Job 27:12
ତୁମ୍ଭେ ନିଜ ଆଖି ରେ ପରମେଶ୍ବରଙ୍କ ଶକ୍ତି ଦେଖିଛ। ତେଣୁ କାହିଁକି ତୁମ୍ଭେ ସହେି ବାଜେ କଥା କହୁଛ ?
Job 27:12 in Other Translations
King James Version (KJV)
Behold, all ye yourselves have seen it; why then are ye thus altogether vain?
American Standard Version (ASV)
Behold, all ye yourselves have seen it; Why then are ye become altogether vain?
Bible in Basic English (BBE)
Truly, you have all seen it yourselves; why then have you become completely foolish?
Darby English Bible (DBY)
Behold, ye yourselves have all seen [it]; and why are ye thus altogether vain?
Webster's Bible (WBT)
Behold, all ye yourselves have seen it; why then are ye thus altogether vain?
World English Bible (WEB)
Behold, all of you have seen it yourselves; Why then have you become altogether vain?
Young's Literal Translation (YLT)
Lo, ye -- all of you -- have seen, And why `is' this -- ye are altogether vain?
| Behold, | הֵן | hēn | hane |
| all | אַתֶּ֣ם | ʾattem | ah-TEM |
| ye yourselves | כֻּלְּכֶ֣ם | kullĕkem | koo-leh-HEM |
| have seen | חֲזִיתֶ֑ם | ḥăzîtem | huh-zee-TEM |
| why it; | וְלָמָּה | wĕlommâ | veh-loh-MA |
| then are ye thus | זֶּ֝֗ה | ze | zeh |
| altogether | הֶ֣בֶל | hebel | HEH-vel |
| vain? | תֶּהְבָּֽלוּ׃ | tehbālû | teh-ba-LOO |
Cross Reference
Job 6:25
ସାଧୁ ବାକ୍ଯ ବଡ଼ ଶକ୍ତିଶାଳୀ, କିନ୍ତୁ ତୁମ୍ଭର ୟୁକ୍ତି କିଛି ପ୍ରମାଣ କରୁନାହିଁ।
Ecclesiastes 8:14
ପୃଥିବୀ ରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କବେେ କବେେ ଧାର୍ମିକମାନଙ୍କୁ ଏପରି ବ୍ଯବହାର କରାୟାଏ, ସତେ ଯେପରି ସମାନେେ ଦୁଷ୍ଟ ଭାବରେ କାର୍ୟ୍ଯ କରିଛନ୍ତି। ସମୟ ସମୟରେ ଦୁଷ୍ଟ ଲୋକମାନଙ୍କୁ ଏମିତି ବ୍ଯବହାର କରାୟାଏ, ସତେ ଯେପରି ସମାନେେ ନ୍ଯାଯୋଚିତ କାର୍ୟ୍ଯ କରିଛନ୍ତି। ତା'ପ ରେ ମୁଁ କହିଲି, ଏହା ଅସାର ଅଟେ।
Job 26:2
କମେିତି ତୁମ୍ଭେ ଜଣକୁ ସାହାୟ୍ଯ କରିଛ, ଯାହାର ଶକ୍ତି ନାହିଁ ? ତୁମ୍ଭେ କମେିତି ଜଣକୁ ସାହାୟ୍ଯ କଲ ଯାହାର ବାହୁ ରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ଯ ନାହିଁ।
Job 21:28
ତୁମ୍ଭେ ମାେତେ କହିପାର, 'ଜଣେ ଭଲ ଲୋକର ଗୃହକୁ ମାେତେ ଦଖାେଅ। ମାେତେ ମନ୍ଦ ଲୋକ ଯେଉଁଠା ରେ ବାସ କରନ୍ତି ଦଖାେଅ।'
Job 21:3
ମୁଁ କହିଲା ବେଳେ ର୍ଧୈୟ୍ଯ ଧରି ଶୁଣ। ମୁଁ କହିସାରିଲା ପରେ ତୁମ୍ଭେ ମାେ କଥାକୁ ବ୍ଯଙ୍ଗ କରିପାର।
Job 19:2
ତୁମ୍ଭେ କେତେ କାଳ ମାେତେ ଆଘାତ କରିବ ଏବଂ ତୁମ୍ଭ ବାକ୍ଯ ଦ୍ବାରା ଭାଙ୍ଗିବ ?
Job 17:2
ଲୋକମାନେ ମାେ ଚାରିପାଖ ରେ ଛିଡ଼ା ହାଇେ ହସୁଛନ୍ତି। ମୁଁ ସମାନଙ୍କେୁ ଦେଖୁଛି ସମାନେେ ଯେତବେେଳେ ମାେତେ ପରିହାସ ଏବଂ ଅପମାନ କରୁଛନ୍ତି।
Job 16:3
ତୁମ୍ଭର ଶୂନ୍ଯ ବାକ୍ଯର କ'ଣ ଅନ୍ତ ହବେ ନାହିଁ। ତୁମ୍ଭକୁ ୟୁକ୍ତି କରିବାକୁ କ'ଣ ପ୍ରବର୍ତ୍ତାଉଛି ମାେତେ ଉତ୍ତର ଦିଅ।
Job 13:4
କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।
Ecclesiastes 9:1
ମୁଁ ଏହିସବୁ ବିଷଯ ରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସମାନଙ୍କେ କାର୍ୟ୍ଯ ପରମେଶ୍ବରଙ୍କ ହାତ ରେ। କହେି ଜାଣେ ନାହିଁ, ତାକୁ ପ୍ ରମେ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ ରେ ନିର୍ଭର କରେ। ଏପରିକି ସମାନଙ୍କେର ପ୍ ରମେ ଓ ଘୃଣା ପରମେଶ୍ବରଙ୍କ ହାତ ରେ ଅଛି।