Joel 3:3
ସମାନେେ ଆମ୍ଭ ଲୋକମାନଙ୍କର ଭାଗ୍ଯ ନିର୍ଦ୍ଧାରଣ କରିବାକୁ ଗୁଳାବାଣ୍ଟ କରିଛନ୍ତି। ଗୋଟିଏ ବେଶ୍ଯା ପାଇଁ ସମାନେେ ଗୋଟିଏ ବାଳକ ବିକ୍ରୀ କରିଛନ୍ତି ଓ ସମାନେେ ଦ୍ରାକ୍ଷାରସ ପାନ କରିବା ପାଇଁ ଗୋଟିଏ ବାଳିକା ବିକ୍ରୀ କରିଛନ୍ତି।
And they have cast | וְאֶל | wĕʾel | veh-EL |
lots | עַמִּ֖י | ʿammî | ah-MEE |
for | יַדּ֣וּ | yaddû | YA-doo |
people; my | גוֹרָ֑ל | gôrāl | ɡoh-RAHL |
and have given | וַיִּתְּנ֤וּ | wayyittĕnû | va-yee-teh-NOO |
a boy | הַיֶּ֙לֶד֙ | hayyeled | ha-YEH-LED |
harlot, an for | בַּזּוֹנָ֔ה | bazzônâ | ba-zoh-NA |
and sold | וְהַיַּלְדָּ֛ה | wĕhayyaldâ | veh-ha-yahl-DA |
a girl | מָכְר֥וּ | mokrû | moke-ROO |
wine, for | בַיַּ֖יִן | bayyayin | va-YA-yeen |
that they might drink. | וַיִּשְׁתּֽוּ׃ | wayyištû | va-yeesh-TOO |
Cross Reference
Amos 2:6
ସଦାପ୍ରଭୁ ଏହା କହନ୍ତି: ଆମ୍ଭେ ବହୁ ଅପରାଧ କରିଥିବା ଇଶ୍ରାୟେଲ ଲୋକଙ୍କୁ ଦଣ୍ତ ଦବୋ। କାରଣ ସମାନେେ ରେ ୗପ୍ୟ ବଦଳ ରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସମାନେେ ଏକହଳ ୟୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ।
Obadiah 1:11
ତୁମ୍ଭେ ଇଶ୍ରାୟେଲର ଶତୃମାନଙ୍କ ସହିତ ମିଶିଲ। ଅଜଣା ଲୋକ ଇଶ୍ରାୟେଲ ଧନ ସମ୍ପତ୍ତି ଅଧିକାର କଲେ। ବିଦେଶୀ ମାନେ ୟିରୁଶାଲମ ନଗରଦ୍ବାର ଦଇେ ପ୍ରବେଶ କଲେ। ସହେି ବିଦେଶୀମାନେ ୟିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସମାନଙ୍କେ ମଧ୍ଯରୁ ଜଣେ ହେଲ।
Nahum 3:10
କିନ୍ତୁ ନୋ-ଆମାନେ ପରାଜିତ ହେଲା। ତା'ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗେଲ। ସୈନ୍ଯମାନେ ରାସ୍ତାର ପ୍ରେତ୍ୟକକ କୋଣ ରେ ତା'ର େଛାଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସମାନେେ ତାଙ୍କର ମାନ୍ଯ ପୁରୁଷମାନଙ୍କ ନିମନ୍ତେ ଗୁଳାବାଣ୍ଟ କଲେ, ତାଙ୍କର ବଡ ଲୋକ ସମସ୍ତେ ଶୃଙ୍ଖଳ ରେ ବନ୍ଧା ହେଲେ।
2 Chronicles 28:8
ଇଶ୍ରାୟେଲୀୟ ସୈନ୍ଯଦଳ ଯିହୁଦା ରେ ବାସ କରୁଥିବା ସମାନଙ୍କେର ନିଜ ଆତ୍ମୀଯମାନଙ୍କ ମଧ୍ଯରୁ 2,00,000 ଲୋକଙ୍କୁ ବନ୍ଦୀ କରି ନେଲେ। ସମାନେେ ସ୍ତ୍ରୀ ଲୋକ, ସନ୍ତାନଗଣ ଓ ଯିହୁଦାରୁ ଅନକେ ବହୁମୂଲ୍ଯ ସାମଗ୍ରୀ ଲୁଟି ନେଲେ। ଇଶ୍ରାୟେଲୀୟମାନେ ସହେି ବନ୍ଦୀମାନଙ୍କୁ ଓ ସାମଗ୍ରୀଗୁଡ଼ିକୁ ଶମରିଯାକୁ ନଇଗେଲେ।
Revelation 18:13
ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା ; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ଯ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମଷେ, ଘୋଡ଼ା, ରଥ, ଏବଂ ମନୁଷ୍ଯମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ଯବସାଯୀମାନେ କାନ୍ଦିବେ ଓ କହିବେ :