Joshua 9:25
ବର୍ତ୍ତମାନ ଆମ୍ଭେ ଆପଣାଙ୍କର ଅଧିନ। ତକ୍ସ୍ଟମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।
And now, | וְעַתָּ֖ה | wĕʿattâ | veh-ah-TA |
behold, we | הִנְנ֣וּ | hinnû | heen-NOO |
are in thine hand: | בְיָדֶ֑ךָ | bĕyādekā | veh-ya-DEH-ha |
seemeth it as | כַּטּ֨וֹב | kaṭṭôb | KA-tove |
good | וְכַיָּשָׁ֧ר | wĕkayyāšār | veh-ha-ya-SHAHR |
and right | בְּעֵינֶ֛יךָ | bĕʿênêkā | beh-ay-NAY-ha |
do to thee unto | לַֽעֲשׂ֥וֹת | laʿăśôt | la-uh-SOTE |
unto us, do. | לָ֖נוּ | lānû | LA-noo |
עֲשֵֽׂה׃ | ʿăśē | uh-SAY |
Cross Reference
Genesis 16:6
କିନ୍ତୁ ଅବ୍ରାମ ସାରୀକୁ କହିଲେ, ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା'ପ୍ରତି ଯାହା ଚାହଁ ତାହା କରିପାର। ତେଣୁ ସାରୀ ତା' ପ୍ରତି କଠିନ ବ୍ଯବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।
Judges 8:15
ଏହାପରେ ଗିଦ୍ଦିୟୋନ ସୁକ୍କୋତ୍ ସହରକକ୍ସ୍ଟ ଫରେି ଆସିଲେ। ସେ ସହେି ସହରର ଲୋକମାନଙ୍କୁ କହିଲେ, ଏହିଠା ରେ ସବହେ ଓ ସଲମକ୍ସ୍ଟନ୍ନ ଅଛନ୍ତି। ତୁମ୍ଭମାନେେ ଏହାକହି ମାେତେ ବିଦ୍ରୁପ କଲ, 'ଆମ୍ଭେ କାହିଁକି ତକ୍ସ୍ଟମ୍ଭ କ୍ଲାନ୍ତ ସୈନିକମାନଙ୍କୁ ଖାଦ୍ୟ ଦବେକ୍ସ୍ଟ? ତୁମ୍ଭମାନେେ ଏପର୍ୟ୍ଯନ୍ତ ସବହେ ଓ ସଲମକ୍ସ୍ଟନ୍ନକକ୍ସ୍ଟ ଧରିନାହିଁ।'
Judges 10:15
କିନ୍ତୁ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, ଆମେ ପାପ କରିଛକ୍ସ୍ଟ। ତୁମ୍ଭର ଯାହା ଇଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।
1 Samuel 3:18
ତହିଁରେ ଶାମକ୍ସ୍ଟଯଲେ କିଛି ଗକ୍ସ୍ଟଲ୍ଗ ନ କରି ତାହାଙ୍କକ୍ସ୍ଟ ସବୁକଥା ଜଣାଇଲେ।
2 Samuel 24:14
ଦାଉଦ ଗାଦଙ୍କକ୍ସ୍ଟ କହିଲେ, ମୁ କି ଅସକ୍ସ୍ଟବିଧା ରେ ପଡିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତକ୍ସ୍ଟ, କିନ୍ତୁ ମଣିଷ ହାତ ରେ ଦଣ୍ତ ନ ଦିଅନ୍ତକ୍ସ୍ଟ।
Isaiah 47:6
ଆମ୍ଭେ ନିଜ ଲୋକମାନଙ୍କ ଉପ ରେ କ୍ରୋଧିତ ହେଲୁଁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତ ରେ ସମାନଙ୍କେୁ ସମର୍ପର କଲୁ। ତୁମ୍ଭେ ସମାନଙ୍କେ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପ ରେ ୟୁଆଳି ବଡ଼ ଭାରି କରି ଥୋଇଲ।
Jeremiah 26:14
ଆଉ ମାେ ସମ୍ବନ୍ଧ ରେ ହେଉଛି, ମୁଁ ତୁମ୍ଭମାନଙ୍କ ହସ୍ତ ରେ ଅଛି, ଯାହା ତୁମ୍ଭମାନଙ୍କ ଦୃଷ୍ଟି ରେ ଉତ୍ତମ ଓ ଯଥାର୍ଥ ତାହା ମାେ ପ୍ରତି କର।
Jeremiah 38:5
ତେଣୁ ରାଜା ସିଦିକିଯ ସହେି ଅଧିପତିମାନଙ୍କୁ କହିଲେ, ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନ ରେ ଅଛି। ତୁମ୍ଭମାନେେ ତା' ବିରୁଦ୍ଧ ରେ ଯାହା କରିବ ମୁଁ ବାରଣ କରିବି ନାହିଁ।
Matthew 11:26
ହଁ ପରମପିତା, ତୁମ୍ଭେ ପ୍ରକୃତ ରେ ଯାହା ଗ୍ଭହୁଁଥିଲ, ଚାହା ଘଟିଲା।