Job 13:5
ମୁଁ ଚା ହେଁ ତୁମ୍ଭେ ଅନ୍ତତଃ ନିରବ ରୁହ ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।
Job 13:5 in Other Translations
King James Version (KJV)
O that ye would altogether hold your peace! and it should be your wisdom.
American Standard Version (ASV)
Oh that ye would altogether hold your peace! And it would be your wisdom.
Bible in Basic English (BBE)
If only you would keep quiet, it would be a sign of wisdom!
Darby English Bible (DBY)
Oh that ye would be altogether silent! and it would be your wisdom.
Webster's Bible (WBT)
O that ye would altogether hold your peace and it would be your wisdom.
World English Bible (WEB)
Oh that you would be completely silent! Then you would be wise.
Young's Literal Translation (YLT)
O that ye would keep perfectly silent, And it would be to you for wisdom.
| O that ye would | מִֽי | mî | mee |
| altogether | יִ֭תֵּן | yittēn | YEE-tane |
| peace! your hold | הַחֲרֵ֣שׁ | haḥărēš | ha-huh-RAYSH |
| and it should be | תַּחֲרִישׁ֑וּן | taḥărîšûn | ta-huh-ree-SHOON |
| your wisdom. | וּתְהִ֖י | ûtĕhî | oo-teh-HEE |
| לָכֶ֣ם | lākem | la-HEM | |
| לְחָכְמָֽה׃ | lĕḥokmâ | leh-hoke-MA |
Cross Reference
Proverbs 17:28
ଅଜ୍ଞାନମାନେ ଚୁପ୍ ରହିଲେ ଜ୍ଞାନବାନ ଗଣିତ ହୁଏ। ପୁଣି ସେ ଆପଣା କଥା ବନ୍ଦ କଲେ ବୁଦ୍ଧିମାନ ଗଣିତ ହୁଏ।
James 1:19
ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।
Ecclesiastes 5:3
ବହୁତ ଦୁଃଖରୁ ଅନକେ ଦୁସ୍ବପ୍ନ ଆ ସେ ଏବଂ ଜଣେ ମୂର୍ଖ ବହୁତ କ ହେ।
Job 13:13
ତୁମ୍ଭେ ଚୁପ ରୁହ ଏବଂ ମାେତେ କହିବାକୁ ଦିଅ। ଯାହା ମାେ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।
Amos 5:13
ସେତବେେଳେ ଜ୍ଞାନୀ ବ୍ଯକ୍ତିମାନେ ନୀରବ ରହିବେ କାରଣ ସମୟ ଅତି ମନ୍ଦ ଅଟେ।
Job 32:1
ଏହାପରେ ଆୟୁବର ତିନି ବନ୍ଧୁ ଉତ୍ତର ଦବୋକୁ କ୍ଷାନ୍ତ ହେଲେ। କାରଣ ସମାନେେ ଦେଖିଲେ, ଆୟୁବ ନିଜ ଆଖି ରେ ଧାର୍ମିକ ଅଟେ।
Job 21:2
ମୁଁ ଯାହା କହୁଛି ମନଦଇେ ଶୁଣ। ତାହା ତୁମ୍ଭମାନଙ୍କର ମାେ ପ୍ରତି ସାନ୍ତ୍ବନା ହେଉ।
Job 19:2
ତୁମ୍ଭେ କେତେ କାଳ ମାେତେ ଆଘାତ କରିବ ଏବଂ ତୁମ୍ଭ ବାକ୍ଯ ଦ୍ବାରା ଭାଙ୍ଗିବ ?
Job 18:2
ଆୟୁବ ତୁମ୍ଭେ କେତବେେଳେ କଥା କହିବା ବନ୍ଦ କରିବ। ତୁମ୍ଭେ ଚୁପ ହୁଅ ଏବଂ ଶୁଣ। ଆମ୍ଭକୁ କିଛି କହିବାକୁ ଦିଅ।
Job 16:3
ତୁମ୍ଭର ଶୂନ୍ଯ ବାକ୍ଯର କ'ଣ ଅନ୍ତ ହବେ ନାହିଁ। ତୁମ୍ଭକୁ ୟୁକ୍ତି କରିବାକୁ କ'ଣ ପ୍ରବର୍ତ୍ତାଉଛି ମାେତେ ଉତ୍ତର ଦିଅ।
Job 11:3
ତୁମ୍ଭେ କ'ଣ ଭାବୁଛ ଆୟୁବ ଆମ୍ଭ ପାଖ ରେ ତୁମ୍ଭକୁ ଉତ୍ତର ଦବୋକୁ କିଛି ନାହିଁ। ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କଲ, ଲୋକେ କ'ଣ ତୁମ୍ଭକୁ ଚତାବେନୀ ନ ଶୁଣାଇ ନୀରବ ରେ ତାହା ସହ୍ଯ କରିବେ।