Luke 24:48
ଯଦି ସମାନେେ ଏହା କରିବେ, ତବେେ ପରମେଶ୍ବର ସମାନଙ୍କେୁ କ୍ଷମା କରି ଦବେେ। ତୁମ୍ଭମାନେେ ୟିରୁଶାଲମରୁ ଆରମ୍ଭ କରିବ ଓ ମାେ ନାମ ରେ ଏଗୁଡିକ ପ୍ରଚାର କରିବ। ଏହି ସୁସମାଚାର ଓ ପୃଥିବୀ ରେ ନିଶ୍ଚୟ ସମସ୍ତଙ୍କୁ ଶୁଣଇେ ଦିଆୟିବ।
Luke 24:48 in Other Translations
King James Version (KJV)
And ye are witnesses of these things.
American Standard Version (ASV)
Ye are witnesses of these things.
Bible in Basic English (BBE)
You are witnesses of these things.
Darby English Bible (DBY)
And *ye* are witnesses of these things.
World English Bible (WEB)
You are witnesses of these things.
Young's Literal Translation (YLT)
and ye -- ye are witnesses of these things.
| And | ὑμεῖς | hymeis | yoo-MEES |
| ye | δὲ | de | thay |
| are | ἐστε | este | ay-stay |
| witnesses | μάρτυρες | martyres | MAHR-tyoo-rase |
| of these things. | τούτων | toutōn | TOO-tone |
Cross Reference
Acts 13:31
ସେ ତାହାଙ୍କ ସହିତ ଗାଲିଲୀରୁ ୟିରୂଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ୟ୍ଯନ୍ତ ଦର୍ଶନ ଦେଲେ। ସମାନେେ ଲୋକମାନଙ୍କ ଆଗ ରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି।
Acts 5:32
ଆମ୍ଭେ ସମସ୍ତେ ଏ ଘଟଣାଗୁଡ଼ିକର ସାକ୍ଷୀ। ପବିତ୍ର ଆତ୍ମା ମଧ୍ଯ ଏ ଘଟଣାଗୁଡ଼ିକର ସାକ୍ଷୀ। ପରମେଶ୍ବର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦଇେଛନ୍ତି। ସମାନେେ ମଧ୍ଯ ଏହାର ସାକ୍ଷୀ।
Acts 2:32
ଏହି ଯୀଶୁଙ୍କୁ ଇଶ୍ବର ଯେ ମୃତ୍ଯୁରୁ ଉଠାଇଛନ୍ତି, ଆମ୍ଭମାନେେ ସେଥି ରେ ନିଜେ ସାକ୍ଷୀ ଅଟୁ।
Acts 1:8
କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭମାନେେ ଶକ୍ତି ପାଇ ତୁମ୍ଭମାନେେ ମାରେ ସାକ୍ଷୀ ହବେ। ପ୍ରଥମେ ୟିରୂଶାଲମର ଲୋକମାନଙ୍କୁ, ତା'ପରେ ତୁମ୍ଭମାନେେ ସମଗ୍ର ୟିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳ ରେ।
Acts 10:41
ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦଖାଗେଲେ ନାହିଁ। ପରମେଶ୍ବର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସହେିମାନେ କବଳେ ତାହାଙ୍କୁ ଦେଖିପାରିଲେ। ଆମ୍ଭମାନେେ ସହେି ସାକ୍ଷୀ ଅଟୁ। ଯୀଶୁ ମୃତ୍ଯୁରୁ ଉଠିଲାପରେ ଆମ୍ଭମାନେେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।
Acts 10:39
ଯୀଶୁ ୟିହୂଦା ଦେଶ ରେ ଓ ୟିରୂଶାଲମ ରେ ଯାହାସବୁ କରିଥିଲେ ସହେିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସମାନେେ ତାହାଙ୍କୁ ବଧକଲେ। କାଠ ନିର୍ମିତ କୃଶ ରେ ସମାନେେ ତାହାଙ୍କୁ ଚ଼ଢ଼ାଇ ହତ୍ଯା କଲେ।
Acts 3:15
ଜୀବନ ଦାନ କରିଥିବା ବ୍ଯକ୍ତିକୁ ତୁମ୍ଭମାନେେ ହତ୍ଯା କଲ, ମାତ୍ର ଇଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭମାନେେ ବି ଏହା ନିଜ ଆଖି ରେ ଦେଖିଅଛୁ।
Acts 1:22
ଅନ୍ୟଭାଷା ରେ କହିବାକୁ ଗଲେ, ଯୋହନଙ୍କ ଦ୍ବାରା ବାପ୍ତିଜିତ ହବୋ ଦିନଠାରୁ ଯୀଶୁଙ୍କୁ ଆମ୍ଭମାନଙ୍କ ମଧ୍ଯରୁ ଉର୍ଦ୍ଧ୍ବକୁ ନିଆ ହାଇଯେିବା ପର୍ୟ୍ଯନ୍ତ ଏହି ଲୋକ ଜଣଙ୍କ ଆମ୍ଭ ସଙ୍ଗ ରେ ରହିଥିବା ଉଚ଼ିତ।
1 Peter 5:1
ତୁମ୍ଭ ଦଳ ରେ ଥିବା ପ୍ରାଚୀନମାନଙ୍କୁ ଏବେ ମାରେ କିଛି କହିବାର ଅଛି। ମୁଁ ମଧ୍ଯ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ୟନ୍ତ୍ରଣା ନିଜ ଆଖି ରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ଯତ ରେ ଦଖାଇେ ଦିଆୟିବ, ସେଥି ରେ ମଧ୍ଯ ମୁଁ ଭାଗ ନବେି।
Acts 4:33
ପ୍ରଭୁ ଯୀଶୁ ଯେ ପ୍ରକୃତ ରେ ମୃତମାନଙ୍କ ମଧ୍ଯରୁ ଉଠିଛଅନ୍ତି, ଏହା ପ୍ ରରେିତମାନେ ମହାଶକ୍ତିର ସହିତ ସାକ୍ଷ୍ଯ ଦେଲେ। ପରମେଶ୍ବହର ସମସ୍ତ ବିଶ୍ବାସୀଙ୍କୁ ବହୁତ ଆଶୀର୍ବାଦ କଲେ।
John 15:27
ତୁମ୍ଭେ ମାେ ବିଷୟ ରେ ଲୋକମାନଙ୍କୁ ମଧ୍ଯ କହିବ, କାରଣ ତୁମ୍ଭମାନେେ ପ୍ରଥମରୁ ମାେ ସହିତ ରହିଛ।
1 John 1:2
ସହେି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କ ରେ ପ୍ରମାଣ ଦଇପୋରୁ। ବର୍ତ୍ତମାନ ଆମ୍ଭେ ସହେି ଜୀବନ ସମ୍ପର୍କ ରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ବରଙ୍କ ସହିତ ଥିଲା। ପରମେଶ୍ବର ସହେି ଜୀବନ ଆମ୍ଭକୁ ପ୍ରକାଶିତ କଲେ।
Hebrews 2:3
ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବ ହଳୋ କଲେ, ଆମ୍ଭେ ମଧ୍ଯ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ଯକ୍ତି, ୟିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟ ରେ କହିଲେ। ଯେଉଁମାନେ ଶୁଣିଲେ, ସମାନେେ ଆମ୍ଭକୁ ଏହାର ସତ୍ଯତା ପ୍ରମାଣ କରି ଦଖାଇେ ଦେଲେ। ଆଶ୍ଚର୍ୟ୍ଯ କର୍ମ, ନାନାଦି ଚିହ୍ନ ଓ ଅନକେ ପ୍ରକାରର ଅଦ୍ଭୁତ
Acts 22:15
କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖ ରେ ତାହାଙ୍କର ସାକ୍ଷୀ ହବେ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କୁ କହିବ।