ଓଡ଼ିଆ
Leviticus 13:2 Image in Oriya
ଯବେେ କୌଣସି ମନୁଷ୍ଯର ଶରୀରର ଚର୍ମ ରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ କିମ୍ବା ତା'ର ଶରୀର ରେ ଚର୍ମ ରୋଗଜନିତ ଘା' ହୁଏ, ତବେେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ଯରୁ କୌଣସି ଯାଜକ ନିକଟକୁ ଅଣାୟିବା ଉଚିତ୍।