Joel 2:11
ସଦାପ୍ରଭୁ ଉଚ୍ଚ ସ୍ବର ରେ ତାଙ୍କର ସୈନ୍ଯବାହିନୀକୁ ଆହ୍ବାନ କରନ୍ତି। ତାଙ୍କର ଶିବୀର ଅତି ବିରାଟ। ସହେି ସୈନ୍ଯଗଣ ତାଙ୍କର ଆଦେଶକୁ ପାଳନ କରନ୍ତି। ସମାନେେ ଅତି ଶକ୍ତିଶାଳୀ। ସଦାପ୍ରଭୁଙ୍କର ସହେି ଦିନଟି ଅତି ମହାନ୍ ଓ ଭୟଙ୍କର। କହେି ତାକୁ ଅଟକାଇ ପାରିବେ ନାହିଁ।
Joel 2:11 in Other Translations
King James Version (KJV)
And the LORD shall utter his voice before his army: for his camp is very great: for he is strong that executeth his word: for the day of the LORD is great and very terrible; and who can abide it?
American Standard Version (ASV)
And Jehovah uttereth his voice before his army; for his camp is very great; for he is strong that executeth his word; for the day of Jehovah is great and very terrible; and who can abide it?
Bible in Basic English (BBE)
And the Lord is thundering before his forces; for very great is his army; for he is strong who gives effect to his word: for the day of the Lord is great and greatly to be feared, and who has strength against it?
Darby English Bible (DBY)
And Jehovah uttereth his voice before his army; for his camp is very great; for strong is he that executeth his word: for the day of Jehovah is great and very terrible; and who can bear it?
World English Bible (WEB)
Yahweh thunders his voice before his army; For his forces are very great; For he is strong who obeys his command; For the day of Yahweh is great and very awesome, And who can endure it?
Young's Literal Translation (YLT)
And Jehovah hath given forth His voice before His force, For very great `is' His camp, For mighty `is' the doer of His word, For great `is' the day of Jehovah -- very fearful, And who doth bear it?
| And the Lord | וַֽיהוָ֗ה | wayhwâ | vai-VA |
| shall utter | נָתַ֤ן | nātan | na-TAHN |
| voice his | קוֹלוֹ֙ | qôlô | koh-LOH |
| before | לִפְנֵ֣י | lipnê | leef-NAY |
| his army: | חֵיל֔וֹ | ḥêlô | hay-LOH |
| for | כִּ֣י | kî | kee |
| his camp | רַ֤ב | rab | rahv |
| is very | מְאֹד֙ | mĕʾōd | meh-ODE |
| great: | מַחֲנֵ֔הוּ | maḥănēhû | ma-huh-NAY-hoo |
| for | כִּ֥י | kî | kee |
| he is strong | עָצ֖וּם | ʿāṣûm | ah-TSOOM |
| executeth that | עֹשֵׂ֣ה | ʿōśē | oh-SAY |
| his word: | דְבָר֑וֹ | dĕbārô | deh-va-ROH |
| for | כִּֽי | kî | kee |
| day the | גָד֧וֹל | gādôl | ɡa-DOLE |
| of the Lord | יוֹם | yôm | yome |
| great is | יְהוָ֛ה | yĕhwâ | yeh-VA |
| and very | וְנוֹרָ֥א | wĕnôrāʾ | veh-noh-RA |
| terrible; | מְאֹ֖ד | mĕʾōd | meh-ODE |
| and who | וּמִ֥י | ûmî | oo-MEE |
| can abide | יְכִילֶֽנּוּ׃ | yĕkîlennû | yeh-hee-LEH-noo |
Cross Reference
Revelation 18:8
ସେଥିପାଇଁ ଗୋଟିଏ ଦିନ ଭିତ ରେ ଏହି କ୍ଲେଶ ତାକୁ ଆକ୍ରମଣ କରିବ : ମୃତ୍ଯୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନି ରେ ଜଳିୟିବ, କାରଣ ପ୍ରଭୁ ପରମେଶ୍ବର ତା'ର ବିଚାର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।
Malachi 3:2
ମାତ୍ର ସହେି ସମୟ ପାଇଁ କୌଣସି ବ୍ଯକ୍ତି ପ୍ରସ୍ତୁତ ହାଇପୋରିବ ନାହିଁ। ସେ ଯେତବେେଳେ ଆସିବେ କହେି ରକ୍ଷା କରିବେ ନାହିଁ। ସେ ଏକ ମାର୍ଜିତ ଅଗ୍ନି ସଦୃଶ ହବେେ, ଆଉ ମଧ୍ଯ ପରିଷ୍କାରକାରୀ ରଜକର କ୍ଷାର ସ୍ବରୂପ ହବେ।
Revelation 6:17
ସେମାନଙ୍କର କ୍ରୋଧର ମହାଦିନ ଆସି ଗଲାଣି। ଏହା ବିରୁଦ୍ଧରେ କେହି ଠିଆ ହୋଇ ପାରିବେ ନାହିଁ।”
Joel 3:16
ପୁଣି ସଦାପ୍ରଭୁ ପରମେଶ୍ବର ସିୟୋନରୁ ଚିତ୍କାର କରିବେ, ସେ ୟିରୁଶାଲମରୁ ମଧ୍ଯ ଚିତ୍କାର କରିବେ। ସହେି ଚିତ୍କାର ରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ମଦାପ୍ରଭୁ ପରମେଶ୍ବର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହବେ। ସେ ମଧ୍ଯ ଇଶ୍ରାୟେଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହବେେ।
Isaiah 13:4
ପର୍ବତମାନଙ୍କ ରେ ହେଉଥିବା କୋଳାହଳ ପ୍ରତି ଧ୍ଯାନ ଦିଅ। ଏହି ବହୁ ଲୋକଙ୍କର କୋଳାହଳ ପରି ଶୁଣାଯାଉଛି। ବହୁ ରାଜ୍ଯର ଲୋକେ ଏକତ୍ରୀତ ହାଇେଛନ୍ତି। ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର ସୈନ୍ଯବାହିନୀକୁ ଏକତ୍ରୀତ ହବୋକୁ ଆହ୍ବାନ ଦଇେଛନ୍ତି।
Jeremiah 25:30
ହେ ଯିରିମିୟ, ତୁମ୍ଭେ ସମାନଙ୍କେ ବିରୁଦ୍ଧ ରେ ଏହି ଭବିଷ୍ଯଦବାକ୍ଯ ପ୍ରଚାର କର। ସମାନଙ୍କେୁ କୁହ, 'ସଦାପ୍ରଭୁ ଉର୍ଦ୍ଧ୍ବସ୍ଥ ହୁଙ୍କାର କରିବେ। ସେ ଆପଣା ପବିତ୍ର ବାସସ୍ଥାନରୁ ଆପଣା ଚତ୍କାର ଶୁଣାଇବେ। ପୁଣି ସେ ଆପଣା ଲୋକମାନଙ୍କ ଖୁଆଡ଼ ଉପ ରେ ମହାରବ କରିବେ ଓ ସେ ଦ୍ରାକ୍ଷାରସମର୍ଦ୍ଦନକାରୀମାନଙ୍କ ପରି ପୃଥିବୀବାସୀ ସମସ୍ତଙ୍କ ବିରୁଦ୍ଧ ରେ ସିଂହାସନ କରିବେ।
Jeremiah 30:7
ଆହା, ସଦେିନ ଅତି ମହାନ୍। ତାହା ସମାନ ଆଉ ଦିନ ନାହିଁ। ତାହା ଯାକୁବର ସଙ୍କଟକାଳ, ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।
Jeremiah 50:34
ମାତ୍ର ସମାନଙ୍କେର ମୁକ୍ତିଦାତା ବଳବାନ, ସୈନ୍ଯାଧିପତି ସଦାପ୍ରଭୁ ସମାନଙ୍କେୁ ପୁନର୍ବାର ଫରୋଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉଦବିଗ୍ନ କରିବାକୁ ସମାନଙ୍କେର ବିବାଦ ସମ୍ପୂର୍ଣ୍ଣରୂପେ ନିଷ୍ପତ୍ତି କରିବେ।
Joel 1:15
ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସହେି ସମୟରେ ସର୍ବଶକ୍ତିମାନ ପରମେଶ୍ବରଙ୍କ ନିକଟରୁ ଦଣ୍ତ ପ୍ରଳଯ ତୁଲ୍ଯ ଆସିବ।
Nahum 1:6
ସଦାପ୍ରଭୁଙ୍କ କୋର୍ଧ ବିରୁଦ୍ଧ ରେ କହେି ତିଷ୍ଠି ପାରିବେ ନାହିଁ। ତାଙ୍କର ଭୟଙ୍କର କୋର୍ଧକୁ କହେି ସହ୍ଯ କରିପାରିବେ ନାହିଁ। ତାଙ୍କର କୋରଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନ ରେ ପଥରଗୁଡିକ ଖଣ୍ତ ଖଣ୍ତ ହାଇଯେିବ।
Psalm 46:6
ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ଯମାନେ ଭୟରେ କମ୍ପି ଉଠନ୍ତି। ସହେି ରାଜ୍ଯସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହବେ।
Numbers 24:23
ତା'ପରେ ବିଲିଯମ କହିଲା, ଯେତବେେଳେ ପରମେଶ୍ବର ଏହା କରନ୍ତି, ସେତବେେଳେ କିଏ ବଞ୍ଚିବ?
Isaiah 7:18
ସସହି ସମୟଲର ସଦାପ୍ରଭୁ ମକ୍ଷିକାକୁ ଆହ୍ବାନସଦଲବ।ସସହି ମକ୍ଷିକା ମିଶରସର ନଦୀ ନିକଟଲର ଅଛି। ବର୍ତ୍ତମାନ ମଧୁମକ୍ଷିକା ଅଶୂରସଦଶସର ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ଯକୁ ଆସିଲବ।
Isaiah 42:13
ସଦାପ୍ରଭୁ ମହାନ୍ ବୀର ରୂପେ ବିଜେ କରିବେ, ସେ ଯୋଦ୍ଧା ଭାବରେ ନିଜକୁ ଉତ୍ତଜେିତ କରିବେ ଓ ସେ ଘାରେ ଗର୍ଜନ କରିବେ। ନିଜର ଶତ୍ରୁମାନଙ୍କର ପ୍ରତିକୂଳ ରେ ପ୍ରବଳ ରୂପ ରେ କାର୍ୟ୍ଯ କରିବେ।
Ezekiel 22:14
ମୁଁ ଯେଉଁଦିନ ତୁମ୍ଭର ଶାସ୍ତି ବିଧାନ ପାଇଁ ବିଚାର କରିବି, ସଦେିନ ତୁମ୍ଭର ହୃଦଯ ଓ ଶକ୍ତି ସହିପାରିବ କି ? ମୁଁ ସଦାପ୍ରଭୁ ଏହା କହିଅଛି ଓ ଏହା ମୁଁ ସିଦ୍ଧ କରିବି।
Joel 2:25
ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ଯକୁ ଆପଣା ଯେଉଁ ମହା ସୈନ୍ଯଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁଘୁର୍ରିଯା ଓ ପରିପକ୍ବ ତୁମ୍ଭମାନଙ୍କ ବିରୁଦ୍ଧ ରେ ପଠାଇଲୁ। ସମାନେେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫରୋଇ ଦବୋ, ଯାହା ବର୍ଷଧରି ଖାଇୟାଇଛନ୍ତି।
Joel 2:31
ସଦାପ୍ରଭୁଙ୍କର ସହେି ମହାନ୍ ଓ ଅଦ୍ଭୁତ ଦିନର ଆଗମନ ରେ ସୂର୍ୟ୍ଯ ଅନ୍ଧକାରମଯ ଓ ଚନ୍ଦ୍ର ରକ୍ତବର୍ଣ୍ଣ ହାଇଯେିବେ।
Amos 1:2
ଆ ମଷେ କହିଲେ: ସିୟୋନ ରେ ସଦାପ୍ରଭୁ ସିଂହ ପରି ଗର୍ଜ୍ଜନ କରିବେ। ତାଙ୍କର ଉଚ୍ଚସ୍ବର ୟିରୁଶାଲମରେୁ ଗର୍ଜି ଉଠିବ। ଫଳ ରେ, ସବୁଜ ଗ୍ଭରଣ ଭୂମି ମଳିନ ଦଖାୟିବେ ଏବଂ ଶୁଖିୟିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହବେ।
Amos 5:18
ତୁମ୍ଭମାନଙ୍କ ମଧ୍ଯରୁ କେତକେ ସଦାପ୍ରଭୁଙ୍କର ବିଶଷଦେିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର ସହେି ବିଶଷଦେିବସଟି କବଳେ ଗ୍ଭରିଆଡୁ ଅନ୍ଧକାର ଆଣିବ, ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।
Amos 5:20
ସଦାପ୍ରଭୁଙ୍କର ବିଶଷଦେିନଟି ଆନନ୍ଦର ଦିନ ନ ହାଇେ ଦୁଃଖମଯ ହବେ। ଏହା ଆଲୋକିତ ନ ହାଇେ ଅନ୍ଧକାର ପୂର୍ଣ୍ଣ ହବେ।
Zephaniah 1:14
ସଦାପ୍ରଭୁଙ୍କର ସହେି ବିଶଷେ ଦିବସ ଖୁବ୍ ଶୀଘ୍ର ଆସୁଛି। ସହେିଦିନ ଅତି ସନ୍ନିକଟ। ବିଗ୍ଭରର ସହେି ବିଶଷେ ଦିବସ ରେ ଲୋକମାନେ ଏକ ଅତି ଦୁଃଖପୂର୍ଣ୍ଣ ଶଦ୍ଦ ଶୁଣିବେ। ଏପରିକି ଶକ୍ତିଶାଳୀ ସୈନ୍ଯମାନେ ଚିତ୍କାର କରି ଉଠିବେ।
2 Samuel 22:14
ସଦାପ୍ରଭୁ ଆକାଶ ମଧ୍ଯରକ୍ସ୍ଟ ଗର୍ଜ୍ଜନ କଲେ। ସର୍ବୋପରିସ୍ଥ ସେ ଆପଣା ଶଦ୍ଦ ରେ ଚତକ୍ସ୍ଟର୍ଦ୍ଦିଗ ପ୍ରକଐିତ କଲେ।