Job 10:16
ଯଦି ମାେ ଜୀବନ ରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟକେି ବାଟ ଚାଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମାେ ବିରୁଦ୍ଧ ରେ ପ୍ରଯୋଗ କରୁଛ।
Job 10:16 in Other Translations
King James Version (KJV)
For it increaseth. Thou huntest me as a fierce lion: and again thou shewest thyself marvellous upon me.
American Standard Version (ASV)
And if `my head' exalt itself, thou huntest me as a lion; And again thou showest thyself marvellous upon me.
Bible in Basic English (BBE)
And that if there was cause for pride, you would go after me like a lion; and again put out your wonders against me:
Darby English Bible (DBY)
And it increaseth: thou huntest me as a fierce lion; and ever again thou shewest thy marvellous power upon me.
Webster's Bible (WBT)
For it increaseth. Thou huntest me as a fierce lion: and again thou showest thyself wonderful upon me.
World English Bible (WEB)
If my head is held high, you hunt me like a lion. Again you show yourself powerful to me.
Young's Literal Translation (YLT)
And it riseth -- as a lion Thou huntest me. And Thou turnest back -- Thou shewest Thyself wonderful in me.
| For it increaseth. | וְ֭יִגְאֶה | wĕyigʾe | VEH-yeeɡ-eh |
| Thou huntest | כַּשַּׁ֣חַל | kaššaḥal | ka-SHA-hahl |
| lion: fierce a as me | תְּצוּדֵ֑נִי | tĕṣûdēnî | teh-tsoo-DAY-nee |
| and again | וְ֝תָשֹׁ֗ב | wĕtāšōb | VEH-ta-SHOVE |
| marvellous thyself shewest thou | תִּתְפַּלָּא | titpallāʾ | teet-pa-LA |
| upon me. | בִֽי׃ | bî | vee |
Cross Reference
Isaiah 38:13
ମୁଁ ସାହାୟ୍ଯ ପାଇଁ ପ୍ରଭାତ ପର୍ୟ୍ଯନ୍ତ କ୍ରନ୍ଦନ କଲି। ଯେପରି ସିଂହା ମାରେ ଅସ୍ଥିସବୁ ଚୂର୍ଣ୍ଣ କରୁଅଛି। ଏକ ଦିବାରାତ୍ର ସ୍ବଳ୍ପ ସମୟ ମଧିଅରେ ତୁମ୍ଭେ ମାେତେ ଶଷେ କରିବ।
Lamentations 3:10
ସଦାପ୍ରଭୁ ମାେ' ପ୍ରତି ଗୋଟିଏ ଭାଲୁ ସଦୃଶ, ୟିଏ ସତର୍କ ରେ ୟାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁ ହେ, ସହେିପରି ଗୋଟିଏ ସିଂହ ସଦୃଶ ଅଟନ୍ତି।
Job 5:9
ଲୋକେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯକର୍ମକୁ ବୁଝିପାରନ୍ତି ନାହିଁ କି ତାଙ୍କର ଅଲୌକିକ କାର୍ୟ୍ଯର ମଧ୍ଯ ଅନ୍ତ ନାହିଁ।
Numbers 16:29
ଯଦି ଏହି ଲୋକମାନେ ସ୍ବାଭାବିକ ଭାବରେ ମରନ୍ତି, ତବେେ ବୁଝିବେ ସଦାପ୍ରଭୁ ମାେତେ ପଠାଇନାହାନ୍ତି।
Deuteronomy 28:59
ତବେେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତକ୍ସ୍ଟମ୍ଭ ବଂଶର ଆଘାତ ଆର୍ଥାତ୍ ମହତ୍ ଓ ଚିରସ୍ଥାଯୀ ଆଘାତ, ପକ୍ସ୍ଟଣି ବ୍ଯଥାଜନକ ଓ ଚିରସ୍ଥାଯୀ ରୋଗ ଆଶ୍ଚର୍ୟ୍ଯ ରୂପ କରିବେ।
Hosea 13:7
ସେଥିପାଇଁ ଆମ୍ଭେ ସିଂହ ଓ ବ୍ଯାଘ୍ର ସଦୃଶ ହାଇେ ରାସ୍ତାକଡ ରେ ସମାନଙ୍କେୁ ଅପେକ୍ଷା କରିବା।
Amos 3:8
ୟହି ସିଂହ ଗର୍ଜ୍ଜନ କରେ, ତବେେ ଲୋକମାନେ ଭୟଭୀତ ହବେେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ଯଦବାଣୀ ପ୍ରଚାର କରିବାକୁ, କିଏ ସହେି ଭବିଷ୍ଯବାଣୀ ପ୍ରଚାର ନ କରିବ।