Matthew 27:2
ସମାନେେ ଯୀଶୁଙ୍କୁ ବନ୍ଧି ପକାଇଲେ। ତାପରେ ତାହାଙ୍କୁ ରାଜ୍ଯପାଳ ପୀଲାତଙ୍କ ପାଖକୁ ନଇଗେଲେ, ଓ ତାହାଙ୍କ ହାତ ରେ ଯୀଶୁଙ୍କୁ ଦଇେ ଦେଲେ।
Matthew 27:2 in Other Translations
King James Version (KJV)
And when they had bound him, they led him away, and delivered him to Pontius Pilate the governor.
American Standard Version (ASV)
and they bound him, and led him away, and delivered him up to Pilate the governor.
Bible in Basic English (BBE)
And they put cords on him and took him away, and gave him up to Pilate, the ruler.
Darby English Bible (DBY)
And having bound him they led him away, and delivered him up to Pontius Pilate, the governor.
World English Bible (WEB)
and they bound him, and led him away, and delivered him up to Pontius Pilate, the governor.
Young's Literal Translation (YLT)
and having bound him, they did lead away, and delivered him up to Pontius Pilate, the governor.
| And | καὶ | kai | kay |
| when they had bound | δήσαντες | dēsantes | THAY-sahn-tase |
| him, | αὐτὸν | auton | af-TONE |
| away, led they | ἀπήγαγον | apēgagon | ah-PAY-ga-gone |
| him and | καὶ | kai | kay |
| delivered | παρέδωκαν | paredōkan | pa-RAY-thoh-kahn |
| him | αὐτὸν | auton | af-TONE |
| Pontius to | Ποντίῳ | pontiō | pone-TEE-oh |
| Pilate | Πιλάτῳ | pilatō | pee-LA-toh |
| the | τῷ | tō | toh |
| governor. | ἡγεμόνι | hēgemoni | ay-gay-MOH-nee |
Cross Reference
Acts 3:13
ନା! ଇଶ୍ବର ଏହା କରିଛନ୍ତି। ସେ ଅବ୍ରାହାମ, ୟିସ୍ହାକ ଓଯାକୁବଙ୍କ ଇଶ୍ବର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଇଶ୍ବର ଅଟନ୍ତି। ସେ ତାହାଙ୍କ ମହାନ ସବେକ ଯୀଶୁଙ୍କୁ ଗୌରବାନ୍ବିତ କରିଅଛନ୍ତି। ମାତ୍ର ତୁମ୍ଭମାନେେ ଯୀଶୁଙ୍କୁ ମୃତ୍ଯୁ ଭୋଗ କରିବା ନିମନ୍ତେ ସମର୍ପଣ କରି ଦେଲେ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭମାନେେ ଯୀଶୁଙ୍କୁ ଚ଼ାହଁନାହିଁ ବୋଲି ପୀଲାତଙ୍କୁ କହିଲ।
Matthew 20:19
ସମାନେେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତ ରେ ଦଇେ ଦବେେ। ସହେି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ା ରେ ପିଟିବେ ଏବଂ ଗୋଟିଏ କୃଶ ରେ ଚ଼ଢ଼ଇେ ତାହାଙ୍କୁ ମାରି ଦବେେ। କିନ୍ତୁ ମୃତ୍ଯୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।
1 Timothy 6:13
ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗ ରେ ଠିଆ ହାଇେଥିବା ବେଳେ ଖ୍ରୀଷ୍ଟ ଯୀଶୁ ସହେି ଏକା ମହାନ୍ ସତ୍ଯଟିକୁ ସ୍ବୀକାର କରିଥିଲେ। ଏକମାତ୍ର ପରମେଶ୍ବର ପ୍ରେତ୍ୟକକ ବିଷୟକୁ ଜୀବନ ପ୍ରଦାନ କରନ୍ତି।
Luke 13:1
ସେତବେେଳେ ଯୀଶୁଙ୍କ ପାଖ ରେ କେତକେ ଲୋକ ଥିଲେ। ଗାଲିଲୀର କେତକେ ଲୋକଙ୍କର ଯାହା ଘଟିଥିଲା, ସହେି ବିଷୟ ରେ ସମାନେେ ଯୀଶୁଙ୍କୁ କହିଲେ। ସମାନେେ ଉପାସନା କରୁଥିବା ସମୟରେ ପୀଲାତ ସହେି ଲୋକମାନଙ୍କୁ ହତ୍ଯା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସମାନଙ୍କେ ରକ୍ତକୁ ମିଶାଇଥିଲେ।
Acts 22:29
ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଚ଼ାଲି ଗଲେ। ସନୋଧ୍ଯକ୍ଷ ମଧ୍ଯ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦଇେଥିବାରୁ ଡ଼ରିଗଲେ।
Acts 24:27
କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ଯପାଳ ହେଲେ। ଫଲେୀକ୍ସ୍ ଆଉ ରାଜ୍ଯପାଳ ପଦ ରେ ରହିଲେ ନାହିଁ। ତେଣୁ ଫଲେୀକ୍ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥା ରେ କାରାଗାର ରେ ରଖି ଚ଼ାଲିଗଲେ।
Acts 28:20
ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହବୋ ପାଇଁ ଚ଼ାହିଁଲି। ଇଶ୍ରାୟେଲର ଭରସା ରେ ବିଶ୍ବାସ କରୁଥିବା ହତେୁ ମୁଁ ଆଜି ଏହି ଶିକୁଳି ରେ ବନ୍ଧା ହାଇେଛି।
2 Timothy 2:9
ଏହି ସୁସମାଚାର ମୁଁ ଲୋକଙ୍କୁ ଶୁଣାଏ। ସହେି ସୁସମାଚାର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳି ରେ ବନ୍ଧା ମଧ୍ଯ ହାଇେଛି।
Hebrews 13:3
ବନ୍ଦୀଘ ରେ ଥିବା ସହେି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭମାନେେ ନିଜେ ମଧ୍ଯ ବନ୍ଦୀଘ ରେ ଥିବା ଭଳି ସମାନଙ୍କେୁ ମନେ ରଖ। ଯେଉଁମାନେ ଯାତନା ପାଉଛନ୍ତି, ସମାନଙ୍କେୁ ମଧ୍ଯ ଭୁଲ ନାହିଁ। ମନେ ରଖ ଯେ, ତୁମ୍ଭମାନେେ ମଧ୍ଯ ସମାନଙ୍କେ ସ୍ଥାନ ରେ ଭବିଷ୍ଯତ ରେ ରହିପାର।
Acts 22:25
ସମାନେେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସଠାେରେ ଠିଆ ହାଇେଥିବା ଜଣେ ସନୋ ଅଧିକାରୀଙ୍କୁ କହିଲେ, ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହାଇେ ନାହିଁ, ତାହାକୁ କୋରଡ଼ା ମାରିବା କ'ଣ ଆଇନ ସଙ୍ଗତ ଅଟେ?
Acts 21:33
ତା'ପରେ ସନୋପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳି ରେ ବାନ୍ଧି ଦବୋ ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ପାଉଲ କିଏ ଓ ସେ କ'ଣ କରିଛନ୍ତି ବୋଲି ସନୋପତି ପଚ଼ାରିଲେ।
Luke 3:1
ତିବିରିଅ କାଇସରଙ୍କ ରାଜ୍ବତର ପନ୍ଦରତମ ବର୍ଷ ସମୟର କଥା।
Luke 18:32
ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତ ରେ ଦଇେ ଦବେେ। ତାହାଙ୍କୁ ଉପହାସ କରାୟିବ। ଲୋକେ ତାହାଙ୍କୁ ଅପମାନ ଦବେେ ଓ ତାହାଙ୍କୁ ଉପରକୁ ଛପେ ପକାଇବେ।
Luke 20:20
ତେଣୁ ଧର୍ମଶାସ୍ତ୍ରୀ ଏବଂ ଯାଜକମାନେ ଯୀଶୁଙ୍କୁ ଫାନ୍ଦ ରେ ପକାଇବା ପାଇଁ ଉପୟୁକ୍ତ ସମୟ ଅପେକ୍ଷା ରେ ରହିଲେ। ସମାନେେ ଯୀଶୁଙ୍କ ପାଖକୁ କେତକେ ଗୁପ୍ତଚର ପଠାଇଲେ। ସମାନେେ ଏହି ଲୋକମାନଙ୍କୁ ଭଲ ଲୋକ ଭଳି ଛଳନା କରିବା ପାଇଁ କହିଥିଲେ। ସମାନେେ ଯୀଶୁଙ୍କ କହୁଥିବା କଥା ରେ କିଛି ଭୁଲ୍ ବିଷୟ ଖାଜେି ବାହାର କରିବାକୁ ଚାହୁଁଥିଲେ। କାରଣ ଯଦି ସମାନେେ ଯୀଶୁଙ୍କର କିଛି ଭୁଲ ଦେଖି ପାରିବେ, ତବେେ ସମାନେେ ଯୀଶୁଙ୍କ ଉପରେ ଅଧିକାର ଓ କ୍ଷମତା ରହିଥିବା ଶାସନକର୍ତ୍ତାଙ୍କ ହାତ ରେ ଯୀଶୁଙ୍କୁ ଦଇେ ଦବେେ।
John 18:12
ତା'ପରେ ସୈନ୍ଯମାନେ ଓ ସମାନଙ୍କେ ସନୋପତିମାନେ ଓ ଯିହୂଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ।
John 18:24
ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହାଇେଥିବା ଅବସ୍ଥା ରେ ମହାୟାଜକ କଯାଫାଙ୍କ ନିକଟକୁ ପଠାଇ ଦେଲେ।
Acts 4:27
ଯେତବେେଳେ ହରେୋଦ, ପନ୍ତିୟ ପୀଲାତ, ଇଶ୍ରାୟେଲ ଅନ୍ୟ ଦେଶୀୟମାନେ ମିଳିତ ହାଇେ ଏହି ସହର ରେ ଜମା ହାଇେ ତୁମ୍ଭର ପବିତ୍ର ସବେକ ଯୀଶୁଙ୍କ ବିରୁଦ୍ଧ ରେ ଠିଆ ହେଲେ ସେତବେେଳେ ଏହା ପ୍ରକୃତ ରେ ସଫଳ ହେଲା। ସହେି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ।
Acts 9:2
ସେ ମହାୟାଜକଙ୍କ ପାଖକୁ ଯାଇ ଦମ୍ମସକେ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହାଦ୍ବାରା ସେ ଯେତବେେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତବେେଳେ ସମାନଙ୍କେୁ ବନ୍ଦୀ କରି ୟିରୂଶାଲମକୁ ନଇେ ଆସିପାରିବେ।
Acts 12:6
ହରେୋଦ ଯେଉଁଦିନ ପିତରଙ୍କୁ ବିଚ଼ାର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା'ପୂର୍ବ ରାତ୍ରି ରେ ପିତର ଦୁଇଟି ଶିକୁଳି ରେ ବନ୍ଧା ହାଇେ ଦୁଇଜଣ ସୈନିକଙ୍କ ମଝି ରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖ ରେ ରହି କାରାଗାରକୁ ଜଗି ରହିଥିଲେ।
Genesis 22:9
ପରମେଶ୍ବର କହିଥିବା ସ୍ଥାନକୁ ସମାନେେ ଆସିଲେ। ସଠାେରେ ଅବ୍ରହାମ ଏକ ୟଜ୍ଞବଦେୀ ସ୍ଥାପଲ କଲେ ଏବଂ ଏହା ଉପରେ କାଠ ସଜାଡ଼ିଲେ। ଏହାପରେ ଅବ୍ରହାମ ଇସ୍ହାକକୁ ବାନ୍ଧି ୟଜ୍ଞବଦେୀର କାଠ ଉପରେ ଶୁଆଇ ଦେଲେ।