Mark 2:7
ଏ' ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ନିନ୍ଦା କରୁଅଛି। ପରମେଶ୍ବରଙ୍କ ବ୍ଯତୀତ ପାପ ଗୁଡିକୁ ଅନ୍ୟ କିଏ କ୍ଷମା କରି ପାରିବ?
Mark 2:7 in Other Translations
King James Version (KJV)
Why doth this man thus speak blasphemies? who can forgive sins but God only?
American Standard Version (ASV)
Why doth this man thus speak? he blasphemeth: who can forgive sins but one, `even' God?
Bible in Basic English (BBE)
Why does this man say such things? he has no respect for God: from whom does forgiveness come but from God only?
Darby English Bible (DBY)
Why does this [man] thus speak? he blasphemes. Who is able to forgive sins except God alone?
World English Bible (WEB)
"Why does this man speak blasphemies like that? Who can forgive sins but God alone?"
Young's Literal Translation (YLT)
`Why doth this one thus speak evil words? who is able to forgive sins except one -- God?'
| Why | Τί | ti | tee |
| doth this | οὗτος | houtos | OO-tose |
| man thus | οὕτως | houtōs | OO-tose |
| speak | λαλεῖ | lalei | la-LEE |
| blasphemies? | βλασφημὶας | blasphēmias | vla-sfay-MEE-as |
| who | τίς | tis | tees |
| can | δύναται | dynatai | THYOO-na-tay |
| forgive | ἀφιέναι | aphienai | ah-fee-A-nay |
| sins | ἁμαρτίας | hamartias | a-mahr-TEE-as |
| εἰ | ei | ee | |
| but | μὴ | mē | may |
| εἷς | heis | ees | |
| God | ὁ | ho | oh |
| only? | θεός | theos | thay-OSE |
Cross Reference
Isaiah 43:25
ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।
Luke 7:49
ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସମାନେେ ମନେ ମନେ ଭାବିବାକୁ ଲାଗିଲେ, ଏ ଲୋକ ନିଜକୁ କ'ଣ ଭାବୁଛି? ସେ କିପରି ପାପଗୁଡିକୁ କ୍ଷମା କରିପାରିବ?
John 20:20
ଯୀଶୁ ଏକଥା କହିବା ପରେ ଶିଷ୍ଯମାନଙ୍କୁ ତାହାଙ୍କ ହାତ ଗୋଡ ଦଖାଇେଲେ। ଶିଷ୍ଯମାନେ ପ୍ରଭୁଙ୍କୁ ଦେଖି ଅତ୍ଯନ୍ତ ଖୁସି ହେଲେ।
John 10:36
ତବେେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛି। କାରଣ ମୁଁ କହିଛି, 'ମୁଁ ପରମେଶ୍ବରଙ୍କର ପୁତ୍ର।' ମାେତେ ପରମେଶ୍ବର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।'
John 10:33
ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିଥିବାରୁ ମାରୁନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛ। ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ବର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥର ରେ ମାରି ଦବୋପାଇଁ ଚାହୁଁଛୁ।
Luke 5:21
ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, ଏ ଲୋକ କିଏ? ଏ ପରମେଶ୍ବରଙ୍କୁ ଅପମାନ କରୁଛି। କବଳେ ପରମେଶ୍ବର ପାପ କ୍ଷମା କରିପାରନ୍ତି?
Mark 14:64
ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ଯାହା ସବୁ କହିଗଲେ, ତୁମ୍ଭମାନେେ ସମସ୍ତେ ଶୁଣିଲ। ଏବେ ତୁମ୍ଭମାନେେ କ'ଣ ଭାବୁଛ?
Daniel 9:9
ହେ ସଦାପ୍ରଭୁ, ତୁମ୍ଭେ ଦୟାଳୁ ଏବଂ କ୍ଷମାବାନ। କିନ୍ତୁ ପ୍ରକୃତ ରେ ଆମ୍ଭମାନେେ ତାହାଙ୍କ ବିରୁଦ୍ଧ ରେ ବିଦ୍ରୋହାଚରଣ କରିଅଛୁ।
Psalm 130:4
ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର, ସେଥିପାଇଁ ସମାନେେ ତୁମ୍ଭଙ୍କୁ ଡ଼ରନ୍ତି ଏବଂ ଉପାସନା କରନ୍ତି।
Matthew 26:65
ମହାୟାଜକ ଏକଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକଇେଲେ ଓ ସେ କହିଲେ, ଏ ଯେଉଁ ସବୁ କଥା କହିଲେ, ତା' ଦ୍ବାରା ପରମେଶ୍ବରଙ୍କର ନିନ୍ଦା ହାଇେଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭମାନେେ ପରମେଶ୍ବରଙ୍କର ନିନ୍ଦା ଶୁଣିଛ। ତୁମ୍ଭମାନେେ ତବେେ କ'ଣ ଭାବୁଛ?
Matthew 9:3
କେତକେ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସମାନେେ ନିଜ ନିଜ ଭିତ ରେ କୁହାକୁହି ହେଲେ, ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ବର। ଏହାଦ୍ବାରା ସେ ପରମେଶ୍ବରଙ୍କ ନିନ୍ଦା କରୁଛି।
Micah 7:18
ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।
Job 14:4
'ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପା ରେ। ନା, କହେି ଜଣେ ମନୁଷ୍ଯ କରି ପାରିବ ନାହିଁ।