Job 26:9
ପରମେଶ୍ବର ପୂର୍ଣ୍ଣମୀ ଚନ୍ଦ୍ରର ମୁଖକୁ ଘାଡ଼ୋଇ ଦିଅନ୍ତି। ସେ ତାହାକୁ ବାଦଲ ଦ୍ବାରା ଆଚ୍ଛାଦିତ କରି ଲୁଚାଇ ପକାନ୍ତି।
Job 26:9 in Other Translations
King James Version (KJV)
He holdeth back the face of his throne, and spreadeth his cloud upon it.
American Standard Version (ASV)
He incloseth the face of his throne, And spreadeth his cloud upon it.
Bible in Basic English (BBE)
By him the face of his high seat is veiled, and his cloud stretched out over it.
Darby English Bible (DBY)
He covereth the face of his throne, he spreadeth his cloud upon it.
Webster's Bible (WBT)
He holdeth back the face of his throne, and spreadeth his cloud upon it.
World English Bible (WEB)
He encloses the face of his throne, And spreads his cloud on it.
Young's Literal Translation (YLT)
Taking hold of the face of the throne, Spreading over it His cloud.
| He holdeth back | מְאַחֵ֥ז | mĕʾaḥēz | meh-ah-HAZE |
| the face | פְּנֵי | pĕnê | peh-NAY |
| throne, his of | כִסֵּ֑ה | kissē | hee-SAY |
| and spreadeth | פַּרְשֵׁ֖ז | paršēz | pahr-SHAZE |
| his cloud | עָלָ֣יו | ʿālāyw | ah-LAV |
| upon | עֲנָנֽוֹ׃ | ʿănānô | uh-na-NOH |
Cross Reference
Psalm 97:2
ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି।
Exodus 20:21
ଲୋକମାନେ ସେତବେେଳେ ସହେି ପବିତ୍ର ପର୍ବତଠାରୁ ଦୂର ରେ ରହିଲେ, ଯେ ତବେଳେ ମାଶାେ ସହେି ପର୍ବତ ଉପରକୁ, ଘନ ମେଘ ମଧ୍ଯକୁ ପରମେଶ୍ବରଙ୍କୁ ସାକ୍ଷାତ କରିବା ପାଇଁ ଗଲେ।
Exodus 33:20
କିନ୍ତୁ ତୁମ୍ଭେ ତୁମ୍ଭର ମୁଖ ଦେଖିପାରିବ ନାହିଁ। କାରଣ କହେି ମାେତେ ଦେଖିଲେ ଜୀବିତ ରହି ପାରିବେ ନାହିଁ।
Exodus 34:3
ତୁମ୍ଭ ସହିତ ଆଉ କୌଣସି ଲୋକ ୟିବା ଉଚିତ୍ ନୁହେଁ। ଏବଂ ଏହି ପର୍ବତ ରେ କହେି ନରହୁ, ଏପରିକି ଗୋମଷୋଦି ମଧ୍ଯ ପର୍ବତ ଚତୁଃପାଶର୍ବ ରେ ଚରିବା ଉଚିତ୍ ନୁହେଁ।
1 Kings 8:12
ତା'ପରେ ଶଲୋମନ କହିଲେ, ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ୟ୍ଯକୁ ସୂଷ୍ଟି କରିଅଛନ୍ତି ମାତ୍ର ସେ ଘୋର ଅନ୍ଧକାର ମେଘ ରେ ବାସ କରିବାକୁ ପସନ୍ଦ କରନ୍ତି
Job 22:14
ଘନ ବାଦଲ ପରମେଶ୍ବରଙ୍କୁ ଆମ୍ଭଠାରୁ ଲୁଚାଇ ରେଖ, ତେଣୁ ସେ ଆମ୍ଭକୁ ଦେଖିପାରନ୍ତି ନାହିଁ। ସେ ଆକାଶ ସୀମାର ଉପରେ ଚାଲି ପାରନ୍ତି ?
Habakkuk 3:3
ପରମେଶ୍ବର ତୈମନରୁ ଆସୁଛନ୍ତି। ସହେି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସଦାପ୍ରଭୁଙ୍କ ମହିମା ସ୍ବର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।
1 Timothy 6:16
ପରମେଶ୍ବର ଅମର ଅଟନ୍ତି। ପରମେଶ୍ବର ଏତେ ଉଜ୍ଜ୍ବଳ ପ୍ରକାଶ ମଧିଅରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ପରମେଶ୍ବରଙ୍କୁ ମଧ୍ଯ ଦେଖି ପାରିବେ ନାହିଁ। ପରମେଶ୍ବରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ୟ୍ଯନ୍ତ ପ୍ରକାଶ ପାଉ। ଆମେନ୍।