଯ ସୈନ୍ଯ ଓ କୁଶୀଯ ସୈନ୍ଯମାନେ ଥିଲେ।
Isaiah 20:5
ଲୋକମାନେ କୂଶକୁ ସାହାୟ୍ଯ ପାଇଁ ଚାହିଁବେ। ମାତ୍ର ସମାନେେ ନିରାଶ ହାଇେ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହବୋ ଦେଖି ତା'ର ଲୋକମାନେ ଆଶ୍ଚର୍ୟ୍ଯ ଓ ଲଜ୍ଜିତ ହବେ।'
Jeremiah 46:9
ହେ ଅଶ୍ବାରୋହୀଗଣ, ଅଗ୍ରସର ହୁଅ। ହେ ରଥା ରୋହୀଗଣ ଦ୍ରୁତଗତି ରେ ରଥ ଚାଳନା କର, ହେ ବୀରଗଣ, ଆଗଇେ ଚାଲ। ତୁମ୍ଭମାନଙ୍କର ଢ଼ାଲ ଧର। କୁଶ୍, ପୁଟରୁ ଓ ଲୁଦୀଯରୁ ଆସିଥିବା ଢ଼ାଲବହକଗଣ, ତୁମ୍ଭମାନେେ ଧନୁ ରେ ଭଲଭାବରେ ଗୁଣ ଦିଅ।
Ezekiel 38:5
ସମାନଙ୍କେ ସହିତ ପାରସ୍ଯ, କୂଶ ଓ ପୁଟ ଦେଶର ସୈନ୍ଯମାନେ ଥିବେ ଓ ସମାନେେ ଢ଼ାଲ ଓ ଟୋପର ଧାରଣ କରିଥିବେ।
1 Chronicles 1:8
ହାମର ସନ୍ତାନମାନେ ଥିଲେ : କୂଶ୍ (ଇଥିଓପିଆ) ଓ ମିଶର, ପୁଟ୍ ଓ କିଣାନ।