Luke 22:33 in Oriya

Oriya Oriya Bible Luke Luke 22 Luke 22:33

Luke 22:33
କିନ୍ତୁ ପିତର ଯୀଶୁଙ୍କୁ କହିଲେ, ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ୟିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।

Luke 22:32Luke 22Luke 22:34

Luke 22:33 in Other Translations

King James Version (KJV)
And he said unto him, Lord, I am ready to go with thee, both into prison, and to death.

American Standard Version (ASV)
And he said unto him, Lord, with thee I am ready to go both to prison and to death.

Bible in Basic English (BBE)
And he said to him, Lord, I am ready to go with you to prison and to death.

Darby English Bible (DBY)
And he said to him, Lord, with thee I am ready to go both to prison and to death.

World English Bible (WEB)
He said to him, "Lord, I am ready to go with you both to prison and to death!"

Young's Literal Translation (YLT)
And he said to him, `Sir, with thee I am ready both to prison and to death to go;'

And
hooh
he
δὲdethay
said
εἶπενeipenEE-pane
unto
him,
αὐτῷautōaf-TOH
Lord,
ΚύριεkyrieKYOO-ree-ay
I
am
μετὰmetamay-TA
ready
σοῦsousoo
go
to
ἕτοιμόςhetoimosAY-too-MOSE
with
εἰμιeimiee-mee
thee,
καὶkaikay
both
εἰςeisees
into
φυλακὴνphylakēnfyoo-la-KANE
prison,
καὶkaikay
and
εἰςeisees
to
θάνατονthanatonTHA-na-tone
death.
πορεύεσθαιporeuesthaipoh-RAVE-ay-sthay

Cross Reference

Mark 14:31
ଏ କଥା ଶୁଣି ପିତର ଆହୁରି ଜାରେ ଦଇେ କହିଲେ, ମାେତେ ତୁମ୍ଭ ସହିତ ମରିବାକୁ ପଡିଲେ ସୁଦ୍ଧା ମୁଁ ତୁମ୍ଭକୁ ଚିହ୍ନି ନାହିଁ ବୋଲି କଦାପି କହିବି ନାହିଁ। ଅନ୍ୟ ସମସ୍ତ ଶିଷ୍ଯ ମଧ୍ଯ ସହେି ଏକା କଥା କହିଲେ।

Mark 14:29
ପିତର କହିଲେ, ଅନ୍ୟ ସମସ୍ତ ଶିଷ୍ଯ ହୁଏତ ସମାନଙ୍କେ ବିଶ୍ବାସ ହ ରଇେ ପାରନ୍ତି। କିନ୍ତୁ ମୁଁ ମାରେବିଶ୍ବାସ କଦାପି ହ ରଇବେି ନାହିଁ।

Matthew 26:33
ପିତର କହିଲେ, ଅନ୍ୟ ସମସ୍ତେ ଶିଷ୍ଯ ଆପଣଙ୍କ ଉପରୁ ବିଶ୍ବାସ ହ ରଇେ ପାରନ୍ତି, କିନ୍ତୁ ମୁଁ କବେେ ହେଲେ ମାରେ ବିଶ୍ବାସ ହରାଇବି ନାହିଁ।

Acts 21:13
କିନ୍ତୁ ପାଉଲ କହିଲେ, ତୁମ୍ଭମାନେେ କାହିଁକି କାନ୍ଦୁଛ? ତୁମ୍ଭମାନେେ କାହିଁକି ଏପରି ମାେତେ ଦୁଃଖିତ କରୁଛ? ୟିରୂଶାଲମ ରେ ମୁଁ ବନ୍ଧା ହବୋ ପାଇଁ ଯେ କବଳେ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମ ରେ ମରିବା ପାଇଁ ମଧ୍ଯ ପ୍ରସ୍ତୁତ ଅଛି।

Acts 20:23
ମାେତେ ପବିତ୍ର ଆତ୍ମା ଜଣାଉଅଛନ୍ତି ଯେ ପ୍ରତି ନଗର ରେ ମୁଁ କାରାବରଣ ଓ ଅସୁବିଧା ଭୋଗ କରିବି।

John 13:36
ଶିମାନେ ପିତର ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ତୁମ୍ଭେ କେଉଁଆଡେ ଯାଉଛ? ଯୀଶୁ ଉତ୍ତର ଦେଲେ ମୁଁ ଯେଉଁ ଆଡେ ଯାଉଛି ତୁମେ ମାରେ ପେଛ ପେଛ ଏବେ ସଠାେକୁ ଯାଇ ପାରିବ ନାହିଁ। କିନ୍ତୁ ପରେ ତୁମେ ମାରେ ଅନୁଗମନ କରିବ।

Mark 14:37
ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କ ପାଖକୁ ଫରେି ଆସିଲେ। ସେ ସମାନଙ୍କେୁ ଶାଇେ ପଡିଥିବାର ଦେଖିଲେ। ସେ ପିତରଙ୍କୁ କହିଲେ, ଶିମାନେ, ତୁମ୍ଭେ ଶାଇେ ପଡିଲ? ତୁମ୍ଭେ ଘଣ୍ଟାଏ ପାଇଁ ଚଇେଁ ରହି ପାରିଲ ନାହିଁ?

Matthew 26:40
ତା'ପରେ ସେ ଶିଷ୍ଯମାନଙ୍କ ପାଖକୁ ଫରେିଗଲେ। ସେ ଶିଷ୍ଯମାନଙ୍କୁ ଶୋଇଥିବାର ଦେଖିଲେ। ଯୀଶୁ ପିତରଙ୍କୁ କହିଲେ, ତୁମ୍ଭମାନେେ ମାେ ସହିତ ଘଣ୍ଟାଏ ପାଇଁ ମଧ୍ଯ ଜାଗି ରହି ପାରିଲ ନାହିଁ?

Matthew 20:22
ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ'ଣ ତୁମ୍ଭେ ଭୋଗ କରି ପାରିବ?

Jeremiah 17:9
ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।

Jeremiah 10:23
ହେ ସଦାପ୍ରଭୁ, ମୁଁ ଜାଣେ, ମନୁଷ୍ଯ ତା'ର ନିଜର ଭାଗ୍ଯକୁ ନିଯନ୍ତ୍ରଣ କରିପାରିବ ନାହିଁ। ସେ କହିପା ରେ ନାହିଁ, ତା' ପାଇଁ କ'ଣ ଘଟିବ। ସେ ପ୍ରକୃତ ନ୍ଯାଯ ଓ ଧର୍ମ ରେ ବଞ୍ଚିବା ଜାଣୁ ନାହିଁ।

Proverbs 28:26
ଯେଉଁ ଲୋକ ନିଜ ବଳ ଉପ ରେ ବିଶ୍ବାସ ରେଖ ସେ ମୂର୍ଖ। କିନ୍ତୁ ସେ ଯିଏ ଜ୍ଞାନ ରେ ଚାଲେ, ବିପର୍ୟ୍ଯଯରୁ ରକ୍ଷା ପାଇବ।

2 Kings 8:12
ତହୁଁ ହସାଯଲେ ପଚାରିଲେ, ହେ ମାରେ ମହାଶୟ, କାହିଁକି ରୋଦନ କଲେ?