Leviticus 23:42 in Oriya

Oriya Oriya Bible Leviticus Leviticus 23 Leviticus 23:42

Leviticus 23:42
ତୁମ୍ଭମାନେେ ସାତଦିନ ପତ୍ର କୁଟୀର ରେ ରହିବ। ଇଶ୍ରାୟେଲ ବଂଶଧର ସମସ୍ତେ ପତ୍ର କୁଟୀର ରେ ବାସ କରିବେ।

Leviticus 23:41Leviticus 23Leviticus 23:43

Leviticus 23:42 in Other Translations

King James Version (KJV)
Ye shall dwell in booths seven days; all that are Israelites born shall dwell in booths:

American Standard Version (ASV)
Ye shall dwell in booths seven days; all that are home-born in Israel shall dwell in booths;

Bible in Basic English (BBE)
For seven days you will be living in tents; all those who are Israelites by birth are to make tents their living-places:

Darby English Bible (DBY)
In booths shall ye dwell seven days; all born in Israel shall dwell in booths;

Webster's Bible (WBT)
Ye shall dwell in booths seven days: all that are Israelites born shall dwell in booths:

World English Bible (WEB)
You shall dwell in booths seven days. All who are native-born in Israel shall dwell in booths,

Young's Literal Translation (YLT)
`In booths ye dwell seven days; all who are natives in Israel dwell in booths,

Ye
shall
dwell
בַּסֻּכֹּ֥תbassukkōtba-soo-KOTE
in
booths
תֵּֽשְׁב֖וּtēšĕbûtay-sheh-VOO
seven
שִׁבְעַ֣תšibʿatsheev-AT
days;
יָמִ֑יםyāmîmya-MEEM
all
כָּלkālkahl
Israelites
are
that
הָֽאֶזְרָח֙hāʾezrāḥha-ez-RAHK
born
בְּיִשְׂרָאֵ֔לbĕyiśrāʾēlbeh-yees-ra-ALE
shall
dwell
יֵֽשְׁב֖וּyēšĕbûyay-sheh-VOO
in
booths:
בַּסֻּכֹּֽת׃bassukkōtba-soo-KOTE

Cross Reference

Nehemiah 8:14
ସମାନେେ ମାଶାଙ୍କେର ବ୍ଯବସ୍ଥା ପୁସ୍ତକ ପଢିଲେ ଏବଂ ତାଙ୍କର ନିର୍ଦ୍ଧେଶ ସବୁ ପାଇଲେ। ସଦାପ୍ରଭୁ ମାଶାଙ୍କେ ମାଧ୍ଯମ ରେ ତାଙ୍କର ନିର୍ଦ୍ଦେଶ ଜଣାଇଥିଲେ। ବର୍ଷର ସପ୍ତମ ମାସ ରେ ଇଶ୍ରାୟେଲୀୟ ବାସୀମାନେ କ୍ଷଣସ୍ଥାଯୀ କୁଟୀରପର୍ବ ପାଳନ କରିବା ଉଚିତ୍।

Genesis 33:17
କିନ୍ତୁ ଯାକୁବ ସୁକ୍କୋତକୁ ଗଲଲ।ସସହି ସ୍ଥାନସରସସ ଆପଣା ପାଇଁ ଏକ ଗୃହ ତିଆରି କଲଲ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲଲ।ସତଣୁସସହି ସ୍ଥାନର ନାମ ସୁକ୍କୋତସହଲା।

Numbers 24:2
ବିଲିଯମ ଦେଖିଲା ଯେ, ଇଶ୍ରାୟେଲର ଲୋକମାନେ ସମାନଙ୍କେର ପରିବାରବର୍ଗ ଅନୁସାରେ ରହିଲେ। ତା'ପରେ ପରମେଶ୍ବର ଆତ୍ମା ବାଲାଯମ ଉପରକୁ ଆସିଲା।

Numbers 24:5
ହେ ଯାକୁବ, ତୁମ୍ଭର ତମ୍ବୁ ସବୁ କି ସୁନ୍ଦର! ହେ ଇଶ୍ରାୟେଲ, ତୁମ୍ଭର ଆବାସ ସବୁ କଡେେ ମ ନୋହର।

Jeremiah 35:10
ଆମ୍ଭମାନଙ୍କର ପୂର୍ବପୁରୁଷ ୟିହୋନାଦବଙ୍କର ସମସ୍ତ ଆଜ୍ଞା ଅନୁସାରେ କାର୍ୟ୍ଯ କରି ତମ୍ବୁ ରେ ବାସ କରୁଅଛୁ।

2 Corinthians 5:1
ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥି ରେ ଆମ୍ଭେ ରହିଛୁ, ତାହା ନଷ୍ଟ ହବେ। ଏପରି ଘଟିଲା ପରେ ପରମେଶ୍ବରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦବେେ। ଏହା ମଣିଷ ଦ୍ବାରା ନିର୍ମିତ ନୁହେଁ।

Hebrews 11:13
ସହେି ସମସ୍ତ ମହାନ ଲୋକ ମୃତ୍ଯୁ ପର୍ୟ୍ଯନ୍ତ ନିଜର ବିଶ୍ବାସ ସହିତ ଜୀବିତ ରହିଲେ। ପରମେଶ୍ବର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସହେି ଲୋକମାନେ ପାଇଲେ ନାହିଁ। ସମାନେେ ଖାଲି ଦେଖିଲେ ଯେ, ସହେି ବିଷୟଗୁଡ଼ିକ ସୁଦୂର ଭବିଷ୍ଯତ ରେ ଆସିବ, ଓ ସମାନେେ ( ସତେିକି ରେ) ଖୁସି ହେଲେ। ସମାନେେ ଗ୍ରହଣ କରି ନେଲେ ଯେ ସମାନେେ ଏହି ପୃଥିବୀ ରେ ଯାତ୍ରୀ ଓ ଅପରିଚିତ ବ୍ଯକ୍ତି ଅଟନ୍ତି।