Luke 1:4 in Oriya

Oriya Oriya Bible Luke Luke 1 Luke 1:4

Luke 1:4
ମୁଁ ଏଗୁଡିକ ଲେଖିବା ଫଳ ରେ ତୁମ୍ଭମାନେେ ଜାଣି ପାରିବ ଯେ ଆପଣଙ୍କୁ ଯାହା ସବୁ ଶିକ୍ଷା ଦିଆ ଯାଇଛି, ତାହା ସତ୍ଯ।

Luke 1:3Luke 1Luke 1:5

Luke 1:4 in Other Translations

King James Version (KJV)
That thou mightest know the certainty of those things, wherein thou hast been instructed.

American Standard Version (ASV)
that thou mightest know the certainty concerning the things wherein thou wast instructed.

Bible in Basic English (BBE)
So that you might have certain knowledge of those things about which you were given teaching.

Darby English Bible (DBY)
that thou mightest know the certainty of those things in which thou hast been instructed.

World English Bible (WEB)
that you might know the certainty concerning the things in which you were instructed.

Young's Literal Translation (YLT)
that thou mayest know the certainty of the things wherein thou wast instructed.

That
ἵναhinaEE-na
thou
mightest
know
ἐπιγνῷςepignōsay-pee-GNOSE
the
περὶperipay-REE
certainty
ὧνhōnone
of
κατηχήθηςkatēchēthēska-tay-HAY-thase
things,
those
λόγωνlogōnLOH-gone
wherein
τὴνtēntane
thou
hast
been
instructed.
ἀσφάλειανasphaleianah-SFA-lee-an

Cross Reference

John 20:31
କିନ୍ତୁ ଏହି ପୁସ୍ତକରେ ଏହି ସବୁ ଲଖାେ ହାଇେଛି ଯେପରି ତୁମ୍ଭେ ବିଶ୍ବାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ବରଙ୍କର ପୁତ୍ର ଅଟନ୍ତି ଓ ବିଶ୍ବାସ କରି, ତୁମ୍ଭମାନେେ ତାହାଙ୍କ ନାମ ଦ୍ବାରା ଜୀବନ ପ୍ରାପ୍ତ ହବେ, ଏଥିନିମନ୍ତେ ଏ ସମସ୍ତ ଲଖାଯାେଇଛି।

Acts 18:25
ତାହାଙ୍କୁ ପ୍ରଭୁଙ୍କ ପଥ ବିଷୟ ରେ ଶିକ୍ଷା ଦିଆଯାଇଥିଲା ଓ ସେ ଉତ୍ସାହଜନକ ଆତ୍ମା ରେ ପୂର୍ଣ୍ଣ ହାଇେ କଥା କହୁଥିଲେ। କବଳେ ଯୋହନଙ୍କର ବାପ୍ତିସ୍ମ ବିଷୟ ରେ ଜାଣିଥିଲେ ମଧ୍ଯ ସେ ଯୀଶୁଙ୍କ ବିଷୟ ରେ ସମ୍ପୂର୍ଣ୍ଣ ଶିକ୍ଷା ଠିକ୍ ଭାବରେ ଦେଉଥିଲେ।

Romans 2:18
ତୁମ୍ଭେ ଜାଣ ଯେ, ତୁମ୍ଭେ କଣ କରିବ ବୋଲି ପରମେଶ୍ବର ଚ଼ାହାଁନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟଗୁଡ଼ିକ ମହତ୍ତ୍ବପୁର୍ଣ୍ଣ, କାରଣ ତୁମ୍ଭେ ବ୍ଯବସ୍ଥା ଶିଖିଛ।

1 Corinthians 14:19
କିନ୍ତୁ ମଣ୍ଡଳୀ ରେ ଅନ୍ୟ ଭାଷା ରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସମାନେେ ବୁଝୁଥିବା ପାନ୍ଚୋଟି କଥା କହିବାକୁ ଭଲ ପାଏ। ଏହାଦ୍ବାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦଇେ ପାରିବି।

Galatians 6:6
ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା' ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।

2 Peter 1:15
ତୁମ୍ଭମାନେେ ଏହିକଥା ସର୍ବଦା ମନରେଖିବା ପାଇଁ ମୁଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କରିବି। ମୁଁ ଚାଲିଗଲା ପରେ ମଧ୍ଯ ତୁମ୍ଭେ ଯେପରି ଏକଥା ମନେ ରଖିବ, ଏହା ମୁଁ ଚା ହେଁ।