Matthew 11:30
ଯେଉଁ କାର୍ୟ୍ଯ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।
Matthew 11:30 in Other Translations
King James Version (KJV)
For my yoke is easy, and my burden is light.
American Standard Version (ASV)
For my yoke is easy, and my burden is light.
Bible in Basic English (BBE)
For my yoke is good, and the weight I take up is not hard.
Darby English Bible (DBY)
for my yoke is easy, and my burden is light.
World English Bible (WEB)
For my yoke is easy, and my burden is light."
Young's Literal Translation (YLT)
for my yoke `is' easy, and my burden is light.'
| ὁ | ho | oh | |
| For | γὰρ | gar | gahr |
| my | ζυγός | zygos | zyoo-GOSE |
| yoke | μου | mou | moo |
| is easy, | χρηστὸς | chrēstos | hray-STOSE |
| and | καὶ | kai | kay |
| my | τὸ | to | toh |
| φορτίον | phortion | fore-TEE-one | |
| burden | μου | mou | moo |
| is | ἐλαφρόν | elaphron | ay-la-FRONE |
| light. | ἐστιν | estin | ay-steen |
Cross Reference
1 John 5:3
କାରଣ ପରମେଶ୍ବରଙ୍କୁ ପ୍ ରମେ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ।
John 16:33
ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।
Philippians 4:13
ଖ୍ରୀଷ୍ଟଙ୍କଠାରୁ ମାେତେ ଶକ୍ତି, ପ୍ରଦତ୍ତ ହାଇେଥିବାରୁ, ତାଙ୍କ ମାଧ୍ଯମ ରେ ମୁଁ ସବୁକିଛି କରିବାକୁ ସକ୍ଷମ।
2 Corinthians 12:9
କିନ୍ତୁ ପ୍ରଭୁ ମାେତେ କହିଲେ, ତୁମ୍ଭ ପାଇଁ ମାରେ ଅନୁଗ୍ରହ ୟଥେଷ୍ଟ। ଯେତବେେଳେ ତୁମ୍ଭେ ଦୁର୍ବଳ, ସେତବେେଳେ ମାରେ ଶକ୍ତି ତୁମ୍ଭଠା ରେ ପରିପୂର୍ଣ୍ଣତା ଭାବେ ଦଖାେ ଦିଏ। ଅତଏବ ମୁଁ ମାରେ ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବା ରେ ଆନନ୍ଦ ପାଏ। ଏହା ଦ୍ବାରା ଖ୍ରୀଷ୍ଟଙ୍କର ଶକ୍ତି ମାେ ଠା ରେ ରହିଥିବ।
Proverbs 3:17
ଜ୍ଞାନୀ ଲୋକମାନେ ସୁଖ ଶାନ୍ତି ରେ ବାସ କରନ୍ତି।
Acts 15:10
ତେଣୁ, ତୁମ୍ଭମାନେେ କାହିଁକି ଶିଷ୍ଯମାନଙ୍କ କାନ୍ଧ ରେ ୟୁଆଳି ରଖି ପରମେଶ୍ବରଙ୍କୁ ପରୀକ୍ଷା କରୁଛ? ଆମ୍ଭମାନେେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ୟୁଆଳି ଭାର ସହି ପାରିଲେ ନାହିଁ।
Galatians 5:18
କିନ୍ତୁ ଯଦି ତୁମ୍ଭମାନେେ ଆତ୍ମାଙ୍କର ପରିଚାଳିତ ପଥରେ ଚଳୁଛ, ତା' ହେଲେ ତୁମ୍ଭମାନେେ ବ୍ଯବସ୍ଥାର ଅଧୀନ ନୁହଁ।
2 Corinthians 4:17
ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା େଛାଟ େଛାଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନା ରେ ଅତି ମହାନ୍।
2 Corinthians 1:4
ଆମ୍ଭ ଅସୁବିଧା ସମୟରେ ସେ ଆମ୍ଭକୁ ସର୍ବଦା ସାନ୍ତ୍ବନା ପ୍ରଦାନ କରନ୍ତି, ଏବଂ ଆମ୍ଭେ ମଧ୍ଯ ଅନ୍ୟ ଲୋକମାନଙ୍କର ଅସୁବିଧା ସମୟରେ ସାନ୍ତ୍ବନା ପ୍ରଦାନ କରିପାରିବା। ଆମ୍ଭକୁ ପରମେଶ୍ବର ଯେଉଁ ପ୍ରକାର ସାନ୍ତ୍ବନା ଦିଅନ୍ତି, ଆମ୍ଭେ ସହେିମାନଙ୍କୁ ସହେି ପ୍ରକାର ସାନ୍ତ୍ବନା ପ୍ରଦାନ କରି ପାରିବା।
Micah 6:8
ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।
Galatians 5:1
ଆମ୍ଭେ ସମସ୍ତେ ଏବେ ସ୍ବାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ବାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ବର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।
Acts 15:28
ପବିତ୍ର ଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚ଼ିତ ମନେ ହେଲା ଯେ, ତୁମ୍ଭମାନେେ ଏହି କତେୋଟି ବିଷୟ ଛଡ଼ା ଆଉ ଅଧିକ ବୋଝ ରେ ଭାରାକ୍ରାନ୍ତ ହବୋ ଠିକ୍ ନୁହେଁ। ତେଣୁ ଏହି କତେୋଟି ଆବଶ୍ଯକୀୟ ବିଷୟଗୁଡ଼ିକ ତୁମ୍ଭମାନେ କରିବ: