ଓଡ଼ିଆ
John 13:29 Image in Oriya
ୟିହୂଦା ଦଳର ସାମୂହିକ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ତେଣୁ କେତକେ ଶିଷ୍ଯ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସମାନେେ ଏକଥା ମଧ୍ଯ ଭାବିଲେ, ଯୀଶୁ ବୋଧେ ୟିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦବୋ ପାଇଁ କହିଲେ।