Lamentations 3:46
ଆମ୍ଭମାନଙ୍କର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କରୁଛନ୍ତି।
Lamentations 3:46 in Other Translations
King James Version (KJV)
All our enemies have opened their mouths against us.
American Standard Version (ASV)
All our enemies have opened their mouth wide against us.
Bible in Basic English (BBE)
The mouths of all our haters are open wide against us.
Darby English Bible (DBY)
All our enemies have opened their mouth against us.
World English Bible (WEB)
All our enemies have opened their mouth wide against us.
Young's Literal Translation (YLT)
Opened against us their mouth have all our enemies.
| All | פָּצ֥וּ | pāṣû | pa-TSOO |
| our enemies | עָלֵ֛ינוּ | ʿālênû | ah-LAY-noo |
| have opened | פִּיהֶ֖ם | pîhem | pee-HEM |
| their mouths | כָּל | kāl | kahl |
| against | אֹיְבֵֽינוּ׃ | ʾôybênû | oy-VAY-noo |
Cross Reference
Lamentations 2:16
ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସମାନେେ ଗ୍ରୀସ୍ ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, ଆମ୍ଭମାନେେ ତାକୁ ଗ୍ରାସ କରିଅଛୁଁ, ଆମ୍ଭମାନେେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭମାନେେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।
Psalm 22:6
କିନ୍ତୁ ମୁଁ ଗୋଟିଏ କୀଟ, ବ୍ଯକ୍ତି ନୁହେଁ, ଲୋକମାନେ ମାେ ପାଇଁ ଲଜ୍ଜିତ ହୁଅନ୍ତି ଓ ମାେତେ ଅବଜ୍ଞା କରନ୍ତି।
Exodus 11:7
କିନ୍ତୁ ଏପରି କୌଣସି ଇଶ୍ରାୟେଲୀୟମାନଙ୍କର ହବେ ନାହିଁ। ଏପରିକି ଇଶ୍ରାୟେଲର ଏକ କୁକୁର କୌଣସି ବ୍ଯକ୍ତି ବା ପଶୁକୁ ଭୁକିବ ନାହିଁ। ଏହିପରି କହେି ଇଶ୍ରାୟେଲୀୟ ମରିବେ ନାହିଁ। ଏହିପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ଇଶ୍ରାୟେଲୀୟମାନଙ୍କୁ ଓ ମିଶରୀଯମାନଙ୍କୁ ଭିନ୍ନ ଭାବରେ ବ୍ଯବହାର କରୁଛନ୍ତି।
Job 30:9
ବର୍ତ୍ତମାନ ସହେି ଲୋକମାନଙ୍କର ପୁଅମାନେ ମାେତେ ନଇେ ପରିହାସ ସୂଚକ ଗୀତ ବୋଲନ୍ତି ଏବଂ ମାେ ନାଁ ଏକ ଅପଶବ୍ଦ ରେ ପରିଣତ ହାଇେଛି।
Psalm 44:13
ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ। ସମାନେେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
Psalm 79:4
ଆମ୍ଭ ପଡ଼ୋଶୀ ଦବଗେଣ ଆମ୍ଭମାନଙ୍କୁ ଅପମାନିତ କଲେ। ଆମ୍ଭର ସବୁ ଚତୁପାଶର୍ବରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
Psalm 79:10
ଅନ୍ୟ ଦେଶୀଯ ଲୋକମାନଙ୍କୁ କହିବାକୁ ଦିଅ ନାହିଁ। ସମାନଙ୍କେର ପରମେଶ୍ବର କାହାଁନ୍ତି ? ହେ ପରମେଶ୍ବର, ସହେି ଲୋକମାନଙ୍କୁ ଦଣ୍ଡ ଦିଅ ୟାହା ଫଳରେ କି ଆମ୍ଭମାନେେ ମଧ୍ଯ ତାହା ଦେଖି ପାରିବୁ। ତୁମ୍ଭର ସବକମାନଙ୍କେୁ ହତ୍ଯା କରିଥିବାରୁ ସମାନଙ୍କେୁ ଦଣ୍ଡ ଦିଅ।
Matthew 27:38
ସହେି ସମୟରେ ଦୁଇଜଣ ଡ଼କାୟତଙ୍କୁ ମଧ୍ଯ ଯୀଶୁଙ୍କ ପାଖ ରେ କୃଶ ରେ ଚଢ଼ଇେ ଦିଆଗଲା। ଜଣକୁ ତାହାଙ୍କ ଡ଼ାହାଣ ପଟେ ଓ ଆର ଜଣକୁ ବାମ ପଟେ।