Luke 20:8 in Oriya

Oriya Oriya Bible Luke Luke 20 Luke 20:8

Luke 20:8
ଯୀଶୁ ସମାନଙ୍କେୁ କହିଲେ, ମୁଁ ତବେେ ତୁମ୍ଭମାନଙ୍କୁ କହିବି ନାହିଁ ଯେ ମୁଁ କେଉଁ ଅଧିକାର ରେ ଏ ସବୁ କାମ କରୁଛି।

Luke 20:7Luke 20Luke 20:9

Luke 20:8 in Other Translations

King James Version (KJV)
And Jesus said unto them, Neither tell I you by what authority I do these things.

American Standard Version (ASV)
And Jesus said unto them, Neither tell I you by what authority I do these things.

Bible in Basic English (BBE)
And Jesus said, And I will not make clear to you by what authority I do these things.

Darby English Bible (DBY)
And Jesus said to them, Neither do *I* tell you by what authority I do these things.

World English Bible (WEB)
Jesus said to them, "Neither will I tell you by what authority I do these things."

Young's Literal Translation (YLT)
and Jesus said to them, `Neither do I say to you by what authority I do these things.'

And
καὶkaikay

hooh
Jesus
Ἰησοῦςiēsousee-ay-SOOS
said
εἶπενeipenEE-pane
unto
them,
αὐτοῖςautoisaf-TOOS
Neither
Οὐδὲoudeoo-THAY
tell
ἐγὼegōay-GOH
I
λέγωlegōLAY-goh
you
ὑμῖνhyminyoo-MEEN
by
ἐνenane
what
ποίᾳpoiaPOO-ah
authority
ἐξουσίᾳexousiaayks-oo-SEE-ah
I
do
ταῦταtautaTAF-ta
these
things.
ποιῶpoiōpoo-OH

Cross Reference

Job 5:12
ପରମେଶ୍ବର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ଯର୍ଥ କରନ୍ତି ଏବଂ ସମାନଙ୍କେୁ ସଫଳତା ଦିଅନ୍ତି ନାହିଁ।

Proverbs 26:4
ମୂର୍ଖକୁ ତା'ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତବେେ ତୁମ୍ଭେ ମଧ୍ଯ ତାହାର ତୁଲ୍ଯ ହବେ।

Matthew 15:14
ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।

Matthew 16:4
ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚାହାଁନ୍ତୁ। ଏଭଳି ଲୋକଙ୍କୁ ୟୂନୁସଙ୍କ ଚ଼ିହ୍ନ ବ୍ଯତୀତ ଅନ୍ୟ କୌଣସି ଚ଼ିହ୍ନ ଦିଆୟିବ ନାହିଁ। ତାପରେ ଯୀଶୁ ସମାନଙ୍କେୁ ସଠାେରେ ଛାଡ଼ି ଚ଼ାଲିଗଲେ।

Matthew 21:27
ତେଣୁ ସମାନେେ ଯୀଶୁଙ୍କୁ ଉତ୍ତର ଦେଲେ, ଯୋହନଙ୍କ ବାପ୍ତିସ୍ମ କେଉଁଛାରୁ ଆସିଥିଲା, ଆମ୍ଭେ ତାହା ଜାଣିନାହୁଁ।

Mark 11:33
ଏଣୁ ସମାନେେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭମାନେେ ଜାଣିନାହୁଁ।

Luke 22:68
ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଚା ରେ, ତବେେ ତୁମ୍ଭମାନେେ ତା'ର ଉତ୍ତର ଦବନୋହିଁ।