Jude 1:2
ପରମେଶ୍ବରଙ୍କର ଦୟା, ପ୍ ରମେ ଓ ଶାନ୍ତି ପ୍ରଚୁର ଭାବରେ ତୁମ୍ଭମାନେେ ଭୋଗ କର।
Jude 1:2 in Other Translations
King James Version (KJV)
Mercy unto you, and peace, and love, be multiplied.
American Standard Version (ASV)
Mercy unto you and peace and love be multiplied.
Bible in Basic English (BBE)
May mercy and peace and love be increased in you.
Darby English Bible (DBY)
Mercy to you, and peace, and love be multiplied.
World English Bible (WEB)
Mercy to you and peace and love be multiplied.
Young's Literal Translation (YLT)
kindness to you, and peace, and love, be multiplied!
| Mercy | ἔλεος | eleos | A-lay-ose |
| unto you, | ὑμῖν | hymin | yoo-MEEN |
| and | καὶ | kai | kay |
| peace, | εἰρήνη | eirēnē | ee-RAY-nay |
| and | καὶ | kai | kay |
| love, | ἀγάπη | agapē | ah-GA-pay |
| be multiplied. | πληθυνθείη | plēthyntheiē | play-thyoon-THEE-ay |
Cross Reference
2 Peter 1:2
ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭମାନେେ ପ୍ରକୃତ ରେ ପରମେଶ୍ବରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।
1 Peter 1:2
ପରମେଶ୍ବର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହବୋ ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ବାରା ପବିତ୍ର ହାଇେ ତୁମ୍ଭେ ଯେପରି ପରମେଶ୍ବରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଚାହିଁଥିଲେ। ଈଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବତ୍ତୁର୍।
Revelation 1:4
ଏସିଆ ପ୍ରଦେଶର ସାତାଟେି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି : ଯେଉଁ ଈଶ୍ବର ଅତୀତ ରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ଯତ୍ ରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖ ରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ।
Romans 1:7
ତୁମ୍ଭମାନେେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତ ପ୍ରପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତ ତୁମ୍ଭମାନଙ୍କୁ ମିଳୁ।