Matthew 5:38
ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ଆଖି ବଦଳ ରେ ଆଖି ଓ ଦାନ୍ତ ବଦଳ ରେ ଦାନ୍ତ।'
Matthew 5:38 in Other Translations
King James Version (KJV)
Ye have heard that it hath been said, An eye for an eye, and a tooth for a tooth:
American Standard Version (ASV)
Ye have heard that it was said, An eye for an eye, and a tooth for a tooth:
Bible in Basic English (BBE)
You have knowledge that it was said, An eye for an eye, and a tooth for a tooth:
Darby English Bible (DBY)
Ye have heard that it has been said, Eye for eye and tooth for tooth.
World English Bible (WEB)
"You have heard that it was said, 'An eye for an eye, and a tooth for a tooth.'
Young's Literal Translation (YLT)
`Ye heard that it was said: Eye for eye, and tooth for tooth;
| Ye have heard | Ἠκούσατε | ēkousate | ay-KOO-sa-tay |
| that | ὅτι | hoti | OH-tee |
| it hath been said, | ἐῤῥέθη, | errhethē | are-RAY-thay |
| eye An | Ὀφθαλμὸν | ophthalmon | oh-fthahl-MONE |
| for | ἀντὶ | anti | an-TEE |
| an eye, | ὀφθαλμοῦ | ophthalmou | oh-fthahl-MOO |
| and | καὶ | kai | kay |
| tooth a | ὀδόντα | odonta | oh-THONE-ta |
| for | ἀντὶ | anti | an-TEE |
| a tooth: | ὀδόντος | odontos | oh-THONE-tose |
Cross Reference
Exodus 21:22
ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯବେେ ତା'ର ଗର୍ଭପାତ ହୁଏ ମାତ୍ର ପରେ ତା'ର ଯଦି କ୍ଷତି ନଘଟେ. ତବେେ ସହେି ସ୍ତ୍ରୀର ସ୍ବାମୀ ଯେଉଁରୂପେ ଦାବି କରିବ ସହେି ଅନୁସାରେ ତାକୁ ଅବଶ୍ଯ ଅର୍ଥଦଣ୍ଡ ହବେ। ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦବେ।
Leviticus 24:19
ଯଦି କୌଣସି ବ୍ଯକ୍ତି ନିଜ ପ୍ରତିବେଶୀକୁ ଆଘାତ କରେ, ତବେେ ସମପରିମାଣର ଆଘାତ ସହେି ଲୋକକୁ ଦିଆୟିବ।
Deuteronomy 19:21
ସହେି ଲୋକମାନଙ୍କୁ ଦଣ୍ତଦବୋ ସମୟରେ ତୁମ୍ଭମାନେେ ଦିଃଖ କରିବା ଉଚିତ୍ ନକ୍ସ୍ଟହଁ। ଯଦି କହେି ଜଣେ ଅନ୍ୟ ଜୀବନ ନଇେ ଥାଏ ତବେେ ତାକକ୍ସ୍ଟ ତାହାର ଜୀବନ ଦବୋ ଉଚିତ୍। ନିଯମ ଏପରି ହବେ, ଆଖି ପାଇଁ ଆଖି ଦବୋକକ୍ସ୍ଟ ପଡିବ, ଦାନ୍ତ ପାଇଁ ଦାନ୍ତ ଦବୋକକ୍ସ୍ଟ ପଡିବ, ହାତ ବଦଳ ରେ ହାତ ଓ ଗୋଡ ବଦଳ ରେ ଗୋଡ ଦବୋକକ୍ସ୍ଟ ପଡିବ।
Deuteronomy 19:19
ତବେେ ସେ ଆପଣା ଭାଇପ୍ରତି ଯେପରି କରିବାକୁ ଯୋଜନା କରିଥିଲା, ତାହାପ୍ରତି ସହେିପରି କରିବ ଏବଂ ଏହି ପ୍ରକା ରେ ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍ଟତା ଦୂର କରିବା ଉଚିତ୍।
Matthew 5:27
ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'