Luke 2:11 in Oriya

Oriya Oriya Bible Luke Luke 2 Luke 2:11

Luke 2:11
କାରଣ ଆଜି ଦାଉଦଙ୍କ ନଗର ରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି।

Luke 2:10Luke 2Luke 2:12

Luke 2:11 in Other Translations

King James Version (KJV)
For unto you is born this day in the city of David a Saviour, which is Christ the Lord.

American Standard Version (ASV)
for there is born to you this day in the city of David a Saviour, who is Christ the Lord.

Bible in Basic English (BBE)
For on this day, in the town of David, a Saviour has come to birth, who is Christ the Lord.

Darby English Bible (DBY)
for to-day a Saviour has been born to you in David's city, who is Christ [the] Lord.

World English Bible (WEB)
For there is born to you, this day, in the city of David, a Savior, who is Christ the Lord.

Young's Literal Translation (YLT)
because there was born to you to-day a Saviour -- who is Christ the Lord -- in the city of David,

For
ὅτιhotiOH-tee
unto
you
ἐτέχθηetechthēay-TAKE-thay
is
born
ὑμῖνhyminyoo-MEEN
this
day
σήμερονsēmeronSAY-may-rone
in
σωτὴρsōtērsoh-TARE
city
the
ὅςhosose
of
David
ἐστινestinay-steen
a
Saviour,
Χριστὸςchristoshree-STOSE
which
κύριοςkyriosKYOO-ree-ose
is
ἐνenane
Christ
πόλειpoleiPOH-lee
the
Lord.
Δαβίδdabidtha-VEETH

Cross Reference

Matthew 1:21
ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।

Isaiah 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

Luke 1:43
ତୁମ୍ଭେ ମାେ ପ୍ରଭୁଙ୍କ ମାଆ ଏବଂ ତୁମ୍ଭେ ମାେ ପାଖକୁ ଆସିଛ! ମାେ ପାଇଁ ଏତେ ବଡ ଭଲ ଘଟଣା କାହିଁକି ଘଟିଲା?

Acts 2:36
ତେଣୁ ଇଶ୍ରାୟେଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭମାନେେ କୃଶ ରେ ବିଦ୍ଧ କରିଛ, ଇଶ୍ବର ତାହାଙ୍କୁ ପ୍ରଭୁ ଓ ମଶୀହ ପଦ ରେ ନିୟୁକ୍ତ କରିଛନ୍ତି।

Matthew 16:16
ଶିମାନେ ପିତର ଉତ୍ତର ଦେଲେ, ଆପଣ ହେଉଛନ୍ତି ଖ୍ରୀଷ୍ଟ। ଜୀବନ୍ତ ପରମେଶ୍ବରଙ୍କ ପୁତ୍ର।

Matthew 1:16
ଯାକୁବ ଯୋଷଫଙ୍କେ ବାପା।

John 4:42
ଲୋକମାନେ ସେ ସ୍ତ୍ରୀକୁ କହିଲେ, ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ବାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ବାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତ ରେ ଜଗତର ତ୍ରାଣକର୍ତ୍ତା।

Acts 10:36
ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଚ଼ାର ପଠାଇଥିଲେ। ସେ ମଧ୍ଯ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ତାହାଙ୍କର ଶାନ୍ତି ସୁସମାଚ଼ାର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।

Titus 3:4
କିନ୍ତୁ ଯେତବେେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କ ଦୟା ଓ ପ୍ ରମେ ପ୍ରକାଶିତ ହେଲା, େସତବେଳେ ସେ ନିଜ କୃପା ଦ୍ବାରା ଆମ୍ଭକୁ ରକ୍ଷା କଲେ।

Luke 2:4
ୟୋ ସଫେ ଦାଉଦଙ୍କ ବଂଶର ହାଇେଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ୟିହୂଦା ପ୍ରଦେଶର ବେଥ୍ଲହେିମକୁ ଗଲେ। ବେଥ୍ଲହେିମ ନଗର ଦାଉଦଙ୍କ ନଗର ନାମ ରେ ପରିଚିତ ଥିଲା।

Galatians 4:4
କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହବୋରୁ ପରମେଶ୍ବର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ଯବସ୍ଥା ଅଧିନ ରେ ଜୀବନଯାପନ କରୁଥିଲେ।

1 John 5:1
ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ପରମେଶ୍ବରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ ରମେ କରୁଥିବା ବ୍ଯକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ଯ ପ୍ ରମେ କରେ।

1 John 4:14
ଆମ୍ଭମାନେେ ଦେଖିଅଛୁ ଯେ ପରମେଶ୍ବର ଜଗତର ଉଦ୍ଧାର ପାଇଁ ଯେ ନିଜର ପୁତ୍ରଙ୍କୁ ପଠାଇଛନ୍ତି, ଆମ୍ଭମାନେେ ଏଥିର ସାକ୍ଷୀ। ବର୍ତ୍ତମାନ ମଧ୍ଯ ଆମ୍ଭେ ସହେି ସାକ୍ଷ୍ଯ ଦେଉଅଛୁ।

Titus 2:10
ଯଦି କିଏ ତର୍କବିତର୍କ କରେ, ତା' ହେଲେ ତାହାକୁ ସତର୍କ କରିଦିଅ। ସେ ଯଦି ତର୍କବିତର୍କ ଚାଲୁ ରେଖ, ତା' ହେଲେ ତାହାକୁ ଆଉ ଥରେ ସତର୍କ କର।

2 Timothy 1:9
ପରମେଶ୍ବର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳ ରେ ତାହା ହାଇେ ନାହିଁ। ବରଂ ପରମେଶ୍ବର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ବାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସହେି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ଆମ୍ଭକୁ ଅନାଦି କାଳରୁ ମିଳିଛି।

Colossians 2:6
ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହାଇେ ତାହାଙ୍କୁ ଅନୁସରଣ କରିଚାଲ।

Philippians 3:8
ମୁଁ ମାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହତେୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନକରେେ, ସଗେୁଡ଼ିକ ମାେ ପାଇଁ ମୂଲ୍ଯହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟଗୁଡ଼ିକୁ ମହତ୍ବପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ଯାଗ କରିଛି। ମୁଁ ଏବେ ଜାଣେ ଯେ ସଗେୁଡ଼ିକ ମୂଲ୍ଯହୀନ ସଢ଼ାକୁଟା ପରି।

Philippians 2:11
ଅତଏବ ପ୍ରେତ୍ୟକକ ଲୋକ ଯୀଶୁଖ୍ରୀଷ୍ଟ ଯେ ପ୍ରଭୁ ଏହା ସ୍ବୀକାର କରିବେ। ଏହା ସମାନେେ କହିବା ଦ୍ବାରା ପିତା ପରମେଶ୍ବରଙ୍କର ଗୌରବ ହବେ।

1 Corinthians 15:47
ପ୍ରଥମ ମନୁଷ୍ଯଟି ପୃଥିବୀର ମାଟିରୁ ନିର୍ମିତ ହାଇେଥିଲା ; କିନ୍ତୁ ଦ୍ବିତୀୟ ମନୁଷ୍ଯ ସ୍ବର୍ଗରୁ ଆସିଥିଲେ।

Genesis 49:10
ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।

Psalm 2:2
ସମାନଙ୍କେ ରାଜା ଓ ନେତାମାନେ ଏକତ୍ରୀତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ବାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ୟୁଦ୍ଧ କରନ୍ତି।

Daniel 9:24
ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।

Matthew 16:20
ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସେ ଯେ ଖ୍ରୀଷ୍ଟ ଅଟନ୍ତି କାହାକୁ ନ କହିବା ପାଇଁ।

Luke 1:69
ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସବେକ ଦାଉଦଙ୍କ ପରିବାରରୁ ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦଇେଛନ୍ତି।

Luke 2:26
ପବିତ୍ର ଆତ୍ମା ତାହାଙ୍କୁ କହି ଦଇେଥିଲେ ଯେ, ସେ ପ୍ରଭୁ ପରମେଶ୍ବରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନକରିବା ପୂର୍ବରୁ ତାହାଙ୍କର ମୃତ୍ଯୁ ହବେନାହିଁ।

Luke 20:41
ତା'ପରେ ଯୀଶୁ କହିଲେ, ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର?

John 1:41
ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମାନଙ୍କେ ପାଖକୁ ଗଲେ। ସେ ଶିମାନଙ୍କେୁ କହିଲେ, ଆମ୍ଭେ ମଶୀହଙ୍କୁ ଭଟେିଛୁ। (ମଶୀହ ଅର୍ଥାତ୍ ଖ୍ରୀଷ୍ଟ।)

John 1:45
ଫିଲିପ୍ପ ନିଥନିଯଲଙ୍କେର ଦଖାେ ପାଇ କହିଲେ, ମାଶାେ ବ୍ଯବସ୍ଥା ରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମାଶାେ ଜଣେ ବ୍ଯକ୍ତିଙ୍କ ଆଗମନ ବିଷୟ ରେ ଲେଖିଥିଲେ। ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ତାହାଙ୍କ ବିଷୟ ରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭଟେିଛୁ। ତାହାଙ୍କ ନାମ ଯୀଶୁ। ସେ ୟୋ ସଫଙ୍କେର ପୁତ୍ର। ସେ ନାଜରିତରୁ ଆସିଛନ୍ତି।

John 6:69
ଆମ୍ଭେ ତୁମ୍ଭଠା ରେ ବିଶ୍ବାସ କରୁ। ଆମ୍ଭେ ଜାଣୁ ଯେ ତୁମ୍ଭେ ପରମେଶ୍ବରଙ୍କ ନିକଟରୁ ଆସିଥିବା ପବିତ୍ର ବ୍ଯକ୍ତି।

John 7:25
ୟିରୁଶାଲମ ରେ ବାସ କରୁଥିବା କେତକେ ଲୋକ କହିଲେ, ଏହି ଲୋକକୁ ସମାନେେ ମାରିବା ପାଇଁ ଚାହାଁନ୍ତି।

John 7:41
ଅନ୍ୟମାନେ କହିଲେ, ସେ ଖ୍ରୀଷ୍ଟ।

John 11:27
ମାର୍ଥା ଉତ୍ତର ଦେଲେ, ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ବାସ କକରେ। ଆପଣ ପରମେଶ୍ବରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସହେି ବ୍ଯକ୍ତି ଅଟନ୍ତି।

John 20:31
କିନ୍ତୁ ଏହି ପୁସ୍ତକରେ ଏହି ସବୁ ଲଖାେ ହାଇେଛି ଯେପରି ତୁମ୍ଭେ ବିଶ୍ବାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ବରଙ୍କର ପୁତ୍ର ଅଟନ୍ତି ଓ ବିଶ୍ବାସ କରି, ତୁମ୍ଭମାନେେ ତାହାଙ୍କ ନାମ ଦ୍ବାରା ଜୀବନ ପ୍ରାପ୍ତ ହବେ, ଏଥିନିମନ୍ତେ ଏ ସମସ୍ତ ଲଖାଯାେଇଛି।

Acts 5:31
ପରମେଶ୍ବର ଇଶ୍ରାୟେଲର ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ କରିବା ପାଇଁ ତାହାଙ୍କୁ ନେତା ଓ ଉଦ୍ଧାରକର୍ତ୍ତା କରି ନିଜ ଡ଼ାହାଣ ପଟେ ସ୍ଥାପିତ କରିଛନ୍ତି।

Acts 17:3
ସେ ପବିତ୍ର ବାକ୍ଯ ବୁଝଇେଲେ ଓ ସମାନଙ୍କେୁ ପ୍ରମାଣ ଦଇେ କହିଲେ ଯେ, ଖ୍ରୀଷ୍ଟଙ୍କର ଦୁଃଖ ଭୋଗ କରିବାର ଓ ମୃତ୍ଯୁରୁ ପୁନର୍ଜୀବିତ ହବୋର ଆବଶ୍ଯକତା ଥିଲା। ପାଉଲ କହିଲେ, ଏହି ଯୀଶୁ, ଯାହାଙ୍କ ବିଷୟ ରେ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚ଼ାର କରୁଛି, ସେ ହେଉଛନ୍ତି ଖ୍ରୀଷ୍ଟ।

Genesis 3:15
ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।