Job 36:3
ମାରେ ଜ୍ଞାନ ମୁଁ ସମସ୍ତଙ୍କ ମଧିଅରେ ବାଣ୍ଟି ଦବେି। ପରମେଶ୍ବର ମାେତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦବେି ଯେ ପରମେଶ୍ବର ନ୍ଯାଯନିଷ୍ଠ।
Job 36:3 in Other Translations
King James Version (KJV)
I will fetch my knowledge from afar, and will ascribe righteousness to my Maker.
American Standard Version (ASV)
I will fetch my knowledge from afar, And will ascribe righteousness to my Maker.
Bible in Basic English (BBE)
I will get my knowledge from far, and I will give righteousness to my Maker.
Darby English Bible (DBY)
I will fetch my knowledge from afar, and will ascribe righteousness to my Creator.
Webster's Bible (WBT)
I will bring my knowledge from afar, and will ascribe righteousness to my Maker.
World English Bible (WEB)
I will get my knowledge from afar, And will ascribe righteousness to my Maker.
Young's Literal Translation (YLT)
I lift up my knowledge from afar, And to my Maker I ascribe righteousness.
| I will fetch | אֶשָּׂ֣א | ʾeśśāʾ | eh-SA |
| my knowledge | דֵ֭עִי | dēʿî | DAY-ee |
| from afar, | לְמֵרָח֑וֹק | lĕmērāḥôq | leh-may-ra-HOKE |
| ascribe will and | וּ֝לְפֹעֲלִ֗י | ûlĕpōʿălî | OO-leh-foh-uh-LEE |
| righteousness | אֶֽתֵּֽן | ʾettēn | EH-TANE |
| to my Maker. | צֶֽדֶק׃ | ṣedeq | TSEH-dek |
Cross Reference
Revelation 15:3
ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :
Deuteronomy 32:4
ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।
Psalm 11:7
କିନ୍ତୁ ସଦାପ୍ରଭୁ ସବୁବେଳେ ଧର୍ମର ପଥ ଅନୁସରଣ କରନ୍ତି ଏବଂ ଯେଉଁମାନେ ଧର୍ମର ପଥରେ ଚାଲନ୍ତି ଓ ପ୍ରମେ କରନ୍ତି। ସହେିମାନେ ହିଁ ତାଙ୍କର ମୁଖ ଦର୍ଶନ କରିପାରିବେ।
Psalm 145:17
ସଦାପ୍ରଭୁ ୟାହା କିଛି କରନ୍ତି ତାହା ଉତ୍ତମ ଓ ତାଙ୍କର ନିଜର ସମସ୍ତ କାର୍ୟ୍ଯ ବିଶ୍ବସ୍ତତାକୁ ପ୍ରଦର୍ଶନ କରେ।
James 1:5
କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।
James 1:17
ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।
James 3:17
କିନ୍ତୁ ପରମେଶ୍ବରଙ୍କଠାରୁ ଆସିଥିବା ଜ୍ଞାନ ଏହିପରି : ପ୍ରଥମ ରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟ ରେ ପଡ଼ିଛନ୍ତି, ଏହି ଜ୍ଞାନ ସମାନଙ୍କେୁ ସାହାୟ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ।
Romans 10:6
କିନ୍ତୁ ବିଶ୍ବାସ ଦ୍ବାରା ଧାର୍ମିକ ହବୋ ବିଷୟ ରେ ଶାସ୍ତ୍ର ଏହିପରି କୁ ହେ: ନିଜେ ନିଜକୁ ପଚ୍ଭାର ନାହିଁ ଯେ 'ସ୍ବର୍ଗକୁ କିଏ ୟିବ?'(ଅର୍ଥାତ୍ କିଏ ସ୍ବର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?)
Romans 9:14
ତା' ହେଲେ ଏ ବିଷୟ ରେ ଆମ୍ଭେ କଣ କହିବା? କ'ଣ ପରମେଶ୍ବର ଅନ୍ଯାଯୀ?
Romans 3:25
ଲୋକମାନଙ୍କୁ ବିଶ୍ବାସ ଜରିଆ ରେ, ପାପରୁ କ୍ଷମା କରିବା ଉଦ୍ଦେଶ୍ଯ ରେ ପରମେଶ୍ବର ଯୀଶୁଙ୍କୁ ପଥ ଭାବରେ ଦଇେଥିଲେ। ଯୀଶୁଙ୍କ ରକ୍ତ ବା ମୃତ୍ଯୁ ଦ୍ବାରା ପରମେଶ୍ବର କ୍ଷମା କରନ୍ତି। ଯୀଶୁଙ୍କୁ ଦବୋ ଦ୍ବାରା ଏହା ପ୍ରମାଣିତ କରେ ଯେ ପରମେଶ୍ବର ସର୍ବଦା ନ୍ଯାୟ କରନ୍ତି।
Acts 8:27
ଫିଲିପ୍ପ ପ୍ରସ୍ତୁତ ହାଇେ ବାହାରିଲେ। ସହେି ରାସ୍ତା ରେ ଜଣେ ନପୁଂସକ ସଙ୍ଗ ରେ ଦଖାେ ହେଲା। ସହେି ନଫୁସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଚ଼ାରୀ ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାଯିତ୍ବ ରେ ଥିଲେ। ନଫୁସକ ଜଣକ ଉପାସନା କରିବା ପାଇଁ ୟିରୂଶାଲମକୁ ଯାଇଥିଲେ।
Matthew 12:42
ଯେଉଁ ଦିନ ବିଚ଼ାର ହବେ ସେ ଦିନ ଦକ୍ଷିଣର ରାଣୀ ପର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସେ ଶଲମାନଙ୍କେ ଜ୍ଞାନର କଥା ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ। ଏବଂ ମୁଁ ତୁମ୍ଭକୁ କହୁଛି ଯେ ମୁଁ ଶଲମାନଙ୍କେଠାରୁ ଅଧିକ ମହାନ୍।
Matthew 2:1
ହରେୋଦ ଙ୍କ ରାଜତ୍ବକାଳ ରେ ୟିହୂଦା ରାଜ୍ଯର ବେଥ୍ଲହେିମ ନଗର ରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହବୋ ପରେ ପୂର୍ବ ଦେଶର କେତକେ ପଣ୍ଡିତ ୟିରୁଶାଲମକୁ ଆସିଲେ.
Daniel 9:14
ସଦାପ୍ରଭୁ ଆମ୍ଭମାନଙ୍କ ଅମଙ୍ଗଳାର୍ଥେ ଜାଗ୍ରତ ହାଇେ ଏହି ସମସ୍ତ ଘଟାଇ ଅଛନ୍ତି। ଆମ୍ଭମାନେେ କରିଥିବା ସମସ୍ତ ପାପ ପାଇଁ ଆମ୍ଭକୁ ଦଣ୍ତିତ କରିବା ଯଥାର୍ଥତା ଅଟେ। ମାତ୍ର ଆମ୍ଭମାନେେ ତାହାଙ୍କ ବାକ୍ଯ ପ୍ରତି ଧ୍ଯାନ ଦଇନୋହୁଁ।
Job 28:12
କିନ୍ତୁ କେଉଁଠି ଜଣେ ଲୋକ ଜ୍ଞାନ ପାଇବ ? କେଉଁଠାକୁ ଆମ୍ଭେ ୟିବା ଜ୍ଞାତ ହବୋ ପାଇଁ ?
Job 28:20
ତବେେ ଜ୍ଞାନ କେଉଁଠାରୁ ଆ ସେ ? ବୁଝିବାର ସ୍ଥାନ କାହିଁ ?
Job 32:2
କିନ୍ତୁ ସଠାେରେ ଜଣେ ୟୁବକ ଇଲୀହୁ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀଯ ନାମକ ଜଣେ ବ୍ଯକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାହିଁକି ? କାରଣ ଆୟୁବ ନିଜେ ଠିକ୍ ବୋଲି ଘାଷେଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ବର ଭୁଲ୍।
Job 32:8
କିନ୍ତୁ ମଣିଷ ଭିତ ରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ବାସ ଯାହା ସମାନଙ୍କେୁ ସମସ୍ତ ବୁଝାମଣା ଦଇେଥାଏ।
Job 34:5
ଆୟୁବ କ ହେ, 'ମୁଁ ଆୟୁବ, ମୁଁ ନିରପରାଧୀ ଅଟେ। ଏବଂ ପରମେଶ୍ବର ମାେ' ପ୍ରତି ଉଚିତ୍ ନ୍ଯାଯ କରି ନାହାଁନ୍ତି।
Job 34:10
ତୁମ୍ଭମାନେେ ବୁଝାମଣା ସମ୍ପନ୍ନ ମଣିଷ ମାେ କଥା ଶୁଣ। କୌଣସି ମନ୍ଦ କାର୍ୟ୍ଯ କରିବା ଅର୍ଥାତ୍ ପରମେଶ୍ବରଙ୍କ ଦ୍ବାରା ଅସମ୍ଭବ! ସର୍ବଶକ୍ତିମାନ ପରମେଶ୍ବର କୌଣସି ଭୁଲ କରନ୍ତି ନାହିଁ।
Job 37:23
ସର୍ବଶକ୍ତିମାନ ପରମେଶ୍ବର ମହାନ ଅଟନ୍ତି। ଆମ୍ଭେ ପରମେଶ୍ବରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଚାରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦବୋକୁ ଚାହାଁନ୍ତି ନାହିଁ।
Proverbs 2:4
ନ୍ଯାଯ ରୂପା ତୁଲ୍ଯ ଅଟେ, ତାକୁ ଖାଜେ। ପୋତାଧନ ପରି ତା'ର ଅନେଷ୍ବଣ କର।
Jeremiah 12:1
ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?
Daniel 9:7
ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ଯାଯ ରେ ଆମ୍ଭମାନେେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧ ରେ ସତ୍ଯ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ୟିରୁଶାଲମ ନିବାସୀ, ତୁମ୍ଭ ଦ୍ବାରା ବିତାଡିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇଶ୍ରାୟେଲ ଲୋକ ଲଜ୍ଜାର ପାତ୍ର।
Job 8:3
ପରମେଶ୍ବର କ'ଣ ବିଚାରର ବିପରୀତ କରନ୍ତି କି ? ଅଥବା ସର୍ବଶକ୍ତିମାନ ନ୍ଯାଯର ବିପରୀତ କରନ୍ତି କି ?