Matthew 5:37
ଯଦି ତୁମ୍ଭେ ଠିକ୍ ମନେ କରୁଛ ତବେେ ହଁ କୁହ ଏବଂ ତୁମ୍ଭେ ଯଦି ଭୁଲ ବୋଲି ମନେ କରୁଛ ତବେେ ନା କୁହ। 'ହଁ' ବା 'ନାଁ' ଠାରୁ ଅଧିକା ବିଷୟ ପାପାତ୍ମା ଠାରୁ ଆସିଥାଏ।
Matthew 5:37 in Other Translations
King James Version (KJV)
But let your communication be, Yea, yea; Nay, nay: for whatsoever is more than these cometh of evil.
American Standard Version (ASV)
But let your speech be, Yea, yea; Nay, nay: and whatsoever is more than these is of the evil `one'.
Bible in Basic English (BBE)
But let your words be simply, Yes or No: and whatever is more than these is of the Evil One.
Darby English Bible (DBY)
But let your word be Yea, yea; Nay, nay; but what is more than these is from evil.
World English Bible (WEB)
But let your 'Yes' be 'Yes' and your 'No' be 'no.' Whatever is more than these is of the evil one.
Young's Literal Translation (YLT)
but let your word be, Yes, Yes, No, No, and that which is more than these is of the evil.
| But | ἔστω | estō | A-stoh |
| let your | δὲ | de | thay |
| ὁ | ho | oh | |
| communication | λόγος | logos | LOH-gose |
| be, | ὑμῶν | hymōn | yoo-MONE |
| Yea, | ναὶ | nai | nay |
| yea; | ναί | nai | nay |
| Nay, | οὒ | ou | oo |
| nay: | οὔ· | ou | oo |
| τὸ | to | toh | |
| for | δὲ | de | thay |
| whatsoever is more than | περισσὸν | perisson | pay-rees-SONE |
| these | τούτων | toutōn | TOO-tone |
| cometh | ἐκ | ek | ake |
| of | τοῦ | tou | too |
| πονηροῦ | ponērou | poh-nay-ROO | |
| evil. | ἐστιν | estin | ay-steen |
Cross Reference
James 5:12
ମାେ ଭାଇ ଓ ଭଉଣୀମାନେ ! ମନରେଖ ଯେ କୌଣସି ପ୍ରତିଜ୍ଞା କଲା ବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ ସ୍ବର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ଯସ୍ତ ହବେ ନାହିଁ।
Matthew 13:19
ରାସ୍ତା ରେ ପଡି ଯାଇଥିବା ବୀଜର ଅର୍ଥ କଣ? ମଞ୍ଜିଟି ସହେି ଲୋକପରି ସେ ସ୍ବର୍ଗରାଜ୍ଯର ସୁସମାଚାର ଶୁଣେ, ଓ ତାହା ବୁଝି ପା ରନୋହିଁ। ଶୟତାନ ଆ ସେ ଓ ତା ହୃଦୟ ରେ ଯାହା କିଛି ବୁଣା ହାଇେଥାଏ, େସତକେ ନଇେ ଚାଲିଯାଏ।
Colossians 4:6
କଥାବାର୍ତ୍ତା କଲା ବେଳେ, ସବୁବେଳେ ଦୟାଭାବ ରଖ ଓ ବିବକେୀ ହୁଅ। ତବେେ ତୁମ୍ଭମାନେେ ସମସ୍ତଙ୍କୁ ଉଚିତ ଉତ୍ତର ଦବୋକୁ ସକ୍ଷମ ହବେ।
Colossians 3:9
ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭମାନେେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦଇେଛ।
2 Corinthians 1:17
ତୁମ୍ଭମାନେେ କ'ଣ ଭାବୁଛ ଯେ, ଏହି ଯୋଜନାଗୁଡ଼ିକୁ କଲା ବେଳେ ମୁଁ ପ୍ରକୃତ ରେ ଚିନ୍ତା କରି ନ ଥିଲି ? ବା ଜାଗତିକ ଜ୍ଞାନ ରେ କରିଥିଲି, ଯେ ଏକା ସମୟରେ ହଁ, ହଁ କହୁଥିବା ଓ ନା, ନା ମଧ୍ଯ କହୁଥିବି।
Matthew 13:38
ପୃଥିବୀ ହେଉଛି କ୍ଷତେ। ସ୍ବର୍ଗରାଜ୍ଯ ରେ ଥିବା ପରମେଶ୍ବରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର।
2 Thessalonians 3:3
ପରମେଶ୍ବର ହେଉଛନ୍ତି ବିଶ୍ବସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସହେି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ।
1 John 5:18
ଆମ୍ଭେ ଜାଣୁ ଯେ, ପରମେଶ୍ବରଙ୍କର ସନ୍ତାନ ହାଇେଥିବା ବ୍ଯକ୍ତି ଆଉ ପାପରେ ଲିପ୍ତ ରହେ ନାହିଁ। ବରଂ ପରମେଶ୍ବରଙ୍କ ପୁତ୍ର ତାହାକୁ ରକ୍ଷା କରନ୍ତି ଏବଂ ପାପାତ୍ମା ତା'ର କିଛି କ୍ଷତି କରିପା ରେ ନାହିଁ।
1 John 2:13
ପିତାମାନେ ! ଯେ ଆଦ୍ଯରୁ ଅଛନ୍ତି, ତୁମ୍ଭମାନେେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାନେ ! ତୁମ୍ଭମାନେେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
Ephesians 4:25
ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ଯ କୁହ, ଯେ ହତେୁ ଆମ୍ଭେ ସମସ୍ତେ ଗୋଟିଏ ଦହରେ ଅଙ୍ଗପ୍ରତ୍ଯଙ୍ଗ ଅଟୁ।
John 17:15
ମୁଁ ତୁମ୍ଭକୁ ସମାନଙ୍କେୁ ଜଗତରୁ ନଇୟିବୋ ପାଇଁ କହୁନାହିଁ। ମୁଁ ତୁମକୁ ସମାନଙ୍କେୁ ପାପାତ୍ମା ଶୟତାନଠାରୁ ନିରାପଦ ରେ ରଖିବା ପାଇଁ କହୁଛି।
John 8:44
ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।
Matthew 15:19
କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।
Matthew 6:13
ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'
1 John 3:12
ଆମ୍ଭେ କଯିନ344 ଭଳି ହବୋ ଉଚିତ ନୁହେଁ। କାରଣ ତାହାଙ୍କଠା ରେ ପାପାତ୍ମା ଥିଲା। ସେ ନିଜ ଭାଇ ହବେଲକୁ ହତ୍ଯା କଲା। ସେ ତା'ର ଭାଇକୁ କାହିଁକି ହତ୍ଯା କଲା ? ସେ ଏପରି କଲା, କାରଣ ତା'ର କାର୍ୟ୍ଯଗୁଡ଼ିକ ମନ୍ଦ ଥିଲା ଓ ତା' ଭାଇର କର୍ମଗୁଡ଼ିକ ଭଲ ଥିଲା।