Mark 6:32
ତେଣୁ ସମାନେେ ଗୋଟିଏ ଡଙ୍ଗା ରେ ବସି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲିଗଲେ।
Mark 6:32 in Other Translations
King James Version (KJV)
And they departed into a desert place by ship privately.
American Standard Version (ASV)
And they went away in the boat to a desert place apart.
Bible in Basic English (BBE)
And they went away in the boat to a waste place by themselves.
Darby English Bible (DBY)
And they went away apart into a desert place by ship.
World English Bible (WEB)
They went away in the boat to a desert place by themselves.
Young's Literal Translation (YLT)
and they went away to a desert place, in the boat, by themselves.
| And | καὶ | kai | kay |
| they departed | ἀπῆλθον | apēlthon | ah-PALE-thone |
| into | εἰς | eis | ees |
| a desert | ἔρημον | erēmon | A-ray-mone |
| place | τόπον | topon | TOH-pone |
| τῷ | tō | toh | |
| by ship | πλοίῳ | ploiō | PLOO-oh |
| privately. | κατ' | kat | kaht |
| ἰδίαν | idian | ee-THEE-an |
Cross Reference
Matthew 14:13
ଯୀଶୁ ଯୋହନଙ୍କ ବିଷୟ ରେ ଘଟିଥିବା ସବୁକଥା ଶୁଣିସାରିବା ପରେ ସେ ସ୍ଥାନ ଛାଡି ଦେଲେ ଓ ଏକୁଟିଆ ଡଙ୍ଗା ରେ ବସି ଗୋଟିଏ ନିଛାଟିଆ ଜାଗାକୁ ଚାଲିଗଲେ। ଯୀଶୁ ଚାଲିଯାଇଥିବା ଖବର ଶୁଣି ଲୋକମାନେ ନିଜ ନଗରମାନ ଛାଡି ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଯେଉଁଠାକୁ ଯାଉଥିଲେ, ସମାନେେ ସ୍ଥଳ ପଥରେ ଚାଲି ଚାଲି ସଠାେରେ ଯାଇ ପହନ୍ଚିଲେ।
Mark 3:9
ଯୀଶୁ ଅନକେ ଲୋକଙ୍କୁ ଦେଖିଲେ, ଭିଡ ହାଇେ ୟିବାରୁ ଲୋକମାନେ ଯେପରି ତାହାଙ୍କ ଆଡକୁ ମାଡି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ଯମାନଙ୍କୁ ଗୋଟିଏ େଛାଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ।
Mark 4:36
ତେଣୁ ସମାନେେ ସବୁ ଲୋକଙ୍କୁ ସଠାେରେ ଛାଡି ଦେଲେ। ଯେଉଁ ଡଙ୍ଗା ରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ଯମାନେ ମଧ୍ଯ ଯାଇ ସେଥି ରେ ବସିଲେ। ସଠାେରେ ଅନ୍ୟ ଡଙ୍ଗାଗୁଡିକ ମଧ୍ଯ ଥିଲା।
Mark 6:45
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।
Mark 8:2
ଏ ଲୋକମାନଙ୍କ ପାଇଁ ମାେତେ ବଡ ଦୁଃଖ ଲାଗୁଛି। ସମାନେେ ମାେ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସମାନଙ୍କେ ପାଖ ରେ ଖାଇବାକୁ କିଛି ନାହିଁ।
Luke 9:10
ରରେିତମାନେ ଫରେିଆସି ସମାନେେ ଯାତ୍ରା କରିବା ସମୟରେ ଯାହା ସବୁ କରିଥିଲେ, ସେ ବିଷୟ ରେ ଯୀଶୁଙ୍କ ଆଗ ରେ ବର୍ଣ୍ଣନା କଲେ। ତା'ପରେ ଯୀଶୁ ପ୍ ରରେିତମାନଙ୍କୁ ସାଙ୍ଗ ରେ ନଇେ ସଠାରୁେ ବେଥ୍ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଚାଲିଗଲେ।
John 6:5
ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ଯା ରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ୟଥେଷ୍ଟ ଖାଦ୍ୟ କିଣି ପାରିବା?