Index
Full Screen ?
 

Luke 9:6 in Oriya

Luke 9:6 Oriya Bible Luke Luke 9

Luke 9:6
ପ୍ ରରେିତମାନେ ବାହାରିଗଲେ। ସମାନେେ ସମସ୍ତେ ନଗର ଦଇେ ଯାତ୍ରା କଲେ। ସମାନେେ ସୁସମାଚାର ଶୁଣାଇଲେ ଓ ସବୁ ଜାଗା ରେ ଲୋକମାନଙ୍କୁ ସୁସ୍ଥ କଲେ।

And
ἐξερχόμενοιexerchomenoiayks-are-HOH-may-noo
they
departed,
δὲdethay
and
went
διήρχοντοdiērchontothee-ARE-hone-toh
through
κατὰkataka-TA
the
τὰςtastahs
towns,
κώμαςkōmasKOH-mahs
preaching
the
gospel,
εὐαγγελιζόμενοιeuangelizomenoiave-ang-gay-lee-ZOH-may-noo
and
καὶkaikay
healing
θεραπεύοντεςtherapeuontesthay-ra-PAVE-one-tase
every
where.
πανταχοῦpantachoupahn-ta-HOO

Cross Reference

Mark 6:12
ଶିଷ୍ଯମାନେ ସଠାରୁେ ଅନ୍ୟ ସ୍ଥାନକୁ ଚାଲିଗଲେ। ସମାନେେ ଘାଷେଣା କଲେ ଯେ ଲୋକମାନେ ଅନୁତାପ କରନ୍ତୁ। ହୃଦୟ ପରିବର୍ତ୍ତନ କରନ୍ତୁ।

Mark 16:20
ତା'ପରେ ପ୍ ରରେିତମାନେ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସମାନଙ୍କେୁ ସାହାୟ୍ଯ କଲେ। ପ୍ରଭୁ ପ୍ରମାଣିତ କରି ଦେଲେ ଯେ, ପ୍ ରରେିତମାନେ ଯେଉଁ ସୁସମାଚାର ପ୍ରଚାର କରୁଥିଲେ ତାହା ସତ୍ଯ। ପ୍ରଭୁ ସମାନଙ୍କେୁ ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରି ଦେଲେ।

Luke 9:1
ଯୀଶୁ ବାରଜଣ ପ୍ ରରେିତଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ ରରେିତମାନଙ୍କୁ ରୋଗ ଭଲ କରିଦବୋ ପାଇଁ ମଧ୍ଯ ଶକ୍ତି ଦେଲେ।

Acts 4:30
ତୁମ୍ଭର ଶକ୍ତି ଆମ୍ଭକୁ ଦଖାେଅ, ୟଦ୍ଦ୍ବାରା ଆମ୍ଭେ ସାହାସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମ ରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦଖାଇବୋ ଓ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରିପାରିବା ା

Acts 5:15
ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହେି ଆଣିଲେ, ଯେପରିକି ପିତରଙ୍କ ଛାଇ ୟିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହାଦ୍ବାରା ସହେି ରୋଗୀମାନେ ସୁସ୍ଥ ହାଇପୋରିବେ।

Chords Index for Keyboard Guitar