Luke 24:29
କିନ୍ତୁ ସମାନେେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, ଆମ୍ଭ ସାଙ୍ଗ ରେ ରହିଯାଅ। ସନ୍ଧ୍ଯାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ। ତେଣୁ ଯୀଶୁ ସମାନଙ୍କେ ସହିତ ରହିବା ପାଇଁ ଘର ଭିତରକୁ ଗଲେ।
But | καὶ | kai | kay |
they constrained | παρεβιάσαντο | parebiasanto | pa-ray-vee-AH-sahn-toh |
him, | αὐτὸν | auton | af-TONE |
saying, | λέγοντες | legontes | LAY-gone-tase |
Abide | Μεῖνον | meinon | MEE-none |
with | μεθ' | meth | mayth |
us: | ἡμῶν | hēmōn | ay-MONE |
for | ὅτι | hoti | OH-tee |
it is | πρὸς | pros | prose |
toward | ἑσπέραν | hesperan | ay-SPAY-rahn |
evening, | ἐστὶν | estin | ay-STEEN |
and | καὶ | kai | kay |
the | κέκλικεν | kekliken | KAY-klee-kane |
day | ἡ | hē | ay |
is far spent. | ἡμέρα | hēmera | ay-MAY-ra |
And | καὶ | kai | kay |
in went he | εἰσῆλθεν | eisēlthen | ees-ALE-thane |
to | τοῦ | tou | too |
tarry | μεῖναι | meinai | MEE-nay |
with | σὺν | syn | syoon |
them. | αὐτοῖς | autois | af-TOOS |
Cross Reference
2 Kings 4:8
ଏକଦା ଇଲୀଶାୟ ଶୁନମେକୁ ଗଲେ। ସଠାେରେ ଏକ ମହତ୍ବପୂର୍ଣ୍ଣ ଧନୀ ସ୍ତ୍ରୀଲୋକ ତାଙ୍କୁ ଅନ୍ନି ଭୋଜନ ଦବୋକୁ ବୁଲାଇଲା। ଏହାପରେ ଇଲୀଶାୟ ଯେତେଥର ସହେି ବାଟ ଦଇେ ଗଲେ େସତେଥର ସଠାେରେ ଅନ୍ନ ଭୋଜନ କଲେ।
Luke 14:23
ମାଲିକ ଚାକରକୁ କହିଲେ, 'ରାଜପଥ ଓ ଗ୍ରାମପଥକୁ ଚାଲିଯାଅ। ସଠାେରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଚା ହେଁ, ମାେ ଘର ପୁରାପୁରି ଭରିଯାଉ।'
Acts 16:14
ସଠାେରେ ଲୂଦିଆ ନାମକ ଜଣେ ସ୍ତ୍ରୀ ଲୋକ ଥିଲା। ସେ ଥୁଯାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ଯବସାଯୀ ଥିଲା। ସେ ସତ୍ଯ ପରମେଶ୍ବରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖାଲିେ ଦଇେଥିଲେ।
Genesis 19:3
କିନ୍ତୁ ଲୋଟ ସମାନଙ୍କେୁ ତାଙ୍କର ଗୃହକୁ ୟିବା ପାଇଁ ବାରମ୍ବାର ଅନୁ ରୋଧ କଲେ। ତେଣୁ ସ୍ବର୍ଗଦୂତଗଣ ତାଙ୍କ ଗୃହକୁ ୟିବା ପାଇଁ ରାଜି ହେଲେ। ଲୋଟ ସମାନଙ୍କେୁ କିଛି ଦ୍ରାକ୍ଷାରସ ପିଇବାକୁ ଦେଲେ। ଲୋଟ ସମାନଙ୍କେ ପାଇଁ କିଛି ଖମୀର ଶୂନ୍ଯ ରୋଟୀ ପ୍ରସ୍ତୁତ କଲେ ଓ ସମାନେେ ତାହା ଗ୍ରହଣ କଲେ।