Matthew 12:17
ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପରମେଶ୍ବର ଯାହା କହିଥିଲେ, ସଗେୁଡ଼ିକ ପୂର୍ଣ୍ଣ ହବୋପାଇଁ ଯୀଶୁ ଏହା କଲେ।
Matthew 12:17 in Other Translations
King James Version (KJV)
That it might be fulfilled which was spoken by Esaias the prophet, saying,
American Standard Version (ASV)
that it might be fulfilled which was spoken through Isaiah the prophet, saying,
Bible in Basic English (BBE)
So that what was said by Isaiah the prophet might come true,
Darby English Bible (DBY)
that that might be fulfilled which was spoken through Esaias the prophet, saying,
World English Bible (WEB)
that it might be fulfilled which was spoken through Isaiah the prophet, saying,
Young's Literal Translation (YLT)
that it might be fulfilled that was spoken through Isaiah the prophet, saying,
| That | ὅπως | hopōs | OH-pose |
| it might be fulfilled | πληρωθῇ | plērōthē | play-roh-THAY |
| τὸ | to | toh | |
| spoken was which | ῥηθὲν | rhēthen | ray-THANE |
| by | διὰ | dia | thee-AH |
| Esaias | Ἠσαΐου | ēsaiou | ay-sa-EE-oo |
| the | τοῦ | tou | too |
| prophet, | προφήτου | prophētou | proh-FAY-too |
| saying, | λέγοντος | legontos | LAY-gone-tose |
Cross Reference
Isaiah 42:9
ଦେଖ, ଆଦ୍ଯ ବିଷଯ ସିଦ୍ଧ ହେଲା। ଆଉ ଆମ୍ଭେ ନୂତନ ବିଷଯମାନ ପ୍ରକାଶ କରୁ। ଭବିଷ୍ଯତ ରେ କ'ଣ କ'ଣ ଘଟିବ, ତାହା ତୁମ୍ଭକୁ ଜଣାଉ।'
Isaiah 42:1
ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।
Acts 13:27
ୟିରୂଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ। ସମାନେେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକା ରେ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କ ବାକ୍ଯ ସଫଳ କଲେ। ଭବିଷ୍ଯଦ୍ବକ୍ତାମାନଙ୍କର ଏହି ବାକ୍ଯ ସବୁ ପ୍ରତି ବିଶ୍ରାମ ଦିବସ ରେ ପଢ଼ାଯାଏ।
John 19:28
ଏବେ ସମସ୍ତ କିଛି ଶଷେ ହାଇଯୋଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ଯ ହବୋ ପାଇଁ ସେ କହିଲେ, ମାେତେ ଶୋଷ କରୁଛି।
John 12:38
ଅତଏବ ଭବିଷ୍ଯଦ୍ବକ୍ତା ୟିଶାଇୟ ଯାହା କହିଥିଲେ ତାହା ସତ୍ଯ ହେଲା, ସେ କହିଥିଲେ,
John 10:35
ଏହି ଧର୍ମଶାସ୍ତ୍ର କୁ ହେ ଯେ ଯେଉଁମାନେ ପରମେଶ୍ବରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସମାନେେ ଇଶ୍ବରଗଣ। ଆଉ ଶାସ୍ତ୍ରର ବାକ୍ଯ ସର୍ବଦା ସତ୍ଯ।
Luke 24:44
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ ମୁଁ ଥିବା ବଳରେ କଥା ମନେ ପକାଅ। ମୁଁ କହିଥିଲି ଯେ ମାଶାଙ୍କେ ନିୟମ ରେ, ଭବିଷ୍ଯଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତା ରେ ମାେ ବିଷୟ ରେ ଯାହା ସବୁ ଲଖାେ ଯାଇଛି, ସଗେୁଡିକ ନିଶ୍ଚୟ ଘଟିବ।
Luke 21:22
ପରମେଶ୍ବର କେତବେେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦବେେ, ସହେି ସମୟ ବିଷୟ ରେ ଭବିଷ୍ଯଦ୍ବକ୍ତାମାନେ ଅନକେ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସହେି ସମୟ ବିଷୟ ରେ କହୁଛି, ଯେତବେେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ।
Matthew 21:4
ଭବିଷ୍ଯଦ୍ବକ୍ତା ଯାହା କହିଥିଲେ, ତାହା ସଫଳ ହବୋ ପାଇଁ ଏସବୁ ଘଟିଲା। ଭବିଷ୍ଯଦ୍ବକ୍ତା କହିଥିଲେ:
Matthew 13:35
ପରମେଶ୍ବର ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଏହା ହେଉଥିଲା। ପରମେଶ୍ବର କହିଥିଲେ: ମୁଁ କାହାଣୀ ଦ୍ବାରା କଥା କହିବି। ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହାଇେ ରହିଛି, ସଗେୁଡିକ ମୁଁ ପ୍ରକାଶ କରିବି।ଗୀତସଂହିତା 78:2
Matthew 8:17
ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପରମେଶ୍ବର ଯାହା କହିଥିଲେ ତାହା ସଫଳ ହବୋ ପାଇଁ ଯୀଶୁ ଏହି କାମଗୁଡିକ କଲେ:
Isaiah 44:26
ଆମ୍ଲଭ ଆମ୍ଭ ଦାସର ବାକ୍ଯ ତୁଚ୍ଛ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ଯ ଉତ୍ତମସବାଲି ଆମ୍ଲଭସଦଖାଇ ଦଲଉ।
Isaiah 41:22
ତୁମ୍ଭର ପ୍ରତିମାଗଣ ଆସନ୍ତୁ ଓ ଯାହା ଯାହା ଘଟୁଅଛି, ଆମ୍ଭ ନିକଟରେ ପ୍ରକାଶ କରନ୍ତୁ।