Joel 1:8
ଗୋଟିଏ କୁଆଁରୀକନ୍ଯା ପରି କାନ୍ଦ ଏବଂ ଦୁଃଖ କର ଯେପରି ତା'ର ବର ମରିଛି। ସେ ତା'ର ବିବାହ ପୋଷାକ ଖାଲିେ ଦେଉ ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ।
Joel 1:8 in Other Translations
King James Version (KJV)
Lament like a virgin girded with sackcloth for the husband of her youth.
American Standard Version (ASV)
Lament like a virgin girded with sackcloth for the husband of her youth.
Bible in Basic English (BBE)
Make sounds of grief like a virgin dressed in haircloth for the husband of her early years.
Darby English Bible (DBY)
Wail like a virgin girded with sackcloth for the husband of her youth.
World English Bible (WEB)
Mourn like a virgin dressed in sackcloth for the husband of her youth!
Young's Literal Translation (YLT)
Wail, as a virgin girdeth with sackcloth, For the husband of her youth.
| Lament | אֱלִ֕י | ʾĕlî | ay-LEE |
| like a virgin | כִּבְתוּלָ֥ה | kibtûlâ | keev-too-LA |
| girded | חֲגֻֽרַת | ḥăgurat | huh-ɡOO-raht |
| sackcloth with | שַׂ֖ק | śaq | sahk |
| for | עַל | ʿal | al |
| the husband | בַּ֥עַל | baʿal | BA-al |
| of her youth. | נְעוּרֶֽיהָ׃ | nĕʿûrêhā | neh-oo-RAY-ha |
Cross Reference
Isaiah 22:12
ତେଣୁ ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକମୁଣ୍ଡନ ଓ କଟିଦେଶ ରେ ଚଟବସ୍ତ୍ର ପରିଧାନ କରିବାକୁ ଡ଼ାକି କହିଲେ।
James 5:1
ଧନୀ ଲୋକେ ! ଶୁଣ ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ଯଧିକ କ୍ଲେଶ ତୁମ୍ଭ ଉପରେ ମାଡ଼ି ଆସୁଛି।
James 4:8
ପରମେଶ୍ବରଙ୍କ ନିକଟକୁ ଆସ, ତବେେ ସେ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ବର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।
Malachi 2:15
ପରମେଶ୍ବର ଉଭୟ ସ୍ବାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସମାନଙ୍କେୁ ଶରୀର ଓ ଆତ୍ମା ରେ ଏକ ହବୋ ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ବର ଧର୍ମପରାଯଣ ସନ୍ତାନ ସନ୍ତତି ଗ୍ଭହାଁନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ବସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ୟୁବାବସ୍ଥା ରେ ବିବାହ କରିଛ।
Amos 8:10
ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସ ରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପ ରେ ପରିଣତ ହବେ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ଯୁ ରେ ଯେପରି ଆକୁଳ କ୍ରନ୍ଦନ କରାୟାଏ ସହେିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହବେ।
Joel 2:12
ଏହା ସଦାପ୍ରଭୁଙ୍କର ବାର୍ତ୍ତା: ବର୍ତ୍ତମାନ ତୁମ୍ଭମାନେେ ସର୍ବାନ୍ତକରଣ ରେ ଆମ୍ଭ ନିକଟକୁ ଫରେିଆସ। ମନ୍ଦ କର୍ମ କରିଥିଲ ବୋଲି ବିଳାପ କର। ସେଥିପାଇଁ ଉପବାସ କରି ପ୍ରାର୍ଥନା କର।
Joel 1:13
ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ବର ରେ ବିଳାପ କର। ହେ ୟଜ୍ଞବଦେୀର ପରିଗ୍ଭଳକ ଗଣ, ତୁମ୍ଭମାନେେ ଚଟ ବସ୍ତ୍ର ପରିଧାନ କରି ରାତ୍ରିୟାପନ କର। କାରଣ ପରମେଶ୍ବରଙ୍କ ମନ୍ଦିର ରେ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ମିଳିବ ନାହିଁ।
Jeremiah 9:17
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ବିବଚେନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡ଼ାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।
Jeremiah 3:4
କିନ୍ତୁ ତୁମ୍ଭେ ଆମ୍ଭକୁ ଏହି ସମୟଠାରୁ ପ୍ରାର୍ଥନା କରି କହିବ, ହେ ମାରେ 'ପିତା', 'ତୁମ୍ଭେ ମାରେ ବାଲ୍ଯକାଳର ପଥପ୍ରଦର୍ଶକ।'
Isaiah 32:11
ହେ ଶାନ୍ତିପ୍ରିଯ ନାରୀଗଣ, ତୁମ୍ଭମାନେେ କମ୍ପିତା ହବେ। ହେ ନିଶ୍ଚିତା ନାରୀଗଣ, ତୁମ୍ଭମାନେେ ଉଦ୍ ବିଗ୍ନା ହବେ। ତୁମ୍ଭମାନଙ୍କର ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ କଟି ଦେଶ ରେ ଚଟ ବାନ୍ଧ।
Isaiah 24:7
ଦ୍ରାକ୍ଷାଲତା ମ୍ଲାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହାଇୟୋଇଛି। ଯେଉଁ ଲୋକମାନଙ୍କର ହୃଦଯ ଖୁସିଥିଲା ବର୍ତ୍ତମାନ ସମାନେେ ୟନ୍ତ୍ରଣା ରେ ଗଁ ଗଁ କରୁଛନ୍ତି।
Proverbs 2:17
ସେ ୟୁବାବସ୍ଥା ରେ ବିବାହ କରିଥିବ। କିନ୍ତୁ ସେ ତା'ର ସ୍ବାମୀକୁ ଛାଡ଼ି ଥିବ। ପରମେଶ୍ବରଙ୍କ ଠା ରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ୟିବ।