Matthew 8:21 in Oriya

Oriya Oriya Bible Matthew Matthew 8 Matthew 8:21

Matthew 8:21
ଆଉ ଜଣେ ଅନୁଗାମୀ ଯୀଶୁଙ୍କୁ କହିଲା, ପ୍ରଭୁ ମାେତେ ଆଗ ଯାଇ ମାରେ ବାପାଙ୍କୁ କବର ଦଇେଆସିବାକୁ ଅନୁମତି ଦିଅନ୍ତୁ। ତା'ପରେ ମୁଁ ଆପଣଙ୍କର ଅନୁସରଣ କରିବି।

Matthew 8:20Matthew 8Matthew 8:22

Matthew 8:21 in Other Translations

King James Version (KJV)
And another of his disciples said unto him, Lord, suffer me first to go and bury my father.

American Standard Version (ASV)
And another of the disciples said unto him, Lord, suffer me first to go and bury my father.

Bible in Basic English (BBE)
And another of the disciples said to him, Lord, let me first go and give the last honours to my father.

Darby English Bible (DBY)
But another of his disciples said to him, Lord, suffer me first to go away and bury my father.

World English Bible (WEB)
Another of his disciples said to him, "Lord, allow me first to go and bury my father."

Young's Literal Translation (YLT)
And another of his disciples said to him, `Sir, permit me first to depart and to bury my father;'

And
ἝτεροςheterosAY-tay-rose
another
δὲdethay

τῶνtōntone
of
his
μαθητῶνmathētōnma-thay-TONE
disciples
αὐτοῦautouaf-TOO
said
εἶπενeipenEE-pane
unto
him,
αὐτῷautōaf-TOH
Lord,
ΚύριεkyrieKYOO-ree-ay
suffer
ἐπίτρεψόνepitrepsonay-PEE-tray-PSONE
me
μοιmoimoo
first
πρῶτονprōtonPROH-tone
to
go
ἀπελθεῖνapeltheinah-pale-THEEN
and
καὶkaikay
bury
θάψαιthapsaiTHA-psay
my
τὸνtontone

πατέραpaterapa-TAY-ra
father.
μουmoumoo

Cross Reference

Luke 9:59
ତା'ପରେ ଯୀଶୁ ଆଉ ଜଣକୁ କହିଲେ, ମାରେ ଅନୁସରଣ କର।

Leviticus 21:11
ସେ ଗୃହ ଭିତ ରେ ଶବକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। ସେ ନିଜର ପିତାମାତାଙ୍କ ଶବ ନିକଟକୁ ମଧ୍ଯ ୟିବ ନାହିଁ।

Numbers 6:6
ନାସରୀଯ ପ୍ରତିଜ୍ଞା ପାଳନ ବେଳେ ସେ କୌଣସି ଶବ ନିକଟକୁ ୟିବା ଉଚିତ୍ ନୁହଁ। କାରଣ ସେ ନିଜକୁ ସମ୍ପୂର୍ଣ ରୂପେ ସଦାପ୍ରଭୁଙ୍କୁ ସମର୍ପଣ କରିଥାଏ।

Haggai 1:2
ସର୍ବଶକ୍ତିମାନ ସଦାପ୍ରଭୁ ଏହା କହନ୍ତି: ଲୋକେ କହୁଛନ୍ତି ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବାର ଏପର୍ୟ୍ଯନ୍ତ ପ୍ରକୃଷ୍ଟ ସମୟ ହାଇନୋହିଁ।

Deuteronomy 33:9
ସେ ଆପଣା ପିତା ଓ ଆପଣା ମାତା ବିଷଯ ରେ କହିଲେ, ଆମ୍ଭେ ତାହାକକ୍ସ୍ଟ ଦେଖି ନାହକ୍ସ୍ଟଁ, ସେ ଆପଣା ଭାଇମାନଙ୍କୁ ମଧ୍ଯ ଚିହ୍ନିଲେ ନାହିଁ କିଅବା ଆପଣା ସନ୍ତାନମାନଙ୍କୁ ଚିହ୍ନିଲା ନାହିଁ। କିନ୍ତୁ ସମାନେେ ତୁମ୍ଭର ବାକ୍ଯ ମାନି ଅଛନ୍ତି। ତୁମ୍ଭର ନିଯମ ରକ୍ଷା କରିଛନ୍ତି।

1 Kings 19:20
ତହିଁରେ ଇଲୀଶାୟ ବଳଦ ଛାଡି ଏଲିଯଙ୍କ ପେଛ ପେଛ ଦୌଡି କହିଲେ, ମୁଁ ତୁମ୍ଭକୁ ବିନଯ କରୁଛି, ମାେ ପିତା ମାତାଙ୍କୁ ଚୁମ୍ବନ କରିବାକୁ ମାେତେ ଅନୁମତି ଦିଅନ୍ତୁ। ତା'ପରେ ମୁଁ ବିଦାଯ ନଇେ ତୁମ୍ଭ ପେଛ ପେଛ ୟିବି।

Matthew 19:29
ମାେ ପାଇଁ ଯେଉଁ ଲୋକ ଘରଦ୍ବାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦଇେଛି, ସେ ଶ ହଗେୁଣ ଅଧିକା ପାଇବ ଏବଂ ଅନନ୍ତଜୀବନ ପାଇବ।

2 Corinthians 5:16
ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତ ରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ଯ ଜାଗତିକ ଦୃଷ୍ଟି ରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସପରେି ଭାବୁନାହୁଁ।