Job 40:15
ଆୟୁବ, ତୁମ୍ଭେ ବ ହମୋେତକୁ ଦେଖ। ମୁଁ ପରମେଶ୍ବର, ସହେି ବ ହମୋେତକୁ ସୃଷ୍ଟି କରିଛି ଓ ତୁମ୍ଭକୁ ମଧ୍ଯ ମୁଁ ସୃଷ୍ଟି କରିଛି। ବ ହମୋେତ ଗାଈପରି ଘାସ ଖାଏ।
Job 40:15 in Other Translations
King James Version (KJV)
Behold now behemoth, which I made with thee; he eateth grass as an ox.
American Standard Version (ASV)
Behold now, behemoth, which I made as well as thee; He eateth grass as an ox.
Bible in Basic English (BBE)
He takes the produce of the mountains, where all the beasts of the field are at play.
Darby English Bible (DBY)
See now the behemoth, which I made with thee: he eateth grass as an ox.
Webster's Bible (WBT)
Surely the mountains bring him forth food, where all the beasts of the field play.
World English Bible (WEB)
"See now, behemoth, which I made as well as you. He eats grass as an ox.
Young's Literal Translation (YLT)
Lo, I pray thee, Behemoth, that I made with thee: Grass as an ox he eateth.
| Behold | הִנֵּה | hinnē | hee-NAY |
| now | נָ֣א | nāʾ | na |
| behemoth, | בְ֭הֵמוֹת | bĕhēmôt | VEH-hay-mote |
| which | אֲשֶׁר | ʾăšer | uh-SHER |
| I made | עָשִׂ֣יתִי | ʿāśîtî | ah-SEE-tee |
| with | עִמָּ֑ךְ | ʿimmāk | ee-MAHK |
| eateth he thee; | חָ֝צִ֗יר | ḥāṣîr | HA-TSEER |
| grass | כַּבָּקָ֥ר | kabbāqār | ka-ba-KAHR |
| as an ox. | יֹאכֵֽל׃ | yōʾkēl | yoh-HALE |
Cross Reference
Genesis 1:24
ଏହାପରେ ପରମେଶ୍ବର କହିଲେ, ନିଜ ଜାତି ଅନୁସାରେ ପୃଥିବୀ ଜୀବିତ ପ୍ରାଣୀ ଉତ୍ପାଦନ କରୁ। ଜାତି ଶ୍ ରଣେୀ ଅନୁସାରେ ବନ୍ଯଜନ୍ତୁଗଣ ଉତ୍ପନ୍ନ ହୁଅନ୍ତୁ। ଏହାପରେ ସହେିପରି ହେଲା।
Job 39:8
ବଣୁଆ ଗଧମାନେ ପାହାଡ଼ ରେ ବାସ କରନ୍ତି, ତାହା ସମାନଙ୍କେ ଚରିବା ସ୍ଥାନ। ସହେି ସ୍ଥାନ ରେ ସମାନେେ ତାଙ୍କର ଖାଦ୍ୟ ଅନୁସନ୍ଧାନ କରନ୍ତି।
Job 40:20
ବ ହମୋେତ ପାହାଡ଼ ଉପରେ ଜନ୍ମିଥିବା ଘାସ ଖାଏ। ଯେଉଁଠା ରେ ଜଙ୍ଗଲୀ ପ୍ରାଣୀମାନେ ଖୋଜାବୁଲା କରନ୍ତି।
Psalm 104:14
ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ ଓ ମନୁଷ୍ଯର ସବୋ ନିମନ୍ତେ ବୃକ୍ଷ ଅଙ୍କୁରିତ କର। ଏହିପରି ଭାବରେ ସମାନେେ ପୃଥିବୀରୁ ଖାଦ୍ୟ ପାଆନ୍ତି।