Leviticus 22:15
ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁସବୁ ପବିତ୍ର ଉପହାର ଉତ୍ସର୍ଗ କରନ୍ତି, ଯାଜକଗଣ ତାହାସବୁ ଅପବିତ୍ର କରିବେ ନାହିଁ।
Leviticus 22:15 in Other Translations
King James Version (KJV)
And they shall not profane the holy things of the children of Israel, which they offer unto the LORD;
American Standard Version (ASV)
And they shall not profane the holy things of the children of Israel, which they offer unto Jehovah,
Bible in Basic English (BBE)
And they may not make common the holy things which the children of Israel give to the Lord,
Darby English Bible (DBY)
And they shall not profane the holy things of the children of Israel which they offer unto Jehovah,
Webster's Bible (WBT)
And they shall not profane the holy things of the children of Israel which they offer to the LORD;
World English Bible (WEB)
The priests shall not profane the holy things of the children of Israel, which they offer to Yahweh,
Young's Literal Translation (YLT)
and they do not pollute the holy things of the sons of Israel -- that which they lift up to Jehovah,
| And they shall not | וְלֹ֣א | wĕlōʾ | veh-LOH |
| profane | יְחַלְּל֔וּ | yĕḥallĕlû | yeh-ha-leh-LOO |
| אֶת | ʾet | et | |
| the holy things | קָדְשֵׁ֖י | qodšê | kode-SHAY |
| children the of | בְּנֵ֣י | bĕnê | beh-NAY |
| of Israel, | יִשְׂרָאֵ֑ל | yiśrāʾēl | yees-ra-ALE |
| אֵ֥ת | ʾēt | ate | |
| which | אֲשֶׁר | ʾăšer | uh-SHER |
| offer they | יָרִ֖ימוּ | yārîmû | ya-REE-moo |
| unto the Lord; | לַֽיהוָֽה׃ | layhwâ | LAI-VA |
Cross Reference
Numbers 18:32
ଆଉ ସହେି ଉତ୍ତମ ଦ୍ରବ୍ଯ ନବୈେଦ୍ଯ ରୂପେ ଉତ୍ସର୍ଗ କଲେ। ତୁମ୍ଭମାନେେ କୌଣସି ପାପ ବହନ କରିବ ନାହିଁ। ପୁଣି ତୁମ୍ଭମାନେେ ଯେପରି ନ ମରିବ ସେଥିପାଇଁ ଇଶ୍ରାୟେଲ ଲୋକମାନଙ୍କର ପବିତ୍ର ଦ୍ରବ୍ଯ ଅପବିତ୍ର କରିବ ନାହିଁ।
Leviticus 19:8
ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବ।
Leviticus 22:9
ଏଣୁ ସମାନେେ ମାରେ ନିଯମ ଯତ୍ନ ସହକା ରେ ରକ୍ଷା କରିବା ଉଚିତ୍। ଯଦି ସମାନେେ ତାହା ନକରନ୍ତି, ତବେେ ସେଥି ସକାେଶ ସମାନେେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହବୋକୁ ମୁଁ ବାଛିଛି।
Ezekiel 22:26
ଯାଜକମାନେ ମାରେ ବ୍ଯବସ୍ଥା ଅବମାନନା କରିଛନ୍ତି ଓ ସମାନେେ ମାରେ ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସମାନେେ ପବିତ୍ର ଓ ଅପବିତ୍ର ମଧିଅରେ କିଛି ପ୍ରଭଦେ ରଖି ନାହାଁନ୍ତି, ସମାନେେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷଯ ରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସମାନେେ ମାରେ ବିଶ୍ରାମଦିନଗୁଡ଼ିକ ହଯେଜ୍ଞାନ କରନ୍ତି। ଏବଂ ମୁଁ ସମାନଙ୍କେ ପାଖ ରେ ନିକୃଷ୍ଟ ହାଇେଛି।