Index
Full Screen ?
 

Mark 1:6 in Oriya

மாற்கு 1:6 Oriya Bible Mark Mark 1

Mark 1:6
ଯୋହନ ଓଟ ଲୋମ ରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଚାରିପଟେ ଗୋଟିଏ ଚମଡାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।

And
ἦνēnane
John
δὲdethay
was
Ἰωάννηςiōannēsee-oh-AN-nase
clothed
with
ἐνδεδυμένοςendedymenosane-thay-thyoo-MAY-nose
camel's
τρίχαςtrichasTREE-hahs
hair,
καμήλουkamēlouka-MAY-loo
and
καὶkaikay
with
a
girdle
ζώνηνzōnēnZOH-nane
skin
a
of
δερματίνηνdermatinēnthare-ma-TEE-nane
about
περὶperipay-REE
his
τὴνtēntane

ὀσφὺνosphynoh-SFYOON
loins;
αὐτοῦautouaf-TOO
and
καὶkaikay
eat
did
he
ἐσθίωνesthiōnay-STHEE-one
locusts
ἀκρίδαςakridasah-KREE-thahs
and
καὶkaikay
wild
μέλιmeliMAY-lee
honey;
ἄγριονagrionAH-gree-one

Cross Reference

2 Kings 1:8
ବାର୍ତ୍ତାବହମାନେ ଅହସିଯଙ୍କୁ ଉତ୍ତର କଲେ, ସେ ଲୋକଟି ଲୋମଶ ବସ୍ତ୍ର ପରିଧାନ କରିଥିଲା ଓ ତା'ର କଟି ରେ ଏକ ଚମଡାର ପଟୁକା ବନ୍ଧା ଥିଲା।

Leviticus 11:22
ତୁମ୍ଭମାନେେ ସବୁ ଜାତିର ପଙ୍ଗପାଳ, ସବୁ ଜାତିର ବାଘୁଆ ପତଙ୍ଗ, ସବୁ ପ୍ରକାରର ଝିଙ୍କାରୀ ଓ ସବୁ ଜାତିର ଝିଣ୍ଟିକା ଖାଦ୍ୟ ରୁପେ ଭୋଜନ କରିପାରିବ।

Zechariah 13:4
ସଦେିନ ପ୍ରେତ୍ୟକକ ଭବିଷ୍ଯତ-ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହବେେ। ସମାନେେ ଭବିଷ୍ଯତ୍ବକ୍ତାପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ।

Matthew 3:4
ଯୋହନଙ୍କ ବସ୍ତ୍ର ଓଟ ଲୋମ ରେ ତିଆରି ହାଇେଥିଲା। ସେ ଅଣ୍ଟା ରେ ଚମଡା ପଟି ବାନ୍ଧିଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା।

Chords Index for Keyboard Guitar