Luke 12:44
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ମାଲିକ ତାକୁ ତାହାଙ୍କ ସମସ୍ତ ସମ୍ପତ୍ତିର ଦାଯିତ୍ବ ରେ ରହିବା ପାଇଁ ବାଛିବେ।
Luke 12:44 in Other Translations
King James Version (KJV)
Of a truth I say unto you, that he will make him ruler over all that he hath.
American Standard Version (ASV)
Of a truth I say unto you, that he will set him over all that he hath.
Bible in Basic English (BBE)
Truly I say to you, he will put him in control of all his goods.
Darby English Bible (DBY)
verily I say unto you, that he will set him over all that he has.
World English Bible (WEB)
Truly I tell you, that he will set him over all that he has.
Young's Literal Translation (YLT)
truly I say to you, that over all his goods he will set him.
| Of a truth | ἀληθῶς | alēthōs | ah-lay-THOSE |
| I say | λέγω | legō | LAY-goh |
| you, unto | ὑμῖν | hymin | yoo-MEEN |
| that | ὅτι | hoti | OH-tee |
| him make will he | ἐπὶ | epi | ay-PEE |
| ruler | πᾶσιν | pasin | PA-seen |
| over | τοῖς | tois | toos |
| all | ὑπάρχουσιν | hyparchousin | yoo-PAHR-hoo-seen |
| αὐτοῦ | autou | af-TOO | |
| that he | καταστήσει | katastēsei | ka-ta-STAY-see |
| hath. | αὐτόν | auton | af-TONE |
Cross Reference
Luke 22:29
ମାରେ ପରମପିତା ମାେତେ ଗୋଟିଏ ରାଜ୍ଯ ଦଇେଛନ୍ତି। ମାେ ସହିତ ତୁମ୍ଭମାନେେ ମଧ୍ଯ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି।
Daniel 12:2
ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସମାନଙ୍କେ ମଧ୍ଯରୁ ଅନକେ ଜାଗି ଉଠିବେ। କେତକେ ଅନନ୍ତ ଜୀବନ, କେତକେ ଲଜ୍ଜା ଓ କେତକେ ଚିର ଅପମାନ ଭୋଗ ପାଇଁ ଉଠିବେ।
Matthew 24:47
ମୁଁ ତୁମ୍ଭକୁ ସତ୍ଯ କହୁଛି, ମାଲିକ ତାହାଙ୍କ ନିଜର ସମସ୍ତ ସମ୍ପତ୍ତିର ଦାଯିତ୍ବ ଦବୋ ପାଇଁ ସହେି ଚାକରଟିକୁ ବାଛିବେ।
Luke 19:17
ରାଜା ଚାକରମାନଙ୍କୁ କହିଲେ, ବହୁତ ଭଲ କଥା। ତୁମ୍ଭେ ଜଣେ ଭଲ ଚାକର। ତୁମ୍ଭକୁ େଛାଟ େଛାଟ ବିଷୟ ରେ ବିଶ୍ବାସ କରାଯାଇ ପାରିବ ବୋଲି ମୁଁ ଜାଣୁଛି। ତେଣୁ ମୁଁ ତୁମ୍ଭକୁ ମାରେ ଦଶଟି ନଗର ଶାସନକରିବାକୁ ଦବେି।'
Revelation 3:18
ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମାଠାରୁେ ଅଗ୍ନି ରେ ଖାଣ୍ଟି ହାଇେଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତ ରେ ଧନୀ ହାଇଯେିବ। ମୁଁ ତୁମ୍ଭକୁ ଏହା କହୁଛି : ଧଳା ବସ୍ତ୍ର କିଣ। ତବେେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘାଡ଼ଇେେ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖି ରେ ଲଗାଇବା ପାଇଁ ମଧ୍ଯ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତ ରେ ଦେଖିପାରିବ।