Luke 15:14
ସବୁତକ ସାରି ଦଲୋ ପରେ, ସହେି ଦେଶ ରେ ଚାରିଆଡେ ଭୟଙ୍କର ଦୁର୍ଭିକ୍ଷ ପଡିଲା। ତାକୁ ଅଭାବ ଭିତ ରେ ଉପାସ ରେ ରହିବାକୁ ପଡିଲା। ତା'ର ଟଙ୍କା ଦରକାର ପଡିଲା।
And | δαπανήσαντος | dapanēsantos | tha-pa-NAY-sahn-tose |
when he | δὲ | de | thay |
had spent | αὐτοῦ | autou | af-TOO |
all, | πάντα | panta | PAHN-ta |
there arose | ἐγένετο | egeneto | ay-GAY-nay-toh |
a mighty | λιμὸς | limos | lee-MOSE |
famine | ἰσχυρὸς | ischyros | ee-skyoo-ROSE |
in | κατὰ | kata | ka-TA |
that | τὴν | tēn | tane |
χώραν | chōran | HOH-rahn | |
land; | ἐκείνην | ekeinēn | ake-EE-nane |
and | καὶ | kai | kay |
he | αὐτὸς | autos | af-TOSE |
began | ἤρξατο | ērxato | ARE-ksa-toh |
to be in want. | ὑστερεῖσθαι | hystereisthai | yoo-stay-REE-sthay |
Cross Reference
2 Chronicles 33:11
ତେଣୁ ସଦାପ୍ରଭୁ ସୈନ୍ଯବାହିନୀର ସନୋପତିଙ୍କୁ ଆଣିଲେ, ୟିଏକି ଅଶୂରର ରାଜାର ସବୋ କରୁଥିଲେ ଏବଂ ସମାନେେ ଯିହୁଦାକୁ ଆକ୍ରମଣ କଲେ। ସହେି ସନୋପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସମାନେେ ତାଙ୍କ ଶରୀର ରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତ ରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନଇଗେଲେ।
Ezekiel 16:27
ତେଣୁ ମୁଁ ମାରହେସ୍ତ ତୁମ୍ଭ ବିରୁଦ୍ଧ ରେ ଉଠାଇଲି ଏବଂ ତୁମ୍ଭର ହଦେର କିଛି ଅଂଶ ନଇୟୋଇଛି। ମୁଁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କର କନ୍ଯାମାନଙ୍କୁ ହସ୍ତାନ୍ତର କରିଛି, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଏବଂ କାମୁକତା ରେ ଭାରାକ୍ରାନ୍ତ ହେଲେ।
Hosea 2:9
ତେଣୁ ଆମ୍ଭେ ଫରେି ଆସିବା। ଆମ୍ଭେ ଆମ୍ଭର ସହେି ସମୟରେ ଅମଳ ହେଉଥିବା ଶସ୍ଯ ଫରୋଇ ନବୋ। ଅଙ୍ଗୁର ଦ୍ରାକ୍ଷାରସ ପାଇଁ ପ୍ରସ୍ତୁତ ଥିଲା ବେଳେ ଆମ୍ଭେ ତାକୁ ଫରୋଇ ନବୋ। ଆମ୍ଭର ପଶମ ଓ କାର୍ପାସ ବସ୍ତ୍ର ଫରୋଇ ନବୋ। ଆମ୍ଭେ ସଗେୁଡିକୁ ତା'ର ଶରୀର ଆବୃତ କରିବାକୁ ଦଇେଥିଲୁ।
Amos 8:9
ସଦାପ୍ରଭୁ ଏହା କହିଥିଲେ: ସଦେିନ ମଧ୍ଯାହ୍ନ ରେ ସୂର୍ୟ୍ଯଙ୍କୁ ଅସ୍ତ କରାଇବା ଓ ଏକ ନିର୍ମଳ ଦିନ ରେ ପୃଥିବୀକୁ ଅନ୍ଧକାରମଯ କରାଇବା।