Luke 9:17
ସବୁ ଲୋକ ଖାଇଲେ ଓ ତୃପ୍ତ ହାଇଗେଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ଯମାନେ ବାରଟି ଟୋକଇେ ରେ ଭର୍ତ୍ତିକଲେ।
Luke 9:17 in Other Translations
King James Version (KJV)
And they did eat, and were all filled: and there was taken up of fragments that remained to them twelve baskets.
American Standard Version (ASV)
And they ate, and were all filled: and there was taken up that which remained over to them of broken pieces, twelve baskets.
Bible in Basic English (BBE)
And they all took the food and had enough; and they took up of the broken bits which were over, twelve baskets full.
Darby English Bible (DBY)
And they all ate and were filled; and there was taken up of what had remained over and above to them in fragments twelve hand-baskets.
World English Bible (WEB)
They ate, and were all filled. They gathered up twelve baskets of broken pieces that were left over.
Young's Literal Translation (YLT)
and they did eat, and were all filled, and there was taken up what was over to them of broken pieces, twelve baskets.
| And | καὶ | kai | kay |
| they did eat, | ἔφαγον | ephagon | A-fa-gone |
| and | καὶ | kai | kay |
| all were | ἐχορτάσθησαν | echortasthēsan | ay-hore-TA-sthay-sahn |
| filled: | πάντες | pantes | PAHN-tase |
| and | καὶ | kai | kay |
| up taken was there | ἤρθη | ērthē | ARE-thay |
| of fragments | τὸ | to | toh |
| that | περισσεῦσαν | perisseusan | pay-rees-SAYF-sahn |
| remained | αὐτοῖς | autois | af-TOOS |
| to them | κλασμάτων | klasmatōn | kla-SMA-tone |
| twelve | κόφινοι | kophinoi | KOH-fee-noo |
| baskets. | δώδεκα | dōdeka | THOH-thay-ka |
Cross Reference
2 Kings 4:44
ତା'ପରେ ଇଲୀଶାୟଙ୍କ ସବେକ ସହେି ଲୋକମାନଙ୍କ ସମ୍ମୁଖ ରେ ଖାଦ୍ୟ ରଖିଲେ। ସମାନେେ ସମସ୍ତେ ଖାଦ୍ୟ ଖାଇଲାପରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଉଚିଷ୍ଟ ରଖିଲେ।
Philippians 4:18
ମାରେସମସ୍ତ ଆବଶ୍ଯକୀୟ ଜିନିଷ ମାେ ପାଖ ରେ ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍ଭମାନେେ ଉପହାରମାନ ପଠାଇଥିବାରୁ ମାେ ପାଖ ରେ ମାରେ ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ବରଙ୍କୁ ଅର୍ପଣ କରାଯାଇଛି।
John 6:11
ଯୀଶୁ ରୋଟୀ ନଇେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ଯ ସହେିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।
Mark 8:19
ମୁଁ ଯେତବେେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦଇେଥିଲି, ମନେ ପକଇେଲ, ତୁମ୍ଭମାନେେ କତେୋଟି ଟୋକଇେ ରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?
Mark 8:8
ସବୁ ଲୋକ ଖାଇ ତୃପ୍ତ ହେଲେ। ତା'ପରେ ସମାନେେ ବଳକା ଟୁକୁରା ତକ ଏକାଠି କରି ସାତଟି ଟୋକଇେ ରେ ଭର୍ତ୍ତି କଲେ।
Mark 6:42
ସମସ୍ତେ ପୁରା ପଟେ ଖାଇ ତୃପ୍ତ ହେଲେ।
Matthew 16:9
ଏବେ ସୁଦ୍ଧା ତୁମ୍ଭେ କ'ଣ ବୁଝି ପାରୁନ? ପାଞ୍ଚଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନକେ ଟୋକଇେ ରେ ଭର୍ତ୍ତି କରିଥିଲ।
Matthew 15:37
ସମସ୍ତେ ଖାଇଲେ ଓ ସନ୍ତଷେ ଲାଭ କଲେ। ତା'ପରେ ଶିଷ୍ଯମାନେ ବଳକା ଖାଦ୍ୟକୁ ସାତଟି ଟୋକଇେ ରେ ଭର୍ତ୍ତି କଲେ।
Matthew 14:20
ସମସ୍ତ ଲୋକେ ତାହା ଖାଇଲେ, ଓ ସନ୍ତାଷେ ଲାଭ କଲେ। ଲୋକେ ଖାଇସାରିବା ପରେ ଶିଷ୍ଯମାନେ ବଳକା ଖାଦ୍ୟତକ ବାରଟି ଝୁଡି ରେ ଭର୍ତ୍ତି କଲେ।
Proverbs 13:25
ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ୟ୍ଯନ୍ତ ଖାଏ। ମାତ୍ର ପାପୀର ଉଦର ଅତୃପ୍ତ ଥାଏ।
Psalm 107:9
କାରଣ ପରମେଶ୍ବର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି। କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ବର ପୂର୍ଣ୍ଣ କରିଛନ୍ତି।
Psalm 37:16
ଧାର୍ମୀକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।