Matthew 17:14
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଲୋକମାନଙ୍କ ପାଖକୁ ଫରେି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗ ରେ ଆଣ୍ଠୁ ମାଡ଼ି ପଡ଼ିଗଲେ।
Matthew 17:14 in Other Translations
King James Version (KJV)
And when they were come to the multitude, there came to him a certain man, kneeling down to him, and saying,
American Standard Version (ASV)
And when they were come to the multitude, there came to him a man, kneeling to him, saying,
Bible in Basic English (BBE)
And when they came to the people, a man went down on his knees to him, saying,
Darby English Bible (DBY)
And when they came to the crowd, a man came to him, falling on his knees before him, and saying,
World English Bible (WEB)
When they came to the multitude, a man came to him, kneeling down to him, saying,
Young's Literal Translation (YLT)
And when they came unto the multitude, there came to him a man, kneeling down to him,
| And | Καὶ | kai | kay |
| when they were | ἐλθόντων | elthontōn | ale-THONE-tone |
| come | αὐτῶν | autōn | af-TONE |
| to | πρὸς | pros | prose |
| the | τὸν | ton | tone |
| multitude, there | ὄχλον | ochlon | OH-hlone |
| came | προσῆλθεν | prosēlthen | prose-ALE-thane |
| him to | αὐτῷ | autō | af-TOH |
| a certain man, | ἄνθρωπος | anthrōpos | AN-throh-pose |
| down kneeling | γονυπετῶν | gonypetōn | goh-nyoo-pay-TONE |
| to him, | αὐτῷ | autō | af-TOH |
| and | Καὶ | kai | kay |
| saying, | λέγων | legōn | LAY-gone |
Cross Reference
Matthew 17:14
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଲୋକମାନଙ୍କ ପାଖକୁ ଫରେି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗ ରେ ଆଣ୍ଠୁ ମାଡ଼ି ପଡ଼ିଗଲେ।
Mark 1:40
ଗୋଟିଏ କୁଷ୍ଠ ରୋଗୀ ଯୀଶୁଙ୍କ ପାଖକୁ ଆସିଲା। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ପ୍ରାର୍ଥନା କଲା, ତୁମ୍ଭେ ଇଚ୍ଛା କଲେ ମାେତେ ଭଲ କରି ଦଇେ ପାରିବ। ସହେି ଶକ୍ତି ତୁମ୍ଭର ଅଛି।
Mark 9:14
ତା'ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ଯମାନଙ୍କ ପାଖକୁ ଗଲେ। ସମାନେେ ଦେଖିଲେ ଯେ ଅନକେ ଲୋକ ସମାନଙ୍କେୁ ଘରେି ରହିଛନ୍ତି। ସମାନଙ୍କେ ସହିତ ଧର୍ମଶାସ୍ତ୍ରୀମାନେ ୟୁକ୍ତିତର୍କ କରୁଛନ୍ତି।
Mark 10:17
ଯୀଶୁ ଯାଉଥିବା ବେଳେ ଜଣେ ଦୌଡି ଦୌଡି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ବସି ପଡିଲା। ସେ ପଚାରିଲା, ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହବୋ ପାଇଁ ମୁଁ କ'ଣ କରିବି?
Luke 9:37
ତା' ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁସଂଖ୍ଯା ରେ ଲୋକେ ଆସି ଯୀଶୁଙ୍କୁ ଭଟେିଲେ।
Acts 10:25
ପିତର ଘ ରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ।