John 4:50 in Oriya

Oriya Oriya Bible John John 4 John 4:50

John 4:50
ଯୀଶୁ ଉତ୍ତର ଦେଲେ, ଯାଅ, ତୁମ୍ଭର ପୁଅ ବଞ୍ଚିବ।

John 4:49John 4John 4:51

John 4:50 in Other Translations

King James Version (KJV)
Jesus saith unto him, Go thy way; thy son liveth. And the man believed the word that Jesus had spoken unto him, and he went his way.

American Standard Version (ASV)
Jesus saith unto him, Go thy way; thy son liveth. The man believed the word that Jesus spake unto him, and he went his way.

Bible in Basic English (BBE)
And Jesus said, Go in peace; your son is living. The man had faith in the word which Jesus said to him and went away.

Darby English Bible (DBY)
Jesus says to him, Go, thy son lives. And the man believed the word which Jesus said to him, and went his way.

World English Bible (WEB)
Jesus said to him, "Go your way. Your son lives." The man believed the word that Jesus spoke to him, and he went his way.

Young's Literal Translation (YLT)
Jesus saith to him, `Be going on; thy son doth live.' And the man believed the word that Jesus said to him, and was going on,


λέγειlegeiLAY-gee
Jesus
αὐτῷautōaf-TOH
saith
hooh
unto
him,
Ἰησοῦςiēsousee-ay-SOOS
way;
thy
Go
Πορεύουporeuoupoh-RAVE-oo
thy
hooh

υἱόςhuiosyoo-OSE
son
σουsousoo
liveth.
ζῇzay
And
καὶkaikay
the
ἐπίστευσενepisteusenay-PEE-stayf-sane
man
hooh
believed
ἄνθρωποςanthrōposAN-throh-pose
the
τῷtoh
word
λόγῳlogōLOH-goh
that
ōoh
Jesus
εἶπενeipenEE-pane
had
spoken
αὐτῷautōaf-TOH
him,
unto
Ἰησοῦςiēsousee-ay-SOOS
and
καὶkaikay
he
went
his
way.
ἐπορεύετοeporeuetoay-poh-RAVE-ay-toh

Cross Reference

Matthew 8:13
ତା'ପରେ ଯୀଶୁ ସନୋପତିଙ୍କୁ କହିଲେ, ତୁମ୍ଭର ବିଶ୍ବାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ। ଠିକ୍ ସହେି ସମୟରେ ତାହାଙ୍କର ଦାସ ସୁସ୍ଥ ହାଇଗେଲା।

Luke 17:14
ଯୀଶୁ ଲୋକମାନଙ୍କୁ ଦେଖି କହିଲେ, ତୁମ୍ଭମାନେେ ଯାଇ ନିଜ ଦହକେୁ ଯାଜକମାନଙ୍କୁ ଦଖାେଅ।

1 Kings 17:13
ଏଲିଯ ସହେି ବିଧବାକୁ କହିଲେ, ଦୁଃଖ କର ନାହିଁ। ଘରକୁ ୟାଇ ତୁମ୍ଭ କହିବାନୁସା ରେ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରଥମେ ଏକ େଛାଟ ପିଠା କରି ମାେ ନିକଟକୁ ଆଣ। ତା'ପରେ ତୁମ୍ଭପାଇଁ ଓ ତୁମ୍ଭ ପୁତ୍ର ପାଇଁ ପ୍ରସ୍ତୁତ କର।

Mark 7:29
ତା' ପରେ ଯୀଶୁ ସହେି ସ୍ତ୍ରୀଲୋକଟିକୁ କହିଲେ, ଏହା ହିଁ ଉପୟୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡି ଚାଲି ଗଲାଣି।

Mark 9:23
ଯୀଶୁ କହିଲେ, ତୁମ୍ଭେ କହିଲ, 'ତୁମ୍ଭେ ଯଦି ପାରିବ ତବେେ ସାହାୟ୍ଯ ହବେ।' ବିଶ୍ବାସୀ ଲୋକପାଇଁ ସବୁ କିଛି ସମ୍ଭବ।

John 11:40
ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ବାସ କରିବ ତବେେ ପରମେଶ୍ବରଙ୍କର ଗୌରବ ଦେଖି ପାରିବ।

Acts 14:9
ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହାଇପୋରିବ ବୋଲି ତା'ର ବିଶ୍ବାସ ଅଛି।

Romans 4:20
କିନ୍ତୁ ପରମେଶ୍ବରଙ୍କ ପ୍ରତି ତାହାଙ୍କର ବିଶ୍ବାସ ଦୁର୍ବଳ ହେଲା ନାହିଁ। ପରମେଶ୍ବର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି ତାହା ସେ କରିବା ରେ ସମର୍ଥ ଏଥି ରେ ଅବ୍ରାହାମ ଟିକେ ହେଲେ ସନ୍ଦହେ କଲେ ନାହିଁ। ବରଂ ତାହାଙ୍କର ବିଶ୍ବାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ବରଙ୍କୁ ଗୌରବ ଦେଲେ।

Hebrews 11:19
ଅବ୍ରହାମ ବିଶ୍ବାସ କରିଥିଲେ ଯେ, ପରମେଶ୍ବର ଲୋକମାନଙ୍କୁ ମୃତ୍ଯୁରୁ ଉଠାଇ ଆଣି ପାରିବେ। ପ୍ରକୃତ ରେ ଯେତବେେଳେ ସେ ଇସ୍ହାକଙ୍କୁ ମାରିବା ପାଇଁ ଗଲା ବେଳେ ପରମେଶ୍ବର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତବେେଳେ ଅବ୍ରହାମ ଯେପରି ଇସ୍ହାକଙ୍କୁ ମୃତ୍ଯୁରୁ ଫରେି ପାଇଲେ।