Jonah 4:6 in Oriya

Oriya Oriya Bible Jonah Jonah 4 Jonah 4:6

Jonah 4:6
ସଦାପ୍ରଭୁ ଗୋଟିଏ ଲାଉଗଛ ସୃଷ୍ଟି କଲେ ଯାହା ୟୂନସ ଉପ ରେ ଶୀଘ୍ର ମାଡିୟାଇ ତା'ର ବସିବା ସ୍ଥାନ ରେ ଛାଯା ଓ ଶୀତଳତା ପ୍ରଦାନ କଲା। ତାହା ୟୂନସକୁ ଆରାମ ଦବୋ ରେ ଏତେ ସାହାୟ୍ଯ କଲା ଯେ ୟୂନସ ଗଛ ପାଇଁ ଭାରି ଖୁସି ହେଲେ।

Jonah 4:5Jonah 4Jonah 4:7

Jonah 4:6 in Other Translations

King James Version (KJV)
And the LORD God prepared a gourd, and made it to come up over Jonah, that it might be a shadow over his head, to deliver him from his grief. So Jonah was exceeding glad of the gourd.

American Standard Version (ASV)
And Jehovah God prepared a gourd, and made it to come up over Jonah, that it might be a shade over his head, to deliver him from his evil case. So Jonah was exceeding glad because of the gourd.

Bible in Basic English (BBE)
And the Lord God made a vine come up over Jonah to give him shade over his head. And Jonah was very glad because of the vine.

Darby English Bible (DBY)
And Jehovah Elohim prepared a gourd, and made it to come up over Jonah, that it might be a shade over his head, to deliver him from his trouble. And Jonah was exceeding glad because of the gourd.

World English Bible (WEB)
Yahweh God prepared a vine, and made it to come up over Jonah, that it might be a shade over his head, to deliver him from his discomfort. So Jonah was exceedingly glad because of the vine.

Young's Literal Translation (YLT)
And Jehovah God appointeth a gourd, and causeth it to come up over Jonah, to be a shade over his head, to give deliverance to him from his affliction, and Jonah rejoiceth because of the gourd `with' great joy.

And
the
Lord
וַיְמַ֣ןwaymanvai-MAHN
God
יְהוָֽהyĕhwâyeh-VA
prepared
אֱ֠לֹהִיםʾĕlōhîmA-loh-heem
gourd,
a
קִיקָי֞וֹןqîqāyônkee-ka-YONE
up
come
to
it
made
and
וַיַּ֣עַל׀wayyaʿalva-YA-al
over
מֵעַ֣לmēʿalmay-AL
Jonah,
לְיוֹנָ֗הlĕyônâleh-yoh-NA
be
might
it
that
לִֽהְי֥וֹתlihĕyôtlee-heh-YOTE
shadow
a
צֵל֙ṣēltsale
over
עַלʿalal
his
head,
רֹאשׁ֔וֹrōʾšôroh-SHOH
to
deliver
לְהַצִּ֥ילlĕhaṣṣîlleh-ha-TSEEL
grief.
his
from
him
ל֖וֹloh
So
Jonah
מֵרָֽעָת֑וֹmērāʿātômay-ra-ah-TOH
was
וַיִּשְׂמַ֥חwayyiśmaḥva-yees-MAHK
exceeding
יוֹנָ֛הyônâyoh-NA
glad
עַלʿalal
of
הַקִּֽיקָי֖וֹןhaqqîqāyônha-kee-ka-YONE
the
gourd.
שִׂמְחָ֥הśimḥâseem-HA
גְדוֹלָֽה׃gĕdôlâɡeh-doh-LA

Cross Reference

Esther 5:9
ସଦେିନ ହାମନ୍ ଆନନ୍ଦିତ ହାଇେ ଗ୍ଭଲିଗଲା। ମାତ୍ର ହାମନ, ରାଜଦ୍ବାର ରେ ନିଜ ସମ୍ମୁଖ ରେ ମର୍ଦ୍ଦଖଯଙ୍କୁ ଉଠି ଠିଆ ନ ହବୋର କି ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖଯ ବିରୁଦ୍ଧ ରେ କୋରଧ ରେ ପରିପୂର୍ଣ୍ଣ ହେଲା।

Psalm 103:10
ଆମ୍ଭେ ପରମେଶ୍ବରଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦଇେ ନାହାନ୍ତି, ୟାହା ଆମ୍ଭେ ପାଇବା କଥା।

Isaiah 39:2
ଏଥି ରେ ହିଜକିଯ ଅତିଶଯ ସନ୍ତୁଷ୍ଟ ହାଇେ ନିଜର ବହୁମୂଲ୍ଯ ପଦାର୍ଥର ଗୃହ, ରୂପା, ସୂନା, ସୁଗନ୍ଧିତ ଦ୍ରବ୍ଯ ବହୁମୂଲ୍ଯ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ଯ ସମାନଙ୍କେୁ ଦଖାଇେଲେ। ହିଜକିଯ ଯାହା ସମାନଙ୍କେୁ ନ ଦଖାଇେଲା ତାହା ତା'ର ଗୃହ ରେ କିମ୍ବା ସମଗ୍ର ରାଜ୍ଯ ରେ ନ ଥିଲା।

Amos 6:13
ତୁମ୍ଭମାନେେ ତୁଚ୍ଛା ରେ ଆନନ୍ଦ କରୁଛ। ଆଉ ତୁମ୍ଭମାନେେ କହୁଛ, ଆମ୍ଭେ ନିଜ ତୁଚ୍ଛା ରେ ଆନନ୍ଦ ଶିଙ୍ଗ ଲାଭ କରିଅଛୁ।

Jonah 1:17
ଯେତବେେଳେ ୟୂନସ ସମୁଦ୍ର ରେ ପଡିଲା, ସେତବେେଳେ ସଦାପ୍ରଭୁ ଏକ ବିରାଟ ମାଛ ୟୂନସକୁ ଗିଲିବାକୁ ପଠାଇଲେ। ୟୂନସ ସହେି ମାଛ ଗର୍ଭ ରେ ତିନିଦିନ ଓ ତିନିରାତି ରହିଲା।

Luke 10:20
ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମନୁଛନ୍ତି। ତୁମ୍ଭମାନେେ ଖୁସି ହୁଅ। କାହିଁକି? ତୁମ୍ଭମାନଙ୍କ ପାଖ ରେ ଏ ଶକ୍ତି ଥିବା ଯୋଗୁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ବର୍ଗ ରେ ଲଖାେ ହାଇେଥିବା ୟୋଗୁ ଖୁସି ହୁଅ।

1 Corinthians 7:30
ଯେଉଁମାନେ ଦୁଃଖି ସମାନେେ ଦୁଃଖି ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସମାନେେ ଏପରି ରୁହନ୍ତୁ ଯେପରି ସୁଖୀ ନୁହଁନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସମାନେେ ନିଜ ପାଖ ରେ କିଛି ନ ଥିଲା ଭଳି ରୁହନ୍ତୁ।