Job 21:9
ସମାନଙ୍କେ ଘର ସବୁ ନିରାପଦ ଥାଏ। ସମାନେେ କାହାରିକି ଭୟ କରନ୍ତି ନାହିଁ। ପରମେଶ୍ବର ମଧ୍ଯ ସମାନଙ୍କେୁ ଶାସ୍ତି ଦବୋକୁ ବାଡ଼ିଟିଏ ବ୍ଯବହାର କରନ୍ତି ନାହିଁ।
Job 21:9 in Other Translations
King James Version (KJV)
Their houses are safe from fear, neither is the rod of God upon them.
American Standard Version (ASV)
Their houses are safe from fear, Neither is the rod of God upon them.
Bible in Basic English (BBE)
Their houses are free from fear, and the rod of God does not come on them.
Darby English Bible (DBY)
Their houses are safe from fear, neither is the rod of +God upon them.
Webster's Bible (WBT)
Their houses are safe from fear, neither is the rod of God upon them.
World English Bible (WEB)
Their houses are safe from fear, Neither is the rod of God upon them.
Young's Literal Translation (YLT)
Their houses `are' peace without fear, Nor `is' a rod of God upon them.
| Their houses | בָּתֵּיהֶ֣ם | bottêhem | boh-tay-HEM |
| are safe | שָׁל֣וֹם | šālôm | sha-LOME |
| from fear, | מִפָּ֑חַד | mippāḥad | mee-PA-hahd |
| neither | וְלֹ֤א | wĕlōʾ | veh-LOH |
| rod the is | שֵׁ֖בֶט | šēbeṭ | SHAY-vet |
| of God | אֱל֣וֹהַּ | ʾĕlôah | ay-LOH-ah |
| upon | עֲלֵיהֶֽם׃ | ʿălêhem | uh-lay-HEM |
Cross Reference
Job 9:34
ମୁଁ ଚା ହେଁ କହେି ପରମେଶ୍ବରଙ୍କ ଦଣ୍ଡ ଦବୋର ବାଡ଼ିଟିକୁ ତାଙ୍କଠାରୁ ନଇେ ୟାଆନ୍ତା ? ତବେେ ପରମେଶ୍ବର ମାେତେ ଭୟଭୀତ କରନ୍ତେ ନାହିଁ।
Psalm 73:5
ସହେି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ। ସମାନେେ ଅନ୍ୟ ମନୁଷ୍ଯମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
Job 15:21
ପ୍ରେତ୍ୟକକ ଶବ୍ଦ ତା'ର ଭୟ ସଞ୍ଚାର କରେ। ତା'ର ଶତ୍ରୁ ତାକୁ ଆକ୍ରମଣ କରନ୍ତି, ଯେତବେେଳେ ସେ ନିଜକୁ ନିରାପଦ ମଣୁଥାଏ।
Job 18:11
ଭୟଙ୍କରତା ତାଙ୍କ ଚାରିପାଖ ରେ ଅପେକ୍ଷା କରିଛି, ଭୟ ତାଙ୍କର ପ୍ରତିଟି ପଦକ୍ଷପକେୁ ଗୋଡ଼ଇବେ।
Psalm 73:19
ହଠାତ୍ ସମାନେେ ଧ୍ବଂସରେ ପଡ଼ିୟାନ୍ତି। ସମାନେେ ଭୟଙ୍କର ଘଟଣାରେ ଲୋପ ପାଇଲେ।
Isaiah 57:19
ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ। ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକପ୍ରତି ଶାନ୍ତି' ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।